"ଉପେନ୍ଦ୍ର ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଉପେନ୍ଦ୍ର ତ୍ରିପାଠୀ ଆରମ୍ଭ କରାଗଲା
 
ଟିକେ ମୃତ୍ୟୁ: ୧୯୯୪
୮ କ ଧାଡ଼ି:
| pseudonym =
| birth_name = ଉପେନ୍ଦ୍ର ତ୍ରିପାଠୀ
| birth_date = {{Birth date and age|df=y|1903|09|10}}
| birth_place = ମୁରାରିପୁର, [[ଯାଜପୁର ଜିଲ୍ଲା|ଯାଜପୁର]]
| death_date = ୧୯୯୪
| death_place =
| resting_place =
୩୮ କ ଧାଡ଼ି:
}}
 
ଉପେନ୍ଦ୍ର ତ୍ରିପାଠୀ (୧୯୦୩-୧୯୯୪), ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] ଶିଶୁ ସାହିତ୍ୟିକ ।<ref>http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL072</ref> ଶିଶୁସାହିତ୍ୟକୁ, ପାଠ୍ୟପୁସ୍ତକ ଓ ଶିକ୍ଷା-ସାହିତ୍ୟ ବାହରେ, ଓଡ଼ିଆ ସାହିତ୍ୟର ଏକ ମୌଳିକ ଧାରା ଭାବରେ ପ୍ରତିଷ୍ଠା କରିବାର ଶ୍ରେୟ ଉପେନ୍ଦ୍ର ତ୍ରିପାଠୀଙ୍କୁ ଯାଏ ।
 
ଉପେନ୍ଦ୍ର ତ୍ରିପାଠୀ, ୧୯୦୩ ମସିହା ସେପ୍ଟେମ୍ବର ମାସ ୧୦ ତାରିଖରେ, ଯାଜପୁର ଜିଲ୍ଲାର ହରିଦାସପୁର ନିକଟସ୍ଥ ମୁରାରିପୁରଠାରେ ଜନ୍ମଗ୍ରହଣ କରିଥିଲେ ।<ref name="MohantyPatnaik">{{cite book|author1=Gopinath Mohanty|author2=Jeeban Kumar Patnaik|author3=Santosha Kumāra Ratha|title=Cultural Heritage of &#91;Orissa&#93;: Jajpur|url=http://books.google.com/books?id=PCpuAAAAMAAJ|publisher=State Level Vyasakabi Fakir Mohan Smruti Samsad}}</ref> ପିଲାଦିନରୁ ପଢିବାରେ ତାଙ୍କର ଖୁବ ଆଗ୍ରହ ଥିଲା । ନିଜ ଆତ୍ମଜୀବନୀ "ଗୋଟାଏ କଲମ ଟୋପାଏ କାଳି"ରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ, ୪ର୍ଥ ଶ୍ରେଣୀରେ ପଢୁଥିବା ସମୟରେ [[ମଧୁସୂଦନ ରାଓ]]ଙ୍କ ''ସାହିତ୍ୟ କୁସୁମ'' ଓ [[ମଧୁସୂଦନ ଦାସ]]ଙ୍କ "ଭାରତ ଇତିହାସ" ବହି ଦୁଇଟି ପଢିଥିବା କଥା ଲେଖିଛନ୍ତି । ସେହି ତରୁଣ ବୟସରେ, ସେ ଲେଖାଲେଖି ଆରମ୍ଭ କରିଥିଲେ ଓ "ଆଲୋକ" ନାମକ ଏକ ହାତଲେଖା ପତ୍ରିକା ବାହାର କରୁଥିଲେ । "ବିଧବା ଗୁହାରି", "ବଡ଼ ହେଲେ ମୁଁ ମାଷ୍ଟର ହେବି" ଆଦି କେତେଗୁଡିଏ କବିତା, ସେହି ସମୟରେ ଲେଖିଥିଲେ ।
୪୭ କ ଧାଡ଼ି:
 
== ରଚନାବଳୀ ==
{{div col|3}}
* କୁହୁକୁହୁ
* ରୁଣୁଝୁଣୁ
Line ୬୭ ⟶ ୬୮:
* ଉଦୟଭାନୁ
* ଶିଶୁତୋଷ ରାମାୟଣ<ref>ସମ୍ବାଦ ୧୦/୦୯/୨୦୧୪ ପୃଷ୍ଠା ୮ରେ ପ୍ରକାଶିତ ଦାଶ ବେନହୁରଙ୍କ ଲେଖା "ସାହିତ୍ୟର କୁଆଁରାବରେ ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ</ref>
{{Div col end}}
 
== ସମ୍ମାନ ଓ ପୁରସ୍କାର ==
 
Line ୭୪ ⟶ ୭୫:
 
[[ଶ୍ରେଣୀ:୧୯୦୩ ଜନ୍ମ]]
[[ଶ୍ରେଣୀ:୧୯୯୪ ମୃତ୍ୟୁ]]
[[ଶ୍ରେଣୀ:ଯାଜପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:ସାହିତ୍ୟିକ]]
[[ଶ୍ରେଣୀ:ଯାଜପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:୧୯୯୪ ମୃତ୍ୟୁ]]