"ଅଥୀନା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
୧ କ ଧାଡ଼ି:
{{ଛୋଟ|Athena}}
{{Infobox deity
ଅଥୀନା (ଅଥବା ଅଥାନା, ଅଥେନେ, ଅଥେନା) ଇଂରାଜୀ : en:Athena, ୟୁନାନୀ : ଅଥୈନା ପ୍ରାଚୀନ ୟୁନାନୀ ଦେବୀ । ତାଙ୍କୁ ବୁଦ୍ଧି କଳା ଏବଂ ଯୁଦ୍ଧର ଅଧିଷ୍ଟାତ୍ରୀ ଦେବୀ ଭାବେ ଗ୍ରୀକ୍ ପୁରାଣ ଗୁଡିକରେ ବର୍ଣନା କରାଯାଇଅଛି । ସେ ଏଥେନ୍ସ ସହରର ଅଧିଷ୍ଟାତ୍ରୀ ଦେବୀଥିଲେ ଏବଂ ଏହି ସହରରେ ତାଙ୍କୁ ସମର୍ପିତ ସବୁଠୁଁ ବଡ଼ ମନ୍ଦିର ଥିଲା । ପ୍ରାଚୀନ ରୋମନ୍ ଧର୍ମରେ ତାଙ୍କ ସମକକ୍ଷ ଦେବୀ ଥିଲେ ମିନର୍ବା ।
| type = ଗ୍ରୀକ
ଅଥୀନା ଆଟ୍ରିକା ପ୍ରଦେଶ ଏବଂ ବିୟୋତିଆ ପ୍ରଦେଶ ମଧ୍ୟରେ ଥିବା ଏଥେନ୍ସ ନଗରୀ ର ଅଧିଷ୍ଟାତ୍ରୀ ଥିଲେ । ଗ୍ରୀକ ସାହିତ୍ୟରେ ତାଙ୍କ ବିଷୟରେ ଅନେକ ଆଖ୍ୟାନ ଅଛି ।
| name = ଅଥୀନା
| image = Mattei Athena Louvre Ma530 n2.jpg
| image_size =
| alt =
| caption = ''Mattei Athena'' at [[Louvre]]. Roman copy from the 1st century BC/AD after a Greek original of the 4th century BC, attributed to Cephisodotos or Euphranor.
| god_of = Goddess of Wisdom
| abode = [[Mount Olympus]]
| symbol = [[Owl of Athena|Owls]], [[Olive trees]], [[Snakes]], [[Aegis]], [[Armor]], [[Helmets]], [[Spear]]s, [[Gorgoneion]]
| consort =
| parents = [[Metis (mythology)|Metis]]; [[Metis (mythology)|Metis]] and [[Zeus]]; [[Zeus]]<ref>According to [[Hesiod]]'s [[Theogony]], Metis was Athena's mother, but, according to [[Homer]]'s [[Iliad]], after Zeus swallowed Metis because she was pregnant with Athene (to prevent the birth), Athene sprang forth from the head of Zeus nonetheless and later it was declared that she "had no mother"</ref>
| siblings = [[Artemis]], [[Aphrodite]], the [[Muse]]s, the [[Graces]], [[Ares]], [[Apollo]], [[Dionysus]], [[Hebe (mythology)|Hebe]], [[Hermes]], [[Heracles]], [[Helen of Troy]], [[Hephaestus]], [[Minos]], [[Perseus]], [[Porus (mythology)|Porus]]
| children =
| mount =
| Roman_equivalent = [[Minerva]]
}}
 
'''ଅଥୀନା''' (ଅଥବା ଅଥାନା, ଅଥେନେ, ଅଥେନା) ଇଂରାଜୀ : en:Athena , ୟୁନାନୀ : ଅଥୈନା ପ୍ରାଚୀନ ୟୁନାନୀ ଦେବୀ । ତାଙ୍କୁ ବୁଦ୍ଧି କଳା ଏବଂ ଯୁଦ୍ଧର ଅଧିଷ୍ଟାତ୍ରୀ ଦେବୀ ଭାବେ ଗ୍ରୀକ୍[[ଗ୍ରୀକ]] ପୁରାଣ ଗୁଡିକରେ ବର୍ଣନାବର୍ଣ୍ଣନା କରାଯାଇଅଛି । ସେ [[ଏଥେନ୍ସ]] ସହରର ଅଧିଷ୍ଟାତ୍ରୀ ଦେବୀଥିଲେ ଏବଂ ଏହି ସହରରେ ତାଙ୍କୁ ସମର୍ପିତ ସବୁଠୁଁ ବଡ଼ ମନ୍ଦିର ଥିଲା । ପ୍ରାଚୀନ ରୋମନ୍ ଧର୍ମରେ ତାଙ୍କ ସମକକ୍ଷ ଦେବୀ ଥିଲେ ମିନର୍ବା । ଅଥୀନା ଆଟ୍ରିକା ପ୍ରଦେଶ ଏବଂ ବିୟୋତିଆ ପ୍ରଦେଶ ମଧ୍ୟରେ ଥିବା ଏଥେନ୍ସ ନଗରୀ ର ଅଧିଷ୍ଟାତ୍ରୀ ଥିଲେ । ଗ୍ରୀକ ସାହିତ୍ୟରେ ତାଙ୍କ ବିଷୟରେ ଅନେକ ଆଖ୍ୟାନ ଅଛି ।
==ଆବିର୍ଭାବ==
ୟୁନାନୀ ଦେବତା ଜ୍ୟୁସ୍ ଙ୍କର ପ୍ରଥମ ପତ୍ନୀ ଗର୍ଭବତୀ ହେଲେ । ଜ୍ୟୁସ୍ ଙ୍କ ମନରେ ଶଙ୍କା ଯାତ ହେଲା ଯଦି ମେତିସ (ଜ୍ୟୁସ୍ ଙ୍କ ପ୍ରଥମ ପତ୍ନୀ) ର ଗର୍ଭରୁ ପୁତ୍ର ଜାତ ହୁଏ ମୋର ଶକ୍ତି କମ୍ ହୋଇଯିବ । ଦ୍ଵିତୀୟ ପତ୍ନୀର କଥାରେ ପଡି ଜ୍ୟୁସ୍ ମେରିସ୍ କୁ ଗିଳିଦେଲେ । ତତ୍ ପଶ୍ଚାତ୍ ପ୍ରୋମେଥିଅସ୍ ନାମକ ଦେବତା ନିଜର ଅସ୍ତ୍ର ଦ୍ଵାରା ଜ୍ୟୁସ୍ ର ମସ୍ତକ ଛେଦନକଲେ ଏବଂ ସେଇ ଶରୀରରୁ ଅଥୀନାଙ୍କର ଅସ୍ତ୍ରଶସ୍ତ୍ର କବଜ ସହ ଆବିର୍ଭାବ ହେଲା ।
==ଆଧାର==
{{ଆଧାର}}
==ବାହାର ତଥ୍ୟ==
{{wikiquote}}
{{commons category|Athena}}
* [http://www.theoi.com/Cult/AthenaCult.html Theoi.com Cult of Athena] —Extracts of classical texts
* [http://www.goddess-athena.org/Museum/Sculptures/index.htm Roy George, "Athena: The sculptures of the goddess"] —A repertory of Greek and Roman types
"https://or.wikipedia.org/wiki/ଅଥୀନା"ରୁ ଅଣାଯାଇଅଛି