"ଅଷ୍ଟଶମ୍ଭୁ ପୀଠ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ୤ > ।
୧ କ ଧାଡ଼ି:
[[File:Astasambhu Temple, Kualo.JPG|thumb|ଅଷ୍ଟଶମ୍ଭୁ ମନ୍ଦିର]]
[[ଓଡ଼ିଶା]]ର [[ଢେଙ୍କାନାଳ ଜିଲ୍ଲା]]ର [[କାମାକ୍ଷାନଗର]] ଉପଖଣ୍ଡସ୍ଥ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତ।ଅବସ୍ଥିତ <ref>[http://www.india9.com/i9show/Astasambhu-Temples-35062.htm india9.com: Astasambhu Temples]</ref> ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: କନକେଶ୍ଵର,<ref>[http://ignca.nic.in/asi_reports/ordhenknl005.pdf ignca.nic.in: Kanakesvara Siva Temple (Astasmbhu Complex), Kualo]</ref> ସ୍ଵପ୍ନେଶ୍ଵର,<ref>[http://ignca.nic.in/asi_reports/ordhenknl008.pdf ignca.nic.in: Swapnesvara Siva Temple (Astasmbhu Complex), Kualo]</ref> ଐଶାନେଶ୍ଵର, କପିଳେଶ୍ଵର, ବୈଦ୍ୟନାଥେଶ୍ଵର, ପଶ୍ଚିମେଶ୍ଵର,<ref>[http://ignca.nic.in/asi_reports/ordhenknl007.pdf ignca.nic.in: Paschimesvara Siva Temple (Astasambhu Complex), Kualo]</ref> ବାଣେଶ୍ଵର ଓ ଲୋକନାଥେଶ୍ଵର ।୤<ref>[http://www.orissa.net/body.php?page=astasambhu_temple orissa.net: Astasambhu Temple, Dhenkala]</ref>
ମୁଖ୍ୟମନ୍ଦିରରେ ଥିବା କନକେଶ୍ଵରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ। ଲିଙ୍ଗ ଚତୁପାର୍ଶ୍ଵରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା । ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି ଫୁଟ।ଫୁଟ । କନକେଶ୍ଵର ମନ୍ଦିରର ଦ୍ଵାରଦେଶରେ ଗଙ୍ଗାଯମୁନା ମୂର୍ତ୍ତି ଓ ପଶ୍ଚିମପାର୍ଶ୍ଵ କାନ୍ଥରେ ଅର୍ଦ୍ଧନାରୀଶ୍ଵର ମୂର୍ତ୍ତି ରହିଛି ।୤ ପୀଠର ପୂର୍ବଦିଗରେ ଏକ ସ୍ଵତନ୍ତ୍ର ଆସ୍ଥାନରେ ଦଶଭୁଜା ମହିଷମର୍ଦ୍ଦିନୀ [[ଦୁର୍ଗା]] ବିରାଜିତ। ଏହି ଦେବୀ କନକେଶ୍ଵରୀ ବା କନକଦୁର୍ଗା ଭାବେ ପରିଚିତ । <ref>[http://ignca.nic.in/asi_reports/ordhenknl004.pdf ignca.nic.in: Kanaka Durga Temple (Astasmbhu Complex), Kualo]</ref>
ଆଠଗୋଟିଆଠଟି ଯାକ ଶିବମନ୍ଦିର ଓ କନକଦୁର୍ଗା ମନ୍ଦିର ଗୋଟିଏ ପ୍ରସ୍ତର ଚଟାଣ ଉପରେ ଅବସ୍ଥିତ ଥିଲା ।୤
==ଇତିହାସ==
କୁଆଳୋର ପ୍ରାଚୀନ ନାମ କୋଦାଳକ ନଗରୀ।ନଗରୀ । ଏହା ଶୁଳକୀ ବଂଶୀ ରାଜାମାନଙ୍କର ରାଜଧାନୀ ଥିଲା।ଥିଲା । ଓଡ଼ିଶାରେ ଭୌମକରମାନେ ରାଜତ୍ଵ କରୁଥିବା ସମୟରେ ଶୁଳ୍କୀ ମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ଵ କରୁଥିଲେ । ଶୈବଭକ୍ତ ଶୁଳ୍କୀମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ। ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ ।
 
== ଆଧାର ==
{{ଆଧାର|30em}}
==ବାହାର ତଥ୍ୟ==
{{ଢେଙ୍କାନାଳ ଜିଲ୍ଲା}}