"ମାଲଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଧର୍ମ: anyone can'nt write yet
ଟିକେ →‎ଇତିହାସ: anyone can't write about malta's history
୫ କ ଧାଡ଼ି:
'''ମାଲଟା ''' ଦକ୍ଷିଣ [[ଇଉରୋପ]]ରେ ଥିବା ଏକ ଦେଶ।
== ଇତିହାସ ==
ଅତୀତରେ ମାଲ୍ଟା ଉପରେ ଫୋଏନ୍ସିଆନ୍, ରୋମନ୍ ,ମୋରିସ୍ ,ନୋରମନ୍ସ ,ସିସିଲିଆନ୍ସ ,ହମବର୍ଗ ,ସ୍ପେନ୍ ,ଫ୍ରେଞ୍ଚ୍ ,ଏବଂ ଇଂରେଜ୍ ମାନେ ଆଧିପତ୍ୟ ବିସ୍ତାର କରିଛନ୍ତି । ମାଲ୍ଟା 21 ସେପ୍ଟେମ୍ବର 1964 ଇଂରେଜ ମାନଙ୍କଠାରୁ ସ୍ବାଧିନ ହୋଇଥିଲା ।
==ବ୍ୟୁତ୍ପତ୍ତି== ଅଧିକାଂଶ ଲୋକ ମାଲ୍ଟା ଶବ୍ଦ ର ବ୍ୟୁତ୍ପତ୍ତି ମାଲଟ୍ଟିସ୍ ଭାଷା ରୁ ହୋଇଥିବା ଅନୁମାନ କରନ୍ତି । କିଛି ଲୋକ ଙ୍କ ମତରେ ଗ୍ରୀକ୍ ଶବ୍ଦ ମେଲିଟ୍ ରୁ ମାଲ୍ଟା ହୋଇଛି । ଗ୍ରୀକ୍ ରେ ମେଲିଟ୍ ର ଅର୍ଥ ମିଠା ମଧୁ । ମାଲ୍ଟା ଅତୀତରେ ଇଉରୋପ କୁ ମହୁ ଯୋଗଉଥିଲା ସମ୍ଭବତଃ ଏଇ କାରଣରୁ ଏଭଳି ନାମକରଣ କରାଯାଇଥିଲା ।ଅନ୍ୟ ଏକ ମତ ଅନୁସାରେ ମାଲ୍ଟା ଶବ୍ଦ ର ବ୍ୟୁତ୍ପତ୍ତି ଫେଏନିସିଆନ୍ ଶବ୍ଦ ମଲେଥି ରୁ ଆସିଥିବା ଅନୁମାନ କରାଯାଏ । ଫୋଏନସିଆନ୍ ଭାଷାରେ ମାଲେଥି ର ଅର୍ଥ ସ୍ବର୍ଗ ।
 
== ଭୂଗୋଳ ==
== ଧର୍ମ ==
"https://or.wikipedia.org/wiki/ମାଲଟା"ରୁ ଅଣାଯାଇଅଛି