"ମାଣବସା ଗୁରୁବାର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Psubhashish ମାଣବସା ଗୁରୁବାର ଓଷା ପୃଷ୍ଠାଟି ମାଣବସା ଗୁରୁବାରକୁ ପୁନପ୍ରେରଣ ଛାଡ଼ି ଘୁଞ୍ଚାଇଲେ: ଓଷା ଲେଖିବାର ଆବ...
ଆଧାର ଓ ତଥ୍ୟ
୫ କ ଧାଡ଼ି:
|image = Jhoti.JPG
|imagesize =
|caption = କଳସିରେକଳସୀରେ ଅଙ୍କିତ ଝୋଟିଚିତା
|official_name =
|nickname = ମାଣବସା
୨୧ କ ଧାଡ଼ି:
|relatedto = ଲକ୍ଷ୍ମୀଙ୍କ ପୂଜା
}}
'''ମାଣବସା ଗୁରୁବାର ଓଷା''' ବା ('''ମାଣବସା''ରେ' ଓ ମା'ଲକ୍ଷ୍ମୀଙ୍କୁ''ମାଣ ଗୃହରେଓଷା''' ଧନଧାନ୍ୟନାମରେ ବୃଦ୍ଧିମଧ୍ୟ ନିମନ୍ତେଜଣା)ରେ ପୂଜା[[ଓଡ଼ିଶା]]ରେ କରାଯାଏପାଳିତ ଏକ କୃଷିଭିତ୍ତିକ ପର୍ବମାର୍ଗଶିରଏହି ମାସପର୍ବରେ ମା'ଙ୍କର[[ଲକ୍ଷ୍ମୀ]]ଙ୍କୁ ପ୍ରିୟଗୃହରେ ମାସଧନଧାନ୍ୟ ବୃଦ୍ଧି ଏହିମାସନିମନ୍ତେ ଆସିଲେମଧ୍ୟ ପ୍ରତ୍ୟେକପୂଜା ଓଡ଼ିଆକରାଯାଏ ହିନ୍ଦୁନାରୀ ଭକ୍ତିରମାର୍ଗଶିର ମାସ ଓଡ଼ିଆ ସହିତନାରୀମାନେ ଏହି ଓଷା ପାଳନ କରିଥାନ୍ତି । ଏହିପୂଜାଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ । ମାର୍ଗଶିର ମାସରେ ପାଞ୍ଚଗୁରୁବାର ପାଳନ କେବଳ ଓଡ଼ିଆ ଜାତିରେ ପ୍ରଚଳିତ । ମାଣବସା ଓଷାକୁ ଲକ୍ଷ୍ମୀପୂଜା କୁହାଯାଏ । ଏହି ଓଷାକୁ ଆଚାଣ୍ଡାଳଓଡ଼ିଶାର ବ୍ରାହ୍ମଣ,ସମସ୍ତ ସମସ୍ତେଜାତିର ଲୋକେ ପାଳନ କରିଥାନ୍ତି । ଘରମାନଙ୍କରେ ଟିକେ ଭୁଲ ହେଲେ ବୁଢୀମା' ମାନେଏହି ଲକ୍ଷ୍ମୀଛଡା ବା ଅଲକ୍ଷଣୀ ବୋଲି ଗାଳି ଦିଅନ୍ତି । ସେଥିପାଇଁସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ମା'ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଛି ।କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର -ପରିଚ୍ଛନ୍ନତା ହେଉଛିଆଦି ଏହିପ୍ରତି ପର୍ବରଦୃଷ୍ଟି ବୈଶିଷ୍ଟଦିଆଯାଇଥାଏ । <ref>ସୂର୍ଯ୍ୟପ୍ରଭା, ପୃଷ୍ଠା-୯, ୬.୧୨.୧୨</ref> [[ମାର୍ଗଶିର]] ମାସରେ ପ୍ପୂଜା ଘରେ [[ଧାନ ମେଣ୍ଟା]] ବା "ଧାନବେଣୀ" ଶୋଭା ପାଇଥାଏ । ଧାନକେଣ୍ଡାକୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
[[ଫାଇଲ:Dhana Menta.JPG|thumb|"ଧାନ ମେଣ୍ଟା/" ବା "ଧାନ ଗହଣି"]]
[[ମାର୍ଗଶିର]] ମାସରେ ପ୍ରତି ଓଡ଼ିଆ ପୂଜା ଘରେ ଧାନ ମେଣ୍ଟା ବା ଧାନବେଣୀ ଶୋଭା ପାଇଥାଏ । ମା' [[ଲକ୍ଷ୍ମୀ|ଲକ୍ଷ୍ମୀଙ୍କର]] ପୂଜା ପାଇଁ ଧାନକେଣ୍ଡା କୁ ଗୁନ୍ଥି ଏହି ମେଣ୍ଟା ବା ବେଣୀ ତିଆରି କରାଯାଏ ।
[[ଫାଇଲ:Dhana Menta.JPG|thumb|ଧାନ ମେଣ୍ଟା/ ଧାନ ଗହଣି]]
 
ମାର୍ଗଶିର ମାସଟିମାସରେ ଏକ ପ୍ରାଚୁର୍ଯ୍ୟର ମାସ । ନୂଆ ଫସଲ, ଅର୍ଥାତ୍ପ୍ରଥମ ଧାନ ଫସଲ ଅମଳର ମାସ । ମୁଣ୍ଡଝାଳ ତୁଣ୍ଡରେ ମାରି, ଦେହର ରକ୍ତକୁ ପାଣିକରି, ଖରାବର୍ଷା ସହି ଚାଷୀ ବର୍ଷସାରା କ୍ଷେତରେ ଯେଉଁ ହାଡଭଙ୍ଗା ପରିଶ୍ରମ କରିଥାଏ, ସେହି ପରିଶ୍ରମର ଫଳସ୍ୱରୂପ ନୂଆ ଫସଲ ଆମଦାନୀ କରି ଆନନ୍ଦ ଉଲ୍ଲସିତ ହୁଏ । ଏଇ ମାସରେ ହିଁ ପ୍ରଥମ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣେଆଣିଥାଏ I ଅମଳ ପରେ ଖଳାରେ ସେହି ସ୍ତୁପିକୃତ ଧାନକୁ ଦେଖି ଅନ୍ନ ଓ ଧନର ଦେବୀ ମା'ଲକ୍ଷ୍ମୀଙ୍କର ଆଶିଷ ବୋଲି ଭାବେମାଯାଇଥାଏ
<ref>{{cite web |url= http://www.puribeachresorts.com/festivals-in-puri/manabasa-gurubar.html |title=Manabasa Gurubar Lakshmi puja , Manabasa Gurubar Festival, Manabasa Gurubar Festivals of Orissa |first= |last= |work=puribeachresorts.com |quote=a pot made of bamboo canes used in the olden days for measuring paddy (known as mana) is filled up to the brink with freshly harvested paddy. |accessdate=6 December 2012}}</ref>
 
== ପୂଜାବିଧି ==
ମାଣବସା ଗୁରୁବାର ଓଷା ପୂର୍ବଦିନ ରାତିରେ ଗୃହିଣୀମାନେ ଘରଦ୍ଵାର ଲିପାପୋଛା କରି ସୁନ୍ଦରଭାବେ ଚିତା ପକାନ୍ତି । ଗୁରୁବାର ଦିନ ବଡ଼ିଭୋରରୁ ଉଠି ନାରୀମାନେ ସ୍ନାନାଦି କାର୍ଯ୍ୟ ସାରି ମା'ଙ୍କଲକ୍ଷ୍ମୀଙ୍କ ପୂଜାରେ ଲାଗିପଡନ୍ତି । ଗାଁମାନଙ୍କରେ ମହିଳାମାନେ ମାଟିଘରକୁ ଗୋବରରେ ଲିପାପୋଛା କରି ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ପୂର୍ଣ୍ଣ କରଦିଅନ୍ତି । ଧାନଖଳାକୁ ମଧ୍ୟ ସେଦିନ ଝୋଟିଚିତାରେ ଚିତ୍ରିତ କରାଯାଇଥାଏ । ମା'ଲକ୍ଷ୍ମୀଙ୍କର ସ୍ଥାପନା ପାଇଁ ଠାକୁରଘରର ଏକ ସ୍ଵତନ୍ତ୍ର ସ୍ଥାନ ନିରୂପଣ କରାଯାଏ । ପୂଜାସ୍ଥାନରେ ପିଠଉରେ କୋଠି କରି ଷୋହଳ ପାଖୁଡା ପଦ୍ମଫୁଲ ଅଙ୍କାଯାଏ । ପୂଜା ପାଇଁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥାଏ ଅମଳ ହୋଇଥିବା ଶୁକ୍ଳଧାନ , ମାଣ, ଗୁଆ, କଉଡି, ନଡିଆ, ଦୁବ, ବରକୋଳି ପତ୍ର, ସିନ୍ଦୁର, ଧୂପଦୀପ ଓ ନୈବେଦ୍ୟ । ମାଣ ବସାଇବା ପୂର୍ବରୁ ସେହିମାଣକୁ ହଳଦୀ ପାଣିରେ ଧୋଇ ଖରାରେ ଶୁଖିଯିବା ପରେ ସିନ୍ଦୁର ବୋଳାଯାଏ । ପ୍ରଥମେ ଏକ ଖଟୁଲିରେ କିଛି ନୂଆଧାନ ରଖାଯାଏ । ସିନ୍ଦୁର ବୋଳାଯାଇଥିବା ମାଣକୁ[[ମାଣ]] ବା [[ଗଉଣୀ]]କୁ ଲକ୍ଷ୍ମୀ ଦେବୀଙ୍କର ପ୍ରତୀକ ସ୍ଵରୂପ ନୂଆଧାନରେନୂଆ ଧଳାଧାନରେ ପୂର୍ଣ୍ଣକରି ତା' ଉପରେ ଗୁଆ ରଖାଯାଏ । ସେହି ମାଣକୁ ଖଟୁଲି ଉପରେ ବସାଇ ତା'ଉପରେ ଧାନବେଣୀ ରଖି ନୂତନ ଛିଟପାଟଲୁଗାର (ବସ୍ତ୍ର)ରେଓଢ଼ଣୀ ଆବୃତ କରାଯାଇଥାଏଢଙ୍କାଯାଏମା'ଙ୍କୁଲକ୍ଷ୍ମୀଙ୍କୁ ଏକ ନବବଧୂ ବେଶରେ ସଜାଯାଇ ଚନ୍ଦନ ସିନ୍ଦୁର ଆଦି ଦେଇ ସ୍ଥାପନା କରାଯାଏ । ବିଧି ଅନୁଯାୟୀ ଖଟୁଲି ଉପରେ ମା'ଙ୍କରଲକ୍ଷ୍ମୀଙ୍କର କାଠରେ ନିର୍ମିତ ପ୍ରତିମା, ପାନିଆପାନିଆଁ, ଆଇନା, କଜ୍ଜଳ ଏବଂ ଖଟୁଲି ପାଖରେ ଆଖୁ, ମୂଳା ନିକଟରେ ରଖାଯାଇଥାଏ ।
 
ଏହି ପର୍ବ ସମାନ ବିଧିରେ ଓଡ଼ିଶାର ବିଭିନ୍ନ ଆଦିବାସୀ ସମାଜରେ ମଧ୍ୟ ପାଳିତ ହୋଇଥାଏ । [[ସାନ୍ତାଳ]]ମାନେ "ଇରୁ ମାମଣେ", [[ଭୂୟାଁ]]ମାନେ "ମଗୁଶୀର ଗୁରୁବାର ହଲବା", [[ହୋ]] ଓ [[ଓମାନାତ୍ୟା]]ମାନେ ଲକ୍ଷ୍ମୀ ପୂଜା କରିଥାନ୍ତି । ଏହି ସମୟରେ ସନ୍ତାନସନ୍ତତି ନଥିବା ନାରୀମାନେ ସନ୍ତାନ ଆଶାରେ [[କାଞ୍ଜି ଅଁଳା]] ବା"ଶୁଖୁଆ ବୋହୁ" ବା "ଷଠି ଓଷା" କରିଥାନ୍ତି । <ref>{{cite book|last=କାନୁନ୍‌ଗୋ|first=ପଞ୍ଚାନନ|title=ସଂସ୍କୃତି ବୈଭବ|date=୨୦୧୪}}</ref>
 
== ଭୋଗ ନୈବେଦ୍ୟ ==
ଧୂପଦୀପପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ ମା'ଙ୍କଲକ୍ଷ୍ମୀଙ୍କ ପାଖରେ । ପିଠାପଣା ଓ ଫଳମୂଳ ଭୋଗ ([[କଦଳୀ]], ଛେନା, [[ନଡ଼ିଆ]], ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ ) ମା'ଙ୍କଲକ୍ଷ୍ମୀଙ୍କ ପାଖରେ ଲଗାଯାଏ । ମାଣବସା ଭୋଗ ଆମ ଓଡ଼ିଆମାନଙ୍କର ନିଜସ୍ଵ ରାନ୍ଧଣାର ନିଦର୍ଶନ । ଭଜା, ରାଇ, ଆମ୍ବିଳ, ଶାକର, କଖାରୁ, ମଧୁରୁଚି, ଦହିପଖାଳ, ମୂଳାଶାଗ, ଚିତ୍ତଉ, ଚକୁଳି, ଖିରିଷାପାଣି, ସରପୁଳି, ଦୁଧପୁଳି, ବଡ଼ିପକା ମହୁର, ବେସର, ମହୁର, କର୍ପୂରଛେନା, ପଡ଼ିଆ ଚକଡା କାକରା ପିଠା, ଆରିଷା ପିଠା, ମୁଗପୁଳି ଭଳି ରାନ୍ଧଣା ଓଡ଼ିଆଙ୍କ ଛଡା ଅନ୍ୟ କେଉଁଠି ହୁଏନାହିଁ । <ref>{{cite web |url= http://www.traveladda.com/east_india/orissa/fairs_and_festivals/lakshmi_puja.html |title=Orissa Lakshmi Puja, Lakshmi Puja in Orissa, Manabasa Gurubar in orissa |first= |last=|work=traveladda.com |quote=the floors are bedecked with stunning floral designs. These unique designs are known as Jhoti. |accessdate=6 December 2012}}</ref> ଏଥି ସହିତ [[ମଣ୍ଡା]] ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ ।
 
== ଅଧିକ ପଠନ ==
== ଆହୁରି ଦେଖନ୍ତୁ ==
* [[ସୁଦଶା ବ୍ରତ]]
 
== ଆଧାର ==
{{ଆଧାର}}
 
== ଅଧିକ ତଥ୍ୟ ==
* [http://www.odishahaalchaal.com/manabasa-gurubar-festival-of-odisha.html Manabasa Gurubar Festival of Odisha]
 
{{ହିନ୍ଦୁ ପର୍ବ}}