"ଚାରି ଶମ୍ଭୁ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
{{ଛୋଟ|Chari sambhu temple}}
{{Infobox Mandir
Line ୩୬ ⟶ ୩୫:
}}
 
''''ଚାରି ଶମ୍ଭୁ ମନ୍ଦିର''' [[ଓଡ଼ିଶା]]ର [[ବୌଦ୍ଧ ଜିଲ୍ଲା]]ରେ ଅବସ୍ଥିତ ଏକ ପ୍ରସିଦ୍ଧ ଯାଆଁଳା [[ଶିବ]] ଓ [[ବିଷ୍ଣୁ]] ମନ୍ଦିର । [[ବୌଦ୍ଧ (ସହର)|ବଉଦ]] ସହର ଠାରୁ ୧୬ କି.ମି ଦୂରରେ ଅବସ୍ଥିତ ଜଗତି ଗାଆଁରେ ଏହି ପ୍ରସିଦ୍ଧ ମନ୍ଦିର ଅବସ୍ଥିତ । ଜଗତିରସ୍ଥାନୀୟ ଏକଲୋକେ ଅଂଶରଯାଆଁଳା ନାମମନ୍ଦିରକୁ ଗନ୍ଧରାଡ଼ି। ତେଣୁଚାରି ଏହା ମଧ୍ୟ '''ଗନ୍ଧରାଡ଼ି ଯାଆଁଳାଶମ୍ଭୁ ମନ୍ଦିର''' ଭାବେ ଓଡ଼ିଶାରେ ପ୍ରସିଦ୍ଧ କହନ୍ତି। ଯାଆଁଳା ମନ୍ଦିର କହିଲେ , ଗୋଟିଏ ଭିତ୍ତଭୂମି ଉପରେ ଲାଗି ଲାଗି ତିଆରି ହୋଇଥିବା ସମାନ ଆକାରର ଦୁଇଟି ମନ୍ଦିରକୁ ବୁଝାଏ। ମନ୍ଦିର ଦୁଇଟି ସବୁ ଦୃଷ୍ଟିରୁ ଦେଖିବାକୁ ଏକାପରି । ଗୋଟିଏ ମନ୍ଦିରରେ ପୂଜା ପାଉଛନ୍ତି ଭଗବାନ ବିଷ୍ଣୁ ଓ ଅନ୍ୟ ମନ୍ଦିରରେ ଭଗବାନ ଶିବ । ବିଷ୍ଣୁ ପୂଜା ପାଉଥିବା ମନ୍ଦିରଟିର ନାମ [[ନୀଳମାଧବ]] ଏବଂ ମହେଶ୍ଵର ପୂଜାପାଉଥିବା ମନ୍ଦିରର ନାମ ସିଦ୍ଧେଶ୍ଵର । ନୀଳମାଧବ ମନ୍ଦିରର ଶିଖରରେ ଶୋଭା ପାଉଛି ନୀଳ କ୍ଲୋରାଇଟ ପଥରରେ ତିଆରି ଚକ୍ର । ସେହି ପରି ସିଦ୍ଧେଶ୍ଵର ମନ୍ଦିରର ଚୂଡା଼ରେ ସ୍ଥାପିତ ହୋଇଛି ଗୋଟିଏ ଶିବଲିଙ୍ଗ । କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ [[ଭୁବନେଶ୍ଵର]]ର [[ମୁକ୍ତେଶ୍ଵର ମନ୍ଦିର|ମୁକ୍ତେଶ୍ଵର ]] ଓ [[ପରଶୁରାମେଶ୍ଵର ମନ୍ଦିର]] ସହ ତୁଳନୀୟ । ଗନ୍ଧରାଡ଼ିର ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ଵାସ କରାଯାଏ । <ref>http://boudh.nic.in/webpage/content_file/tourism.htm</ref>
==ଇତିହାସ==
==ପୌରାଣିକ==
ଜଗତିର ଏକ ଅଂଶର ନାମ ଗନ୍ଧରାଡ଼ି। ତେଣୁ ଏହା ମଧ୍ୟ '''ଗନ୍ଧରାଡ଼ି ଯାଆଁଳା ମନ୍ଦିର''' ଭାବେ ଓଡ଼ିଶାରେ ପ୍ରସିଦ୍ଧ । ଗନ୍ଧପତି ନାମକ ଏକ ଭଞ୍ଜ ରାଜା ସେଠାରେ ନିଜର ରାଜଧାନୀ ବସାଇଥିବାରୁ ସ୍ଥାନଟିର ନାଆଁ ଗନ୍ଧରାଡ଼ି ।
==ମନ୍ଦିର==
କାରୁକାର୍ଯ୍ୟ ଦୃଷ୍ଟିରୁ ଦେଖିଲେ [[ଭୁବନେଶ୍ଵର]]ର [[ମୁକ୍ତେଶ୍ଵର ମନ୍ଦିର|ମୁକ୍ତେଶ୍ଵର ]] ଓ [[ପରଶୁରାମେଶ୍ଵର ମନ୍ଦିର]] ସହ ତୁଳନୀୟ । ଗନ୍ଧରାଡ଼ିର ଯାଆଁଳା ମନ୍ଦିର ଖିଞ୍ଜଳିର ଭଞ୍ଜ ରାଜାମାନଙ୍କ ପୃଷ୍ଠପୋଷକତାରେ ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ତିଆରି ହୋଇଥିବା ବିଶ୍ଵାସ କରାଯାଏ । <ref>http://boudh.nic.in/webpage/content_file/tourism.htm</ref> ଚାରି ଶମ୍ଭୁ ମନ୍ଦିର କହିବାର କାରଣ ସେଠାରେ ଚାରୋଟି ଶିବ ଲିଙ୍ଗ ପୂଜା ପାଉଛନ୍ତି : ସିଦ୍ଧେଶ୍ଵର, ଜୋଗେଶ୍ଵର, କପିଳେଶ୍ଵର ଏବଂ ପଶ୍ଚିମ ସୋମନାଥ । ମୂଖ୍ୟ ମନ୍ଦିର ଠାରୁ କିଛି ଦୂରରେ ଏକ ବରଗଛ ମୂଳେ ଅଷ୍ଟଭୂଜା [[ଦୁର୍ଗା]] ଏବଂ ପଶ୍ଚିମ ସୋମନାଥ ମନ୍ଦିର ନିକଟରେ ଗଣେଶଙ୍କ ପ୍ରତିମା ଦେଖିବାକୁ ମିଳେ । ଗାଆଁ ଲାଗିଥିବା କ୍ଷେତରୁ ଏକଦା ସୁନ୍ଦର ନବଗ୍ରହ ପ୍ରତିମା ଏବଂ ଅନେକ ପ୍ରସ୍ତର କଳାର ଧ୍ଵଂସାବଶେଷ ଆବିଷୃତ ହୋଇଥିଲା । ସ୍ଥାନଟିର ଐତିହାସିକ ଗୁରୁତ୍ଵ ଥିବାରୁ [[ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ]] ସେଠାକାର ରକ୍ଷଣାବେକ୍ଷଣ କାର୍ଯ୍ୟ ତୁଲାଉଛି।
 
==ଆଧାର==
{{ଆଧାର}}