"ପୋଲିଓମାୟେଲାଇଟିସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
fixing dead links
ଟିକେ (Wikipedia python library)
ଟିକେ (fixing dead links)
=== ମେରୁଦଣ୍ଡୀୟ ପୋଲିଓ ===
[[ଫାଇଲ:Polio spinal diagram.PNG|thumb|left|ମେରୁଦଣ୍ଡରେ ଥିବା ସମ୍ମୁଖ ହର୍ନ୍ କୋଷ ଓ ମୋଟର ସ୍ନାୟୁ ଚିତ୍ରରେ ଦର୍ଶାଯାଇଛି]]
ପୋଲିଓ ଭୁତାଣୁ ମେରୁଦଣ୍ଡ ମଧ୍ୟସ୍ଥ ଗ୍ରେ ମ୍ୟାଟର, ମୋଟର ସ୍ନାୟୁ ଓ କୋଷମାନଙ୍କୁ ନଷ୍ଟ କରିଦିଏ । ଫଳରେ ଗଣ୍ଡି, ଛାତି ଓ ଅବୟବ ମାଂସପେଶୀ ଗୁଡିକ କାମ କରିବାରେ ସମ୍ପୁର୍ଣ୍ଣ ବା ଆଶିଂକ ଅକ୍ଷମ ହୋଇଯାଆନ୍ତି ।<ref name= Henry1>{{cite book | author = Frauenthal HWA, Manning JVV | title = Manual of infantile paralysis, with modern methods of treatment.| publisher = Philadelphia Davis | year = 1914| pages= 79–101 |url= http://books.google.com/?id=piyLQnuT-1YC&printsec=titlepage | oclc= 2078290}}</ref> ସ୍ନୟୁକୋଷ ପ୍ରଦାହ ଯୋଗୁ ମୋଟର ସ୍ନାୟୁ ଗ୍ୟାଙ୍ଗ୍ଲିଅନ ନଷ୍ଟ ହୋଇଯାଆନ୍ତି । ମେରୁଦଣ୍ଡିୟ ସ୍ନାୟୁରେ ଵାଲେରିଆନ ଡିଜେନେରେସନ୍ ହୁଏ । ସ୍ନାୟୁ ଦ୍ଵାରା ଉତ୍ତେଜିତ ନ ହେଉ ଥିବାରୁ ମାଂସପେଶୀ ଶୀର୍ଣ୍ଣ ହୋଇ ଯାଆନ୍ତି । ଦୁଇରୁ ଚାରି ଦିନ ମଧ୍ୟରେ ଜର ଓ ପେଶୀ ଯନ୍ତଣା ସହ ସମ୍ପୁର୍ଣ୍ଣ ପାରାଲିସିସ୍ ହୋଇଯାଏ ।<ref name= ConoJ>{{cite book | author = Cono J, Alexander LN | chapter = Chapter 10, Poliomyelitis. | title = Vaccine Preventable Disease Surveillance Manual | edition = 3rd | pages = 10–1 | publisher = Centers for Disease Control and Prevention | year = 2002 |url=http://www.cdc.gov/vaccines/pubs/surv-manual/3rd-edition-chpt10_polio.pdf | format = PDF|archiveurl=http://web.archive.org/web/20081010111421/http://www.cdc.gov/vaccines/pubs/surv-manual/3rd-edition-chpt10_polio.pdf|archivedate=2008-10-10}}</ref> ସମ୍ବେଦନ ଶୀଳତା ରହେ ନାହିଁ । ପେଶୀରଜ୍ଜୁର ରିଫ୍ଲେକ୍ସ୍ କମିଯାଏ । <br />
ମେରୁଦଣ୍ଡର ସ୍ଥାନ ଯଥା ବେକ, ଛାତି ଓ କଟି ଉପରେ ପାରାଲିସିସ୍ ନିର୍ଭର କରେ ।<ref name=Guide>{{cite book |author= |title=Professional Guide to Diseases (Professional Guide Series) |publisher=Lippincott Williams & Wilkins |location=Hagerstown, MD |year= 2005|pages=243–5 |isbn=1-58255-370-X }}</ref> ଶରୀରର ଉଭୟ ପାର୍ଶ୍ଵର ମାଂସପେଶୀ ଆକ୍ରାନ୍ତ ହୋଇ ପାରେ ବା ଗୋଟିଏ ପାଖ ବା ହୋଇପାରେ । ଗୋଟିଏ ଗୋଡ ବା ହାତ ମଧ୍ୟ ଆକ୍ରାନ୍ତ ହୋଇପାରେ । ଗଣ୍ଡିର ସନ୍ନିକଟ ଅଂଶ ଅଧିକ ପ୍ରଭାବିତ ହୁଏ ।
=== ବଲ୍‌ବାର୍ ପୋଲିଓ ===
 
{{See also|Poliomyelitis eradication}}
ପଶ୍ଚିମ ପୃଥିବୀରେ ପୋଲିଓ କ୍ଵଚିତ ଥିଲେ ମଧ୍ୟ ଦକ୍ଷିଣ ଏସିଆର ପାକିସ୍ଥାନ, ଆଫ୍ରିକାର ନାଇଜେରିଆ ଦେଶମାନଙ୍କରେ ଏ ପର୍ଯ୍ୟନ୍ତ ଏହାର ପ୍ରାଦୁର୍ଭାବ ରହିଛି । ଡବ୍ଲ୍ୟୁ.ଏଚ୍.ଓ., ୟୁନିସେଫ୍ ଓ ରୋଟାରି ଫାଉଣ୍ଡେସନ୍ ମଳିତ ଭାବେ ୧୯୮୮ ମସିହାଠାରୁ ପୃଥିବୀକୁ ପୋଲିଓ ମୁକ୍ତ କରିବା କାର୍ଯ୍ୟ ଆରମ୍ଭ କଲେ ।<ref name=Watch>{{cite web| last = Mastny| first = Lisa | title = Eradicating Polio: A Model for International Cooperation |publisher = Worldwatch Institute | date = January 25, 1999 | url = http://www.worldwatch.org/node/1644 | accessdate = 2008-08-23}}</ref> ୧୯୮୮ ମସିହାରେ ୩୫୦୦୦୦ ରୋଗୀ ଚିହ୍ନଟ ହୋଇ ଥିବା ବେଳେ ୨୦୦୧ ମସିହାରେ ବର୍ଷକୁ ପ୍ରାୟ ୧୦୦୦ ରୋଗୀ ମାତ୍ର ଚିହ୍ନଟ ହୋଇଛନ୍ତି ।<ref name=eradication>{{cite journal |author= |title=Update on vaccine-derived polioviruses |journal=[[Morbidity and Mortality Weekly Report|MMWR Morb Mortal Wkly Rep]] |volume=55 |issue=40 |pages=1093–7 |year=2006 |pmid=17035927 |author1= Centers for Disease Control and Prevention (CDC)}}</ref><ref name=morbidity>{{cite journal |title=Progress toward interruption of wild poliovirus transmission—worldwide, January 2007–April 2008 |journal=MMWR Morb. Mortal. Wkly. Rep. |volume=57 |issue=18 |pages=489–94 |year=2008 |month=May |pmid=18463607 |doi= |url=http://www.cdc.gov/mmwr/preview/mmwrhtml/mm5718a4.htm |author=Centers for Disease Control and Prevention (CDC)}}</ref><ref name=CaseCount>http://web.archive.org/web/20051003142138/http://www.polioeradication.org/content/general/casecount.pdf 2010-05-05</ref> ନିର୍ମୂଳ ତାଲିକାରେ ମାତ୍ର ଦୁଇଟି ରୋଗ ଅଛି: ପୋଲିଓ ଓ ଗିନିଵର୍ମ । ବସନ୍ତ ରୋଗ ୧୯୭୯ ମସିହାରୁ ଧରା ପୃଷ୍ଠରୁ ନିଶ୍ଚିହ୍ନ ହୋଇ ଯାଇଛି ।<ref name=WHO_smallpox>{{cite web | title=Smallpox | work=WHO Factsheet | url=http://www.who.int/mediacentre/factsheets/smallpox/en/ | accessdate = 2008-08-23}}</ref> ୧୯୯୪ ମସିହାରେ ଆମେରିକା ପୋଲିଓ ମୁକ୍ତ ହେବା ଘୋଷଣା କରଗଲା ।<ref name=MMWR_1994>{{cite journal | title = International Notes Certification of Poliomyelitis Eradication—the Americas, 1994 | journal = MMWR Morb Mortal Wkly Rep | publisher = Centers for Disease Control and Prevention | volume= 43 | issue= 39 | pages = 720–2 | year=1994 | url = http://www.cdc.gov/mmwr/preview/mmwrhtml/00032760.htm | pmid = 7522302 | author1 = Centers for Disease Control and Prevention (CDC) }}</ref> ୨୦୦୦ ମସିହାରେ ଚୀନ ଓ ଅଷ୍ଟ୍ରେଲିଆ ସହ ୩୬ ଟି ଦେଶଙ୍କୁ ପୋଲିଓ ମୁକ୍ତ ଘୋଷଣା କରାଗଲା ।<ref name= Pacific>{{cite journal | author = ,| title = General News. Major Milestone reached in Global Polio Eradication: Western Pacific Region is certified Polio-Free | journal = Health Educ Res | year = 2001 | volume = 16 | issue = 1 | page = 109 | url= http://her.oxfordjournals.org/cgi/reprint/16/1/109.pdf | format = PDF |doi=10.1093/her/16.1.109}}</ref><ref name="D'Souza_2002">{{cite journal |author=D'Souza R, Kennett M, Watson C |title=Australia declared polio free |journal=Commun Dis Intell |volume=26 |issue=2 |pages=253–60 |year=2002 |pmid=12206379}}</ref> ୟୁରୋପକୁ ୨୦୦୦ ମସିହାରେ ପୋଲିଓ ମୁକ୍ତ ଘୋଷଣା କରାଗଲା ।<ref name=WHO_Europe_2002>{{cite press release | title = Europe achieves historic milestone as Region is declared polio-free | publisher = European Region of the World Health Organization | date = 2002-06-21 | url = http://www.who.int/mediacentre/news/releases/releaseeuro02/en/index.html | accessdate = 2008-08-23 }}</ref> ୨୦୧୨ ସୁଦ୍ଧା ନାଇଜେରିଆ, ଆଫ୍‌ଗାନିସ୍ଥାନ ଓ ପାକିସ୍ଥାନ<ref name=eradication/><ref>{{cite journal|author=Fine PEM|title=Polio: Measuring the protection that matters most|journal=J Infect Dis|year=2009|volume=200|issue=5|pmid=19624277|pages=673–675|doi=10.1086/605331}}</ref> ଦେଶମାନଙ୍କରେ ପୋଲିଓ ସୀମିତ ରୋଗ ଭାବେ ରହିଛି ଓ ନିକଟବର୍ତ୍ତୀ ଦେଶମାନଙ୍କୁ ବ୍ୟାପୁଛି ।<ref>Wild Poliovirus case list 2000-2010; data in WHO/HQ as of 09 Nov 2010 http://www.polioeradication.org/tabid/167/iid/80/Default.aspx</ref> ଚୀନ ଦେଶ ଦଶ ବର୍ଷ ଧରି ପୋଲିଓ ମୁକ୍ତ ଥିଲେ ମଧ୍ୟ ୨୦୧୧ ରେ ପାକିସ୍ଥାନରୁ ଭୁତାଣୁ ଆସି ମହାମାରୀ ହୋଇଥିଲା ।<ref>{{cite news| url=http://www.cnn.com/2011/09/21/health/china-polio-outbreak/index.html | work=CNN | title=New polio outbreak hits China - CNN.com | date=2011-09-21}}</ref> ୨୦୧୧ ମସିହାରେ ଭାରତରେ ପୋଲିଓ ହେବା ଖବର ନ ଥିବାରୁ ୨୦୧୨ ମସିହାରେ ସୀମିତ ରୋଗଗ୍ରସ୍ତ ଦେଶ ତାଲିକାରୁ ଏହାର ନାମ ଉଠାଇ ଦିଆଗଲା । ଆଉ ଦୁଇ ବର୍ଷ ପୋଲିଓ ରିପୋର୍ଟ ନ ମିଳିଲେ ଭାରତ ପୋଲିଓ ମୁକ୍ତ ବୋଲି ଘୋଷଣା କରାଯିବ ।<ref>{{cite news|last=Ray|first=Kalyan|title=India wins battle against dreaded polio|accessdate=26 February 2012|newspaper=Deccan Herald|date=26 February 2012}}</ref><ref>{{cite news|title=India polio-free for a year: ‘First time in history we’re able to put up such a map’|url=http://www.telegraphindia.com/1120226/jsp/frontpage/story_15181357.jsp|accessdate=26 February 2012|newspaper=The Telegraph|date=26 February 2012}}</ref>
<br />
ଉତ୍ତର ନାଇଜେରିଆ ଏକ ସମୟରେ ପୋଲିଓ ମୁକ୍ତ ବୋଲି ଧରା ଯାଉଥିବା ବେଳେ ସେଠାରେ ଏକ ମୁସ୍‌ଲିମ ଫତଵା ଜରି କୁହାଗଲା ଯେ ପୋଲିଓ ବୁନ୍ଦା ଦେଇ ଆମେରିକା ଓ ୟୁ.ଏନ୍.ଓ. ଲୋକମାନଙ୍କୁ ବନ୍ଧ୍ୟା କରୁଛନ୍ତି । ଫଳତଃ ଏହି ଦେଶରେ ପୁନର୍ବାର ପୋଲିଓ ମହାମାରୀ ହୋଇ ନିକଟବର୍ତ୍ତୀ ଦେଶମାନଙ୍କୁ ବ୍ୟାପିବାକୁ ଲାଗିଲା ।<ref>{{cite book|author=Christopher Hitchens|title=God Is Not Great: How Religion Poisons Everything|url=http://books.google.com/books?id=cZ1dgxQx8tMC|year=2008|publisher=Allen & Unwin|isbn=978-1-74175-572-5|page=51}}</ref>
୬୦

ଗୋଟି ସମ୍ପାଦନା