"ବିଶ୍ୱନାଥ କର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
ଟିକେ ଛବି
୧ କ ଧାଡ଼ି:
{{ଛୋଟ| Bishwanath Kar}}
{{Infobox person
| name honorific_prefix = ବାଗ୍ମୀ ବିଶ୍ଵନାଥ କର
| imagename = ବିଶ୍ଵନାଥ କର
| image = Visvanath Kar.png
| alt =
| caption =
| birth_date = {{Birth date|df= y|1864|12|24|df= y}}<!--{{birth date and age|1937|09|17}}-->
| birth_place = ମୂଳବସନ୍ତ, ମାହାଙ୍ଗା, [[ଓଡ଼ିଶା]]
| death_date = {{Death date and age|df = y|1934|10|19|1864|12|24|df = y}} <!--(death date then birth) -->
| death_place =
| nationality =
| other_names = ବାଗ୍ମୀ ବିଶ୍ଵନାଥ କର
| known_for =
|notable works= ବିବିଧା ପ୍ରବନ୍ଧ
| occupation = ସାହିତ୍ୟିକବକ୍ତା, ସୁବକ୍ତାସାହିତ୍ୟିକ, ପ୍ରାବନ୍ଧିକ ଓ ସମାଜ ସଂସ୍କାରକ
}}
 
୧୯ କ ଧାଡ଼ି:
 
୧୮୯୬ମସିହାରେ ସେ 'ବିବିଧା ପ୍ରବନ୍ଧ' ପୁସ୍ତକ ରଚନା କରିଥିଲେ। 'ବିବିଧା ପ୍ରବନ୍ଧ' ସାହିତ୍ୟ, ସଂସ୍କୃତି, ଧର୍ମ, ସଭ୍ୟତା ଇତ୍ୟାଦି ଯାବତୀୟ ବିଷୟରେ ବିଭିନ୍ନ ସମୟରେ ରଚିତ ଓ 'ଉତ୍କଳ ସାହିତ୍ୟ' ପତ୍ରିକାରେ ପ୍ରକାଶିତ ପ୍ରବନ୍ଧାବଳୀର ଏକ ସଂକଳନ ।<ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୨୧୨</ref>
୧୯୩୪ ମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା । ।
 
== କର୍ମମୟ ଜୀବନ ତଥା କୃତ୍ୟ ଓ କୀର୍ତ୍ତି ==
୧୮୮୦ ରେ ସେ କୁଆଁପାଳରୁ ମାଇନର ପାସ କରି [[କଟକ]] ଆସି ନବପ୍ରତିଷ୍ଠିତ ପ୍ୟାରିମୋହନ ଏକାଡେମୀରେ ନାମ ଲେଖାଇଥିଲେ । ୧୮୮୪ ରେ ମସିହାରେ ସେ ଏଣ୍ଟ୍ରାନ୍ସ ପାସ କଲେ ଏବଂ ୧୮୮୬ରେ ମଫସଲ ଅଞ୍ଚଳର ବିରୋଳ ଗ୍ରାମ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦବୀରେ ନିଯୁକ୍ତି ପାଇଥିଲେ । [[ମଧୁସୂଦନ ରାଓ]]ଙ୍କ ପ୍ରରୋଚନାରେ ଉତ୍କଳ ସାହିତ୍ୟ ପତ୍ରିକା ତାଙ୍କ ସମ୍ପାଦନାରେ<ref>{{cite web |url= http://www.museindia.com/viewarticle.asp?myr=2006&issid=5&id=176 |title=Welcome to Muse India |first=Sachidananda |last= Mohanty|work=museindia.com |year=2012 |quote=the illustrious editor of Utkal Sahitya, Biswanath Kar |accessdate=27 September 2012}}</ref> <ref name="Mohanty2005">{{cite book|author=Sachidanandan Mohanty|title=Early Women's Writings in Orissa, 1898-1950: A Lost Tradition|url=http://books.google.com/books?id=WAicQsB1jkgC&pg=PA29|quote= |accessdate=27 September 2012|date=6 January 2005|publisher=SAGE Publications|isbn=978-0-7619-3308-3|pages=29–}}</ref> <ref name="SamalNayak1996">{{cite book|author1=J. K. Samal|author2=P. K. Nayak|author3=Pradip Kumar Nayak|title=Makers of Modern Orissa: Contributions of Some Leading Personalities of Orissa in the 2nd Half of the 19th Century|url=http://books.google.com/books?id=3ewpJNpCLJgC&pg=PA83|quote=|accessdate=27 September 2012|date=1 January 1996|publisher=Abhinav Publications|isbn=978-81-7017-322-9|pages=83–}}</ref> ୧୮୯୭ରେ ପ୍ରକାଶ ପାଇଥିଲା ।<ref name="Dāsa1998">{{cite book|author=Jaẏanta Kumāra Dāsa|title=Ramshankar Ray|url=http://books.google.com/books?id=vFlJLkb8wGQC&pg=PA57|quote= Utkal Sahitya, a leading monthly magazine of Biswanath Kar was released|accessdate=27 September 2012|date=1 January 1998|publisher=Sahitya Akademi|isbn=978-81-260-0548-2|pages=57–}}</ref> ହେଲେ ପତ୍ରିକା ପ୍ରକାଶ ପାଇବାର ତୃତୀୟ ବର୍ଷ ନାନା ଆଡୁ ବହୁତ ଅସୁବିଧା ହେଇଥିଲା । ଏଥିପାଇଁ ସେ ସ୍ଵତନ୍ତ୍ର ପ୍ରେସ ସ୍ଥାପନ ପାଇଁ ଉଦ୍ୟମ କରିଥିଲେ । ସେ ବହୁତ ଯାଗାରୁ ଧାର ଉଧାର କରି ୧୯୦୦ ମସିହା ଜାନୁଆରୀ ୧୦ ତାରିଖରେ "ଉତ୍କଳ ସାହିତ୍ୟ ପ୍ରେସ"ନାମକ ଏକ ପ୍ରେସ [[କଟକ]] ଠାରେ ସ୍ଥାପନ କରିଥିଲେ। ତା ପୁର୍ବରୁ ସେ ୧୮୯୯ ମସିହା ନଭେମ୍ବର ପହିଲାରୁ ପ୍ରଧାନଶିକ୍ଷକ ପଦ ତ୍ୟାଗ କରିଦେଇଥିଲେ ।
 
ସେ ଥିଲେ ଜଣେ ସ୍ଵାଧୀନତା ସଂଗ୍ରାମୀ । [[ଭାରତୀୟ ଜାତୀୟ କଂଗ୍ରେସରେକଂଗ୍ରେସ]]ରେ ସେ ଯୋଗଦାନ କରିଥିଲେ । [[ବିହାର]] ଓ [[ଓଡ଼ିଶା]]ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ସେ ଆଇନ ଅମାନ୍ୟ ଆନ୍ଦୋଳନ ସମୟରେ "ସତ୍ୟ ସମାଚାର" ପତ୍ରିକା ଚଳାଇଥିଲେ । ସେହି ସମୟରେ ସେ "ପୁରୁଷ ସିଂହ ଗାନ୍ଧୀ" ବୋଲି ଏକ ପ୍ରବନ୍ଧ ଲେଖିଥିଲେ । ଫଳରେ ବ୍ରିଟିଶ ସରକାର ତାଙ୍କ ଉପରେ କଡା ନଜର ରଖିଥିଲେ ।
<!--ଉତ୍କଳ କଳା, ସଂସ୍କୃତି, ସାହିତ୍ୟ, ଐତିହ, ସ୍ଥାପତ୍ୟ ଓ ରାଜନୀତି କ୍ଷେତ୍ରରେ କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳ ଏକ ସ୍ଵତନ୍ତ୍ର ସ୍ଥାନର ଅଧିକାରୀ. ଯେଉଁ ମହାମନୀଷୀମାନେ ବିରୁପା-ଗେଙ୍ଗୁଟି ଦ୍ଵୀପାଞ୍ଚଳରେ ଜନ୍ମ ଗ୍ରହଣ କରି ଓଡ଼ିଶାର ସାରସ୍ଵତ ଭଣ୍ଡାରକୁ ଋଦ୍ଧମନ୍ତ କରିଯାଇଛନ୍ତି ସେମାନଙ୍କ ମଧ୍ୟରେ ବାଗ୍ମୀ ବିଶ୍ଵନାଥ କର ଥିଲେ ଅଗ୍ରଗଣ୍ୟ. ଅନ୍ୟମାନେ ଥିଲେ ଗଣକବି ବୈଷ୍ଣବ ପାଣି, ପଲ୍ଲୀକବି ନନ୍ଦ କିଶୋର ବଳ, ଶୀଳପୀ ବିମ୍ବାଧର ବର୍ମା ଓ ନାଟ୍ୟକାର ଜଗନ ମୋହନ ଲାଲ. ଓଡ଼ିଆ ଗଦ୍ୟ ସାହିତ୍ୟର ପଥ ପଦର୍ଶକ, ସଂସ୍କାରକ, ଶ୍ରେଷ୍ଟ ସମାଲୋଚକ, ଦକ୍ଷ ସଂଗଠକ, ତରୁଣ ଲେଖକ ଲେଖିକାଙ୍କ ପ୍ରେରଣାର ଉତ୍ସ ଓ ଦିଗଦର୍ଶକ ଥିଲେ ବିଶ୍ଵନାଥ କର.
ମାତୃଭାଷା ଓ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ବିଶ୍ଵନାଥ କର ଆପ୍ରାଣ ଉଦ୍ୟମ କରିଥିଲେ. ଓଡ଼ିଆ ଭାଷାର ଶ୍ରୀବୃଦ୍ଧ୍ ପାଇଁ ତାଙ୍କ ନିଷ୍ଟାପର ଉଦ୍ୟମୋ ସାଧନା ଫଳରେ ୧୮୯୭ ମସିହାରେ ଉତ୍କଳ ସାହିତ୍ୟ ନାମକ ଏକ ପତ୍ରିକା ପ୍ରକାଶିତ ହେଲା ବିଶ୍ବନାଥଙ୍କବିଶ୍ୱନାଥଙ୍କ ସମ୍ପାଦନାରେ. ସେ ୧୯୦୦ ମସିହାରେ ଉତ୍କଳ ସାହିତ୍ୟ ପ୍ରେସ୍ ସ୍ଥାପନ କରି ଓଡ଼ିଆ ଭାଷାର ଉନ୍ନତି ପାଇଁ ନିଜର ଶିକ୍ଷକତା ବୃତିକୁ ତ୍ୟାଗ କଲେ. ଉତ୍କାଳାର ସାରସ୍ବତସାରସ୍ୱତ ଭଣ୍ଡାରକୁ ସମୃଦ୍ଧ କରିବାସହ ପୂର୍ଣ୍ଣାଙ୍ଗ ଉତ୍କଳ ପ୍ରଦେଶ ଗଠନ କରିବା ପାଇଁ ତାଙ୍କର ଉଦ୍ୟମ ଅବ୍ୟାହତ ରଖିଲେ.
-->
୧୯୩୪ ମସିହା ଅକ୍ଟୋବର୧୯ ତାରିଖ ବିଜୟା ଦଶମୀ ତିଥୀରେ ତାଙ୍କର ଦେହାନ୍ତ ହୋଇଥିଲା । ।
 
== ଟୀକା ==
{{ଆଧାର}}
Line ୩୬ ⟶ ୩୫:
{{ଓଡ଼ିଆ ସାହିତ୍ୟ}}
 
[[ଶ୍ରେଣୀ:୧୮୬୪ଜନ୍ମ]]
[[ଶ୍ରେଣୀ:୧୯୩୪ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ସାହିତ୍ୟ]]
[[ଶ୍ରେଣୀ:ଓଡ଼ିଶାର ଲୋକ]]
[[ଶ୍ରେଣୀ:୧୮୬୪ଜନ୍ମ]]
[[ଶ୍ରେଣୀ:୧୯୩୪ମୃତ୍ୟୁ]]