"ଭୀମ ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ତଥ୍ୟ ପେଡ଼ି
୧୮ କ ଧାଡ଼ି:
}}
 
ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦)<ref>{{cite web|last=Chakra|first=Shyamhari|title=Passion drove him all his life|url=http://www.newindianexpress.com/states/odisha/article208858.ece?service=print|publisher=The New Indian Express|accessdate=2 September 2014}}</ref> ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ କଥାଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ [[ନିତାଇ ପାଲିତ]]ଙ୍କ ସହ ବହୁ ଓଡ଼ିଆ କଥାଚିତ୍ରରେ କାମ କରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡିଆଓଡ଼ିଆ ନାଟକ , ସଂଗୀତ , ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କ୍ରେ ବହୁ ଉଚ୍ଚକୋଟିର ପ୍ରବଂଧ ମାନ ଲେଖିଛଂତି ।
 
ତାଂକର ୨୦୦୮ରେ ପ୍ରକାଶ ପାଇଥିବା ପୁସ୍ତକ "ଓଡିଆ ଚଲଚ୍ଚିତ୍ରର ଅଙାତଅଜ୍ଞାତ ଅଧ୍ୟାୟ" ଓଡିଆଓଡ଼ିଆ ସିନେମା ବିଶେଷ କରି ପୁରୁଣା ସିନେମାର ଗୋଟିଏ ଏନସାଇକ୍ଲୋପିଡିଆ ଅଟେ ।
 
ତାଂକତାଙ୍କ ଅଭିନୀତ କିଛି ଓଡିଆଓଡ଼ିଆ ସିନେମା ହେଲା ମଲା ଜହ୍ନ, ମାଟିର ମଣିଷ, କିଏ କାହାର, ବନ୍ଧନ, ଧରିତ୍ରୀ, କୃଷ୍ନ ସୁଦାମା, ମନ ଆକାଶ, ବଂଧୁ ମହାଂତି, ରଘୁ ଅରକ୍ଷିତ, , ନିର୍ବାଚନ, ଭାଗ୍ୟ ହାତେ ଡୋରି, ଜୀବନ ସାଥୀ ଓ ସତ କହିବାକୁ କିଆଁ ଡରିବି ।<ref>{{cite book|last=ଭୀମ|first=ସିଂ|title=ଓଡିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟ୍ୟାୟ|publisher=ଶୀତଲେଶ୍ୱରୀ ପ୍ରକାଶନୀ|location=କଟକ, ମଧୁପାଟଣା}}</ref>
==ଆଧାର==
{{ଆଧାର}}
 
[[ଶ୍ରେଣୀ:୧୯୩୪ ଜନ୍ମ]]
[[ଶ୍ରେଣୀ:୨୦୧୦ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଅଭିନେତା]]
"https://or.wikipedia.org/wiki/ଭୀମ_ସିଂ"ରୁ ଅଣାଯାଇଅଛି