"ଭୀମ ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ତଥ୍ୟ ପେଡ଼ି
୧ କ ଧାଡ଼ି:
{{ଛୋଟ|Bhima Singh}}
<ref>{{cite book|last=ଭୀମ|first=ସିଂ|title=ଓଡିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟ୍ୟାୟ|publisher=ଶୀତଲେଶ୍ୱରୀ ପ୍ରକାଶନୀ|location=କଟକ, ମଧୁପାଟଣା}}</ref> == ଶିରୋନାମ ଲେଖା ==
{{Infobox person
<big>ଶ୍ରୀ ଭୀମ ସିଂ ଓଡିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ ଚଳଚ୍ଚିତ୍ରର ଏକ ବହୁ ଚର୍ଚ୍ଚିତ ନାଁ । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡିଶାର ବିଶିଷ୍ଟ ନିର୍ଦ୍ଦେଶକ ଶ୍ରୀ ନିତାଇ ପାଲିତଂକ ସହ ବହୁ ଓଡିଆ ଚଳଚ୍ଚିତ୍ରରେ କାମ କରିବାର ସୌଭାଗ୍ୟ ଲାଭ କରିଛଂତି । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡିଆ ନାଟକ , ସଂଗୀତ , ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କ୍ରେ ବହୁ ଉଚ୍ଚକୋଟିର ପ୍ରବଂଧ ମାନ ଲେଖିଛଂତି ।
| name = ଭୀମ ସିଂ
| image =
| alt =
| caption =
| birth_name = ଭୀମ ସିଂ
| birth_date = {{Birth date|df= y|1934|11|13}}<!-- {{Birth date|YYYY|MM|DD}} -->
| birth_place = ନରସିଂହପୁର, [[ପୁରୀ ଜିଲ୍ଲା|ପୁରୀ]]
| death_date = {{Death date and age|df = y|2010|08|21|1934|11|13}}<!-- {{Death date and age|YYYY|MM|DD|YYYY|MM|DD}} (death date then birth date) -->
| death_place = [[କଟକ]]
| nationality =
| other_names =
| known_for =
| occupation = ଅଭିନେତା, ସହଯୋଗୀ ନିର୍ଦ୍ଦେଶକ
| years_active = ୧୯୪୭-୨୦୧୦
| spouse =
}}
 
ଭୀମ ସିଂ ( ୧୩ ନଭେମ୍ବର ୧୯୩୪ - ୨୧ ଅଗଷ୍ଟ ୨୦୧୦)<bigref>ଶ୍ରୀ{{cite ଭୀମweb|last=Chakra|first=Shyamhari|title=Passion ସିଂdrove ଓଡିଆhim all his life|url=http://www.newindianexpress.com/states/odisha/article208858.ece?service=print|publisher=The New Indian Express|accessdate=2 September 2014}}</ref> ଓଡ଼ିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ ଚଳଚ୍ଚିତ୍ରର ଏକକଥାଚିତ୍ର ବହୁଜଗତର ଚର୍ଚ୍ଚିତଜଣେ ନାଁଜଣାଶୁଣା ଅଭିନେତା । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡିଶାରଓଡ଼ିଶାର ବିଶିଷ୍ଟ ନିର୍ଦ୍ଦେଶକ ଶ୍ରୀ [[ନିତାଇ ପାଲିତଂକପାଲିତ]]ଙ୍କ ସହ ବହୁ ଓଡିଆଓଡ଼ିଆ ଚଳଚ୍ଚିତ୍ରରେକଥାଚିତ୍ରରେ କାମ କରିବାର ସୌଭାଗ୍ୟ ଲାଭ କରିଛଂତିକରିଥିଲେ । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡିଆ ନାଟକ , ସଂଗୀତ , ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କ୍ରେ ବହୁ ଉଚ୍ଚକୋଟିର ପ୍ରବଂଧ ମାନ ଲେଖିଛଂତି ।
 
ତାଂକର ୨୦୦୮ରେ ପ୍ରକାଶ ପାଇଥିବା ପୁସ୍ତକ "ଓଡିଆ ଚଲଚ୍ଚିତ୍ରର ଅଙାତ ଅଧ୍ୟାୟ" ଓଡିଆ ସିନେମା ବିଶେଷ କରି ପୁରୁଣା ସିନେମାର ଗୋଟିଏ ଏନସାଇକ୍ଲୋପିଡିଆ ଅଟେ ।
 
ତାଂକ ଅଭିନୀତ କିଛି ଓଡିଆ ସିନେମା ହେଲା ମଲା ଜହ୍ନ, ମାଟିର ମଣିଷ, କିଏ କାହାର, ବନ୍ଧନ, ଧରିତ୍ରୀ, କୃଷ୍ନ ସୁଦାମା, ମନ ଆକାଶ, ବଂଧୁ ମହାଂତି, ରଘୁ ଅରକ୍ଷିତ, , ନିର୍ବାଚନ, ଭାଗ୍ୟ ହାତେ ଡୋରି, ଜୀବନ ସାଥୀ ଓ ସତ କହିବାକୁ କିଆଁ ଡରିବି ।<ref>{{cite book|last=ଭୀମ|first=ସିଂ|title=ଓଡିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟ୍ୟାୟ|publisher=ଶୀତଲେଶ୍ୱରୀ ପ୍ରକାଶନୀ|location=କଟକ, ମଧୁପାଟଣା}}</ref>
==ଆଧାର==
<ref>ଓଡିଆ ଚଳଚ୍ଚିତ୍ର ଅଜ୍ଞାତ ଅଧ୍ୟାୟ- ଭୀମ ସିଂ </ref>
{{ଆଧାର}}
"https://or.wikipedia.org/wiki/ଭୀମ_ସିଂ"ରୁ ଅଣାଯାଇଅଛି