"ଭୀମ ସିଂ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"== ଶିରୋନାମ ଲେଖା == <big>ଶ୍ରୀ ଭୀମ ସିଂ ଓଡିଆ ନାଟକ , ଆକାଶ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
<ref>{{cite book|last=ଭୀମ|first=ସିଂ|title=ଓଡିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟ୍ୟାୟ|publisher=ଶୀତଲେଶ୍ୱରୀ ପ୍ରକାଶନୀ|location=କଟକ, ମଧୁପାଟଣା}}</ref> == ଶିରୋନାମ ଲେଖା ==
== ଶିରୋନାମ ଲେଖା ==
<big>ଶ୍ରୀ ଭୀମ ସିଂ ଓଡିଆ ନାଟକ , ଆକାଶବାଣୀ, ଦୂରଦର୍ଶନ ଓ ଚଳଚ୍ଚିତ୍ରର ଏକ ବହୁ ଚର୍ଚ୍ଚିତ ନାଁ । ଅଭିନେତା ଓ ସହକାରୀ/ ସହଯୋଗୀ ନିର୍ଦ୍ଦେଶକ ଭାବେ ସେ ଓଡିଶାର ବିଶିଷ୍ଟ ନିର୍ଦ୍ଦେଶକ ଶ୍ରୀ ନିତାଇ ପାଲିତଂକ ସହ ବହୁ ଓଡିଆ ଚଳଚ୍ଚିତ୍ରରେ କାମ କରିବାର ସୌଭାଗ୍ୟ ଲାଭ କରିଛଂତି । ଚିତ୍ରନାଟ୍ୟ, ସଂଳାପ ଲିଖନ କ୍ଷେତ୍ରରେ ସେ ବହୁତ ଫିଲ୍ମ ସହିତ ସଂଶ୍ଳିଷ୍ଟ ଥିଲେ । ଏତତ ବ୍ୟତୀତ ସେ ବହୁ ପ୍ରାମଣିକ (documentary) ଚଳଚ୍ଚିତ୍ର ପାଣ୍ଡୁଲିପି ଲେଖିବା ସହ ଓଡିଆ ନାଟକ , ସଂଗୀତ , ଭକ୍ତିକଥା, ଲୋକ ପରମ୍ପରା ସମ୍ପର୍କ୍ରେ ବହୁ ଉଚ୍ଚକୋଟିର ପ୍ରବଂଧ ମାନ ଲେଖିଛଂତି ।
 
"https://or.wikipedia.org/wiki/ଭୀମ_ସିଂ"ରୁ ଅଣାଯାଇଅଛି