"ସିସେମୋମିଟର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଶିତିକଣ୍ଠ ଦାଶ ସିସେମୋଗ୍ରାଫ୍ ପୃଷ୍ଠାଟି ସିସେମୋମିଟରକୁ ଘୁଞ୍ଚାଇଲେ
No edit summary
୧ କ ଧାଡ଼ି:
{{ତିଆରି ଚାଲିଛି}}
ପୃଥିବୀର କୌଣସି ସ୍ଥାନରେ ଭୂମିକମ୍ପ ଘଟିଲେ, ଭୂମିକମ୍ପ କେନ୍ଦ୍ରରୁ ପ୍ରଚୁର ପରିମାଣରେ ଶକ୍ତି ତରଙ୍ଗ ସୃଷ୍ଟି ହୋଇ ଚାରିଆଡ଼କୁ ଗତି କରୁଥାଏ । ଏହା ଫଳରେ ପୃଥିବୀ ପୃଷ୍ଠରେ କମ୍ପନ ସୃଷ୍ଟିହୁଏ । ଏହାକୁ ମାପ କରିବା ପାଇଁ ଯେଉଁ ଯନ୍ତ୍ର ବ୍ୟବହାର କରାଯାଏ ତାହାକୁ ସିସ୍ମୋଗ୍ରାଫ୍ ବା ଭୂକମ୍ପ ଲେଖି ଯନ୍ତ୍ର କୁହାଯାଏ । ଏହି ଉପକରଣଟିରେ ଭୂମିକମ୍ପ ସମୟରେ ପୃଥିବୀ ପୃଷ୍ଠରେ କମ୍ପନକୁ ଚିହ୍ନଟ କରି ତାହାକୁ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ । ଏହି ଉପକରଣଟି ଓଜନିଆ ହୋଇଥିବାରୁ ଭୂମିକମ୍ପ ସମୟର ପୃଥିବୀ ପୃଷ୍ଠରେ ସମସ୍ତ ବସ୍ତୁ ଦୋଳନ କରୁଥିଲେ ମଧ୍ୟ ତାହା ନିଜ ସ୍ଥାନରେ ଦୃଢ଼ ଭାବରେ ରହିଥାଏ । ମାତ୍ର ଭୂମିକମ୍ପର ପ୍ରଭାବରେ ଏଥିରେ ଥିବା ଲିଭରଟି ଦୋଳନ କରୁଥାଏ । ଲିଭରଟିର ଦୋଳନକୁ ଗୋଟିଏ ଘୂରୁଥିବା ଡ୍ରମ ଉପରେ କାଗଜ ଖଞ୍ଜି ତାହା ଉପରେ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ । ସେହି ତଥ୍ୟରୁ ଭୂମିକମ୍ପ ସମ୍ପର୍କରେ ସୂଚନା ମିଳିଥାଏ । ଏଥିରୁ ଭୂମିକମ୍ପ ସୃଷ୍ଟିର ସ୍ଥାନ, ସମୟ ଓ ପରିମାଣ ଗଣନା କରାଯାଏ । ପ୍ରଥମେ ୧୮୫୫ ମସିହାରେ ଇଟାଲିର ଲୁଇଗି ପାଲ୍ମିରି ଗୋଟିଏ ସିସ୍ମୋଗ୍ରାଫ ଯନ୍ତ୍ର ଉଦ୍ଭାବନ କରିଥିଲେ । ମାତ୍ର ୧୮୮୦ ମସିହାରେ ଜନ୍ ମିଲ୍ନେ ଏକ ଆଧୁନିକ ସିସ୍ମୋଗ୍ରାଫ ତିଆରି କରିଥିଲେ ।
'''ସିସେମୋମିଟର'''
ଭୂମିକମ୍ପର ତୀବ୍ରତା ମାପ କରିବା ପାଇଁ ଏକ ପ୍ରକାର ସ୍କେଲ ମଧ୍ୟ ବ୍ୟବହାର କରାଯାଏ । ଏହାକୁ ରିକ୍ଟର ସ୍କେଲ୍ କୁହାଯାଏ । ୧୯୩୫ ମସିହାରେ ଆମେରିକାର ଚାର୍ଲସ ଫ୍ରାଙ୍କିସ୍ ରିକ୍ଟର ଏହାକୁ ବାହାର କରିଥିଲେ । ଏହା "୦' ଠାରୁ ଆରମ୍ଭ କରି ୧୨ ପର୍ଯ୍ୟନ୍ତ ଭୂମିକମ୍ପ ତୀବ୍ରତାକୁ ମାପ କରିପାରେ । ଏଥିରେ ପ୍ରତିଟି ସଂଖ୍ୟା ତାହାର ପୂର୍ବ ସଂଖ୍ୟାଠାରୁ ୧୦ ଗୁଣ ଅଧିକ ହୋଇଥାଏ । ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୦ରୁ କମ୍ ହୋଇଥିଲେ ତାହାକୁ ଜାଣିହୁଏ ନାହିଁ । ମାତ୍ର ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ବା ତା ଠାରୁ ଅଧିକ ହୋଇଥିଲେ ତାହା କ୍ଷୟକ୍ଷତି ଘଟାଇଥାଏ । ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ ରୁ ଅଧିକ ହେଲେ ସେହି ଭୂମିକମ୍ପ ଜନିତ କ୍ଷୟ କ୍ଷତି ଅତି ଭୟାବହ ହୋଇଥାଏ ।
 
ପୃଥିବୀର କୌଣସି ସ୍ଥାନରେ [[ଭୂମିକମ୍ପ]] ଘଟିଲେ, ଭୂମିକମ୍ପ କେନ୍ଦ୍ରରୁ ପ୍ରଚୁର ପରିମାଣରେ ଶକ୍ତି ତରଙ୍ଗ ସୃଷ୍ଟି ହୋଇ ଚାରିଆଡ଼କୁ ଗତି କରୁଥାଏ । ଏହା ଫଳରେ ପୃଥିବୀ ପୃଷ୍ଠରେ କମ୍ପନ ସୃଷ୍ଟିହୁଏ । ଏହାକୁ ମାପ କରିବା ପାଇଁ ଯେଉଁ ଯନ୍ତ୍ର ବ୍ୟବହାର କରାଯାଏ ତାହାକୁ ସିସ୍ମୋଗ୍ରାଫ୍ ବା ଭୂକମ୍ପ ଲେଖି ଯନ୍ତ୍ର କୁହାଯାଏ । ଏହି ଉପକରଣଟିରେ ଭୂମିକମ୍ପ ସମୟରେ ପୃଥିବୀ ପୃଷ୍ଠରେ କମ୍ପନକୁ ଚିହ୍ନଟ କରି ତାହାକୁ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ ।
 
== ସାଧାରଣ କାର୍ଯ୍ୟ କୌଶଳ ==
ପୃଥିବୀର କୌଣସି ସ୍ଥାନରେ ଭୂମିକମ୍ପ ଘଟିଲେ, ଭୂମିକମ୍ପ କେନ୍ଦ୍ରରୁ ପ୍ରଚୁର ପରିମାଣରେ ଶକ୍ତି ତରଙ୍ଗ ସୃଷ୍ଟି ହୋଇ ଚାରିଆଡ଼କୁ ଗତି କରୁଥାଏ । ଏହା ଫଳରେ ପୃଥିବୀ ପୃଷ୍ଠରେ କମ୍ପନ ସୃଷ୍ଟିହୁଏ । ଏହାକୁ ମାପ କରିବା ପାଇଁ ଯେଉଁ ଯନ୍ତ୍ର ବ୍ୟବହାର କରାଯାଏ ତାହାକୁ ସିସ୍ମୋଗ୍ରାଫ୍ ବା ଭୂକମ୍ପ ଲେଖି ଯନ୍ତ୍ର କୁହାଯାଏ । ଏହି ଉପକରଣଟିରେ ଭୂମିକମ୍ପ ସମୟରେ ପୃଥିବୀ ପୃଷ୍ଠରେ କମ୍ପନକୁ ଚିହ୍ନଟ କରି ତାହାକୁ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ । ଏହିସିସେମୋମିଟର ଉପକରଣଟି ଓଜନିଆ ହୋଇଥିବାରୁ ଭୂମିକମ୍ପ ସମୟର ପୃଥିବୀ ପୃଷ୍ଠରେ ସମସ୍ତ ବସ୍ତୁ ଦୋଳନ କରୁଥିଲେ ମଧ୍ୟ ତାହା ନିଜ ସ୍ଥାନରେ ଦୃଢ଼ ଭାବରେ ରହିଥାଏ । ମାତ୍ର ଭୂମିକମ୍ପର ପ୍ରଭାବରେ ଏଥିରେ ଥିବା ଲିଭରଟି ଦୋଳନ କରୁଥାଏ । ଲିଭରଟିର ଦୋଳନକୁ ଗୋଟିଏ ଘୂରୁଥିବା ଡ୍ରମ ଉପରେ କାଗଜ ଖଞ୍ଜି ତାହା ଉପରେ ଲିପିବଦ୍ଧ କରାଯିବାର ବ୍ୟବସ୍ଥା ରହିଥାଏ । ସେହି ତଥ୍ୟରୁ ଭୂମିକମ୍ପ ସମ୍ପର୍କରେ ସୂଚନା ମିଳିଥାଏ । ଏଥିରୁ ଭୂମିକମ୍ପ ସୃଷ୍ଟିର ସ୍ଥାନ, ସମୟ ଓ ପରିମାଣ ଗଣନା କରାଯାଏ । ପ୍ରଥମେ ୧୮୫୫ ମସିହାରେ ଇଟାଲିର ଲୁଇଗି ପାଲ୍ମିରି ଗୋଟିଏ ସିସ୍ମୋଗ୍ରାଫ ଯନ୍ତ୍ର ଉଦ୍ଭାବନ କରିଥିଲେ । ମାତ୍ର ୧୮୮୦ ମସିହାରେ ଜନ୍ ମିଲ୍ନେ ଏକ ଆଧୁନିକ ସିସ୍ମୋଗ୍ରାଫ ତିଆରି କରିଥିଲେ
 
ଭୂମିକମ୍ପର ତୀବ୍ରତା ମାପ କରିବା ପାଇଁ ଏକ ପ୍ରକାର ସ୍କେଲ ମଧ୍ୟ ବ୍ୟବହାର କରାଯାଏ । ଏହାକୁ [[ରିକ୍ଟର ସ୍କେଲ୍]] କୁହାଯାଏ । ୧୯୩୫ ମସିହାରେ ଆମେରିକାର ଚାର୍ଲସ ଫ୍ରାଙ୍କିସ୍ ରିକ୍ଟର ଏହାକୁ ବାହାର କରିଥିଲେ । ଏହା "୦' ଠାରୁ ଆରମ୍ଭ କରି ୧୨ ପର୍ଯ୍ୟନ୍ତ ଭୂମିକମ୍ପ ତୀବ୍ରତାକୁ ମାପ କରିପାରେ । ଏଥିରେ ପ୍ରତିଟି ସଂଖ୍ୟା ତାହାର ପୂର୍ବ ସଂଖ୍ୟାଠାରୁ ୧୦ ଗୁଣ ଅଧିକ ହୋଇଥାଏ । ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୨.୦ରୁ କମ୍ ହୋଇଥିଲେ ତାହାକୁ ଜାଣିହୁଏ ନାହିଁ । ମାତ୍ର ଏହି ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୦ ବା ତା ଠାରୁ ଅଧିକ ହୋଇଥିଲେ ତାହା କ୍ଷୟକ୍ଷତି ଘଟାଇଥାଏ । ରିଚର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୦ ରୁ ଅଧିକ ହେଲେ ସେହି ଭୂମିକମ୍ପ ଜନିତ କ୍ଷୟ କ୍ଷତି ଅତି ଭୟାବହ ହୋଇଥାଏ