"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ fixing dead links
ଟିକେ (Script) File renamed: File:Soviet Union stamp 1988 CPA 5971.jpgFile:1988 CPA 5971.jpg File renaming criterion #6: Harmonize file names of a set of images (so that only one part of all names di...
୧୨୦ କ ଧାଡ଼ି:
ଜୁଲାଇ ୧୯୮୮ରେ ମଣ୍ଡେଲାଙ୍କ ୭୦ତମ ଜନ୍ମ ଦିବସଟି ବିଶେଷ ଆନ୍ତର୍ଜାତିକ ଦୃଷ୍ଟି ଆକର୍ଷଣ କରିଥିଲା, କାରଣ ବ୍ରିଟିଶ ବ୍ରୋଡକାଷ୍ଟିଙ୍ଗ କର୍ପୋରେସନ (ବି.ବି.ସି.) ଦ୍ୱାରା ଲଣ୍ଡନର ୱେମ୍ବଲେ ଷ୍ଟାଡ଼ିୟମଠାରେ "ନେଲସନ ମଣ୍ଡେଲା ୭୦ତମ ଜନ୍ମଦିବସ ଶ୍ରଦ୍ଧାଞ୍ଜଳି" ସଙ୍ଗୀତ ସମାରୋହ ଆରମ୍ଭ ହୋଇଥିଲା ।<ref>{{harvnb|Sampson|2011|p=368}}; {{cite web |url=http://www.anc.org.za/ancdocs/history/mandela/awards/wembley88.html |title=The Mandela Concert, Wembley 1988 |last=Ketchum |first=Mike |publisher=African National Congress |accessdate=23 December 2008 |archiveurl = http://web.archive.org/web/20080709063908/http://www.anc.org.za/ancdocs/history/mandela/awards/wembley88.html <!-- Bot retrieved archive --> |archivedate = 9 July 2008}}</ref> ସମଗ୍ର ବିଶ୍ୱରେ ସେ ଜଣେ ରାଷ୍ଟ୍ରନାୟକ ଭାବେ ପରିଚିତ ହେଉଥିବା ସମୟରେ, ଜାତୀୟ କଂଗ୍ରେସ ମଧ୍ୟରେ ବ୍ୟକ୍ତିଗତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କଂଗ୍ରେସ ନେତାମାନେ ମଣ୍ଡେଲାଙ୍କ୍ ଏହା ଜଣାଇଥିଲେ ଯେ - ୱିନି "ମଣ୍ଡେଲା ୟୁନାଇଟେଡ଼ ଫୁଟବଲ କ୍ଲବ" ନାମକ ଏକ ଅପରାଧୀ ସଂସ୍ଥାର ମୁଖ୍ୟ ହୋଇଯାଇଛନ୍ତି ଏବଂ ସୋୱେଟୋରେ ବିରୋଧୀମାନଙ୍କୁ ଶିଶୁମାନଙ୍କ ସହିତ ନିର୍ଯ୍ୟାତନା ଦେଇ ମାରି ଦେଉଛନ୍ତି । କିଛି ଲୋକ ଛାଡ଼ପତ୍ର ଦେବାକୁ ପରାମର୍ଶ ଦେଇଥିଲେ ମଧ୍ୟ, ମଣ୍ଡେଲା ନିଷ୍ପତି ନେଇଥିଲେ ଯେ ବିଚାରାଳୟରେ ୱିନି ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ ସେ ସ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ରହିବେ ।<ref>{{harvnb|Sampson|2011|pp=373–380}}; {{harvnb|Meredith|2010|pp=371–383}}.</ref>
===ଭିକ୍ଟର ଭର୍ଷ୍ଟର କାରାଗାର ଓ ମୁକ୍ତି:୧୯୮୮-୧୯୯୦===
[[File:Soviet Union stamp 1988 CPA 5971.jpg|thumb|upright|୧୯୮୮ରେ ସୋଭିଏତ ସଂଘ ପକ୍ଷରୁ ମଣ୍ଡେଲାଙ୍କ ସମ୍ମାନରେ ଷ୍ଟାମ୍ପ]]
ଓଦା ପ୍ରକୋଷ୍ଠରେ ରହୁଥିବା ହେତୁ [[ଯକ୍ଷ୍ମା]] ରେ ପିଡ଼ୀତ ହୋଇ ଭଲ ହେବାପରେ ଡିସେମ୍ବର ୧୯୮୮ରେ ମଣ୍ଡେଲାଙ୍କୁ ପାର୍ଲ ନିକଟସ୍ଥ ଭିକ୍ଟର ଭର୍ଷ୍ଟର କାରାଗାରକୁ ବଦଳି କରିଦିଆଯାଇଥିଲା ।<ref>{{harvnb|Sampson|2011|pp=369–370}}; {{harvnb|Meredith|2010|p=369}}.</ref> ଏଠାରେ ବ୍ୟକ୍ତିଗତ ରୋଷେଇଆ ସହିତ ଅଧିକ ସ୍ୱାଛନ୍ଦରେ ରହିବାର ସୁବିଧା ଥିଲା, ଫଳରେ ମଣ୍ଡେଲା ନିଜ ସମୟକୁ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରିବାରେ ଲଗାଇଦେଇଥିଲେ ।<ref>{{harvnb|Sampson|2011|p=381}}; {{harvnb|Meredith|2010|pp=369–370}}.</ref> ଅଧିକ ବ୍ୟକ୍ତିଙ୍କ ସହିତ ଦେଖାକରିବାର ସୁଯୋଗ ଥିବାରୁ ସେ ପରଦେଶରେ ଥିବା ଜାତୀୟ କଂଗ୍ରେସ ନେତା ଅଲିଭର ଟାମ୍ବୋଙ୍କ ସହିତ ଗୋପନ ସଂପର୍କ ସ୍ଥାପନ କରିବାରେ ସମର୍ଥ ହୋଇଥିଲେ ।<ref>{{harvnb|Sampson|2011|pp=384–385, 392–393}}; {{cite news |url=http://www.nytimes.com/1988/12/08/world/mandela-moved-to-house-at-prison-farm.html |title=Mandela Moved to House at Prison Farm |author=Christopher S. Wren |date=8 December 1988 |work=The New York Times |accessdate=13 February 2013 |archivedate=13 February 2013 |archiveurl=http://www.webcitation.org/6EQXYZIzp |deadurl=no}}</ref> ୧୯୮୯ରେ ବୋଥାଙ୍କୁ ହୃଦାଘାତ ହେବାଦ୍ୱାରା ସେ ନ୍ୟାସନାଲ ପାର୍ଟିର ନେତୃତ୍ୱରୁ ଓହରି ଯାଇଥିଲେ ଓ ଏଫ.ଡବଲ୍ୟୁ. ଦେ କ୍ଲାର୍କ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ ।<ref>{{harvnb|Sampson|2011|p=386}}; {{harvnb|Meredith|2010|p=388}}.</ref> ଆଶ୍ଚର୍ଯ୍ୟଜନକ ଭାବେ ବୋଥା ମଣ୍ଡେଲାଙ୍କୁ ଜୁଲାଇ ୧୯୮୯ରେ ଏକ ଚା ପାନ ପାଇଁ ନିମନ୍ତ୍ରଣ ଦେଇଥିଲେ ।<ref>{{harvnb|Sampson|2011|pp=390–392}}; {{harvnb|Meredith|2010|pp=387–388}}.</ref> ଏହାର ୬ ସପ୍ତାହ ପରେ ଦେ କ୍ଲାର୍କ ରାଷ୍ଟ୍ରପତି ପଦଭାର ଗ୍ରହଣ କଲେ, ଏବଂ ସେ ବିଶ୍ୱାସ କରୁଥିଲେ ଯେ ଅପାର୍ଥିଡ଼ର ସ୍ଥିତି ଅମୂଳକ ଓ ମଣ୍ଡେଲାଙ୍କ ବ୍ୟତୀତ ଅନ୍ୟ ସମସ୍ତ ଜାତୀୟ କଂଗ୍ରେସ ନେତାଙ୍କୁ ମୁକ୍ତ କରିଦେଇଥିଲେ ।<ref>{{harvnb|Sampson|2011|pp=392–397}}.</ref> ନଭେମ୍ବର ୧୯୮୯ରେ "ବର୍ଲିନ ୱାଲ"ର ପତନ ହେବା ପରେ ଦେ କ୍ଲାର୍କ କ୍ୟାବିନେଟ ବୈଠକ ଡାକି ଜାତୀୟ କଂଗ୍ରେସକୁ ବୈଧ ଘୋଷଣା କରିବା ଓ ମଣ୍ଡେଲାଙ୍କ ମୁକ୍ତି ସଂପର୍କରେ ଆଲୋଚନା କରିଥିଲେ । କିଛିଜଣ ଏହାର ଦୃଢ଼ ବିରୋଧ କରିବା ସତ୍ତ୍ୱେ ଦେ କ୍ଲାର୍କ ଡିସେମ୍ବର ମାସରେ ମଣ୍ଡେଲାଙ୍କୁ ଭେଟି ପରିସ୍ଥିତି ସଂପର୍କରେ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ; ଏବଂ ଶେଷରେ ମଣ୍ଡେଲାଙ୍କୁ ନିଃସର୍ତ୍ତମୂଳକ ଭାବେ ସଂପୂର୍ଣ୍ଣ ମୁକ୍ତି ମିଳିବା ପୂର୍ବରୁ ୨ ଫେବ୍ରୁଆରୀ ୧୯୯୦ରେ ନିଷିଦ୍ଧ ଘୋଷିତ ହୋଇଥିବା ସମସ୍ତ ରାଜନୈତିକ ଦଳକୁ ପୁଣି ଥରେ ମାନ୍ୟତା ଦିଆଯାଇଥିଲା ।<ref>{{harvnb|Sampson|2011|pp=399–402}}; {{harvnb|Meredith|2010|pp=369–397}}; {{cite news|url=http://news.bbc.co.uk/onthisday/hi/dates/stories/february/11/newsid_2539000/2539947.stm|title=1990: Freedom for Nelson Mandela|date=11 February 1990|publisher=BBC |accessdate=28 October 2008|archivedate=26 February 2013 |archiveurl=http://www.webcitation.org/6EilzLNPU |deadurl=no}}</ref> ସରକାରଙ୍କ ପକ୍ଷରୁ ମଣ୍ଡେଲା ଓ ଦେ କ୍ଲାର୍କଙ୍କ କେପ ଟାଉନରେ ହୋଇଥିବା ମିଳନର ଏକ ଛବି ସର୍ବସାଧାରଣରେ ପ୍ରକାଶିତ କରାଯାଇଥିଲା, ଯାହାକି ୨୦ ବର୍ଷ ମଧ୍ୟରେ ମଣ୍ଡେଲାଙ୍କ ପ୍ରଥମ ପ୍ରକାଶିତ ଛବି ଥିଲା ।<ref>{{cite news|last=Burns|first=John F.|title=South Africa's new era; Mandela to go free today; De Klerk proclaims ending of 'chapter' after 27 years|url=http://www.nytimes.com/1990/02/11/world/south-africa-s-new-era-mandela-go-free-today-de-klerk-proclaims-ending-chapter.html|accessdate=30 June 2013|newspaper=The New York Times|date=11 February 1990|quote=ordinary South Africans have not heard his voice in a generation. Until tonight, when the Government released a photograph of him meeting on Friday with Mr. de Klerk, they had not even seen what Mr. Mandela looked like since the last published photograph was taken in a prison garden in 1968.}}</ref><ref>{{cite news|last=Kraft|first=Scott|title=S. Africa to Free Black Leader Mandela Today : Apartheid: Activist has been in prison for 27 years. De Klerk's action is the latest step to lure black anti-apartheid leaders to the negotiating table.|url=http://articles.latimes.com/1990-02-11/news/mn-1023_1_south-africa|accessdate=30 June 2013|newspaper=Los Angeles Times|date=11 February 1990|quote=The government also released the first photograph of Mandela in 27 years. It showed a smiling, trim Mandela, dressed in a gray suit, standing beside De Klerk in the presidential offices in Cape Town.}}</ref><ref>{{cite web|title=FW de Klerk & Nelson Mandela – first meeting 1990|url=http://www.fwdeklerk.org/cause_data/images/2137/FW_de_Klerk_&_Nelson_Mandela_-_first_meeting_1990.jpg|publisher=FW de Klerk Foundation|accessdate=30 June 2013}}</ref>