"ନେଲସନ ମଣ୍ଡେଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
(Script) File renamed: File:Soviet Union stamp 1988 CPA 5971.jpgFile:1988 CPA 5971.jpg File renaming criterion #6: Harmonize file names of a set of images (so that only one part of all names di...
ଟିକେ (fixing dead links)
ଟିକେ ((Script) File renamed: File:Soviet Union stamp 1988 CPA 5971.jpgFile:1988 CPA 5971.jpg File renaming criterion #6: Harmonize file names of a set of images (so that only one part of all names di...)
ଜୁଲାଇ ୧୯୮୮ରେ ମଣ୍ଡେଲାଙ୍କ ୭୦ତମ ଜନ୍ମ ଦିବସଟି ବିଶେଷ ଆନ୍ତର୍ଜାତିକ ଦୃଷ୍ଟି ଆକର୍ଷଣ କରିଥିଲା, କାରଣ ବ୍ରିଟିଶ ବ୍ରୋଡକାଷ୍ଟିଙ୍ଗ କର୍ପୋରେସନ (ବି.ବି.ସି.) ଦ୍ୱାରା ଲଣ୍ଡନର ୱେମ୍ବଲେ ଷ୍ଟାଡ଼ିୟମଠାରେ "ନେଲସନ ମଣ୍ଡେଲା ୭୦ତମ ଜନ୍ମଦିବସ ଶ୍ରଦ୍ଧାଞ୍ଜଳି" ସଙ୍ଗୀତ ସମାରୋହ ଆରମ୍ଭ ହୋଇଥିଲା ।<ref>{{harvnb|Sampson|2011|p=368}}; {{cite web |url=http://www.anc.org.za/ancdocs/history/mandela/awards/wembley88.html |title=The Mandela Concert, Wembley 1988 |last=Ketchum |first=Mike |publisher=African National Congress |accessdate=23 December 2008 |archiveurl = http://web.archive.org/web/20080709063908/http://www.anc.org.za/ancdocs/history/mandela/awards/wembley88.html <!-- Bot retrieved archive --> |archivedate = 9 July 2008}}</ref> ସମଗ୍ର ବିଶ୍ୱରେ ସେ ଜଣେ ରାଷ୍ଟ୍ରନାୟକ ଭାବେ ପରିଚିତ ହେଉଥିବା ସମୟରେ, ଜାତୀୟ କଂଗ୍ରେସ ମଧ୍ୟରେ ବ୍ୟକ୍ତିଗତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । କଂଗ୍ରେସ ନେତାମାନେ ମଣ୍ଡେଲାଙ୍କ୍ ଏହା ଜଣାଇଥିଲେ ଯେ - ୱିନି "ମଣ୍ଡେଲା ୟୁନାଇଟେଡ଼ ଫୁଟବଲ କ୍ଲବ" ନାମକ ଏକ ଅପରାଧୀ ସଂସ୍ଥାର ମୁଖ୍ୟ ହୋଇଯାଇଛନ୍ତି ଏବଂ ସୋୱେଟୋରେ ବିରୋଧୀମାନଙ୍କୁ ଶିଶୁମାନଙ୍କ ସହିତ ନିର୍ଯ୍ୟାତନା ଦେଇ ମାରି ଦେଉଛନ୍ତି । କିଛି ଲୋକ ଛାଡ଼ପତ୍ର ଦେବାକୁ ପରାମର୍ଶ ଦେଇଥିଲେ ମଧ୍ୟ, ମଣ୍ଡେଲା ନିଷ୍ପତି ନେଇଥିଲେ ଯେ ବିଚାରାଳୟରେ ୱିନି ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ ସେ ସ୍ତ୍ରୀଙ୍କ ପ୍ରତି ବିଶ୍ୱସ୍ତ ରହିବେ ।<ref>{{harvnb|Sampson|2011|pp=373–380}}; {{harvnb|Meredith|2010|pp=371–383}}.</ref>
===ଭିକ୍ଟର ଭର୍ଷ୍ଟର କାରାଗାର ଓ ମୁକ୍ତି:୧୯୮୮-୧୯୯୦===
[[File:Soviet Union stamp 1988 CPA 5971.jpg|thumb|upright|୧୯୮୮ରେ ସୋଭିଏତ ସଂଘ ପକ୍ଷରୁ ମଣ୍ଡେଲାଙ୍କ ସମ୍ମାନରେ ଷ୍ଟାମ୍ପ]]
ଓଦା ପ୍ରକୋଷ୍ଠରେ ରହୁଥିବା ହେତୁ [[ଯକ୍ଷ୍ମା]] ରେ ପିଡ଼ୀତ ହୋଇ ଭଲ ହେବାପରେ ଡିସେମ୍ବର ୧୯୮୮ରେ ମଣ୍ଡେଲାଙ୍କୁ ପାର୍ଲ ନିକଟସ୍ଥ ଭିକ୍ଟର ଭର୍ଷ୍ଟର କାରାଗାରକୁ ବଦଳି କରିଦିଆଯାଇଥିଲା ।<ref>{{harvnb|Sampson|2011|pp=369–370}}; {{harvnb|Meredith|2010|p=369}}.</ref> ଏଠାରେ ବ୍ୟକ୍ତିଗତ ରୋଷେଇଆ ସହିତ ଅଧିକ ସ୍ୱାଛନ୍ଦରେ ରହିବାର ସୁବିଧା ଥିଲା, ଫଳରେ ମଣ୍ଡେଲା ନିଜ ସମୟକୁ ଆଇନରେ ସ୍ନାତକ ଶିକ୍ଷା ସମାପ୍ତ କରିବାରେ ଲଗାଇଦେଇଥିଲେ ।<ref>{{harvnb|Sampson|2011|p=381}}; {{harvnb|Meredith|2010|pp=369–370}}.</ref> ଅଧିକ ବ୍ୟକ୍ତିଙ୍କ ସହିତ ଦେଖାକରିବାର ସୁଯୋଗ ଥିବାରୁ ସେ ପରଦେଶରେ ଥିବା ଜାତୀୟ କଂଗ୍ରେସ ନେତା ଅଲିଭର ଟାମ୍ବୋଙ୍କ ସହିତ ଗୋପନ ସଂପର୍କ ସ୍ଥାପନ କରିବାରେ ସମର୍ଥ ହୋଇଥିଲେ ।<ref>{{harvnb|Sampson|2011|pp=384–385, 392–393}}; {{cite news |url=http://www.nytimes.com/1988/12/08/world/mandela-moved-to-house-at-prison-farm.html |title=Mandela Moved to House at Prison Farm |author=Christopher S. Wren |date=8 December 1988 |work=The New York Times |accessdate=13 February 2013 |archivedate=13 February 2013 |archiveurl=http://www.webcitation.org/6EQXYZIzp |deadurl=no}}</ref> ୧୯୮୯ରେ ବୋଥାଙ୍କୁ ହୃଦାଘାତ ହେବାଦ୍ୱାରା ସେ ନ୍ୟାସନାଲ ପାର୍ଟିର ନେତୃତ୍ୱରୁ ଓହରି ଯାଇଥିଲେ ଓ ଏଫ.ଡବଲ୍ୟୁ. ଦେ କ୍ଲାର୍କ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ ।<ref>{{harvnb|Sampson|2011|p=386}}; {{harvnb|Meredith|2010|p=388}}.</ref> ଆଶ୍ଚର୍ଯ୍ୟଜନକ ଭାବେ ବୋଥା ମଣ୍ଡେଲାଙ୍କୁ ଜୁଲାଇ ୧୯୮୯ରେ ଏକ ଚା ପାନ ପାଇଁ ନିମନ୍ତ୍ରଣ ଦେଇଥିଲେ ।<ref>{{harvnb|Sampson|2011|pp=390–392}}; {{harvnb|Meredith|2010|pp=387–388}}.</ref> ଏହାର ୬ ସପ୍ତାହ ପରେ ଦେ କ୍ଲାର୍କ ରାଷ୍ଟ୍ରପତି ପଦଭାର ଗ୍ରହଣ କଲେ, ଏବଂ ସେ ବିଶ୍ୱାସ କରୁଥିଲେ ଯେ ଅପାର୍ଥିଡ଼ର ସ୍ଥିତି ଅମୂଳକ ଓ ମଣ୍ଡେଲାଙ୍କ ବ୍ୟତୀତ ଅନ୍ୟ ସମସ୍ତ ଜାତୀୟ କଂଗ୍ରେସ ନେତାଙ୍କୁ ମୁକ୍ତ କରିଦେଇଥିଲେ ।<ref>{{harvnb|Sampson|2011|pp=392–397}}.</ref> ନଭେମ୍ବର ୧୯୮୯ରେ "ବର୍ଲିନ ୱାଲ"ର ପତନ ହେବା ପରେ ଦେ କ୍ଲାର୍କ କ୍ୟାବିନେଟ ବୈଠକ ଡାକି ଜାତୀୟ କଂଗ୍ରେସକୁ ବୈଧ ଘୋଷଣା କରିବା ଓ ମଣ୍ଡେଲାଙ୍କ ମୁକ୍ତି ସଂପର୍କରେ ଆଲୋଚନା କରିଥିଲେ । କିଛିଜଣ ଏହାର ଦୃଢ଼ ବିରୋଧ କରିବା ସତ୍ତ୍ୱେ ଦେ କ୍ଲାର୍କ ଡିସେମ୍ବର ମାସରେ ମଣ୍ଡେଲାଙ୍କୁ ଭେଟି ପରିସ୍ଥିତି ସଂପର୍କରେ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ; ଏବଂ ଶେଷରେ ମଣ୍ଡେଲାଙ୍କୁ ନିଃସର୍ତ୍ତମୂଳକ ଭାବେ ସଂପୂର୍ଣ୍ଣ ମୁକ୍ତି ମିଳିବା ପୂର୍ବରୁ ୨ ଫେବ୍ରୁଆରୀ ୧୯୯୦ରେ ନିଷିଦ୍ଧ ଘୋଷିତ ହୋଇଥିବା ସମସ୍ତ ରାଜନୈତିକ ଦଳକୁ ପୁଣି ଥରେ ମାନ୍ୟତା ଦିଆଯାଇଥିଲା ।<ref>{{harvnb|Sampson|2011|pp=399–402}}; {{harvnb|Meredith|2010|pp=369–397}}; {{cite news|url=http://news.bbc.co.uk/onthisday/hi/dates/stories/february/11/newsid_2539000/2539947.stm|title=1990: Freedom for Nelson Mandela|date=11 February 1990|publisher=BBC |accessdate=28 October 2008|archivedate=26 February 2013 |archiveurl=http://www.webcitation.org/6EilzLNPU |deadurl=no}}</ref> ସରକାରଙ୍କ ପକ୍ଷରୁ ମଣ୍ଡେଲା ଓ ଦେ କ୍ଲାର୍କଙ୍କ କେପ ଟାଉନରେ ହୋଇଥିବା ମିଳନର ଏକ ଛବି ସର୍ବସାଧାରଣରେ ପ୍ରକାଶିତ କରାଯାଇଥିଲା, ଯାହାକି ୨୦ ବର୍ଷ ମଧ୍ୟରେ ମଣ୍ଡେଲାଙ୍କ ପ୍ରଥମ ପ୍ରକାଶିତ ଛବି ଥିଲା ।<ref>{{cite news|last=Burns|first=John F.|title=South Africa's new era; Mandela to go free today; De Klerk proclaims ending of 'chapter' after 27 years|url=http://www.nytimes.com/1990/02/11/world/south-africa-s-new-era-mandela-go-free-today-de-klerk-proclaims-ending-chapter.html|accessdate=30 June 2013|newspaper=The New York Times|date=11 February 1990|quote=ordinary South Africans have not heard his voice in a generation. Until tonight, when the Government released a photograph of him meeting on Friday with Mr. de Klerk, they had not even seen what Mr. Mandela looked like since the last published photograph was taken in a prison garden in 1968.}}</ref><ref>{{cite news|last=Kraft|first=Scott|title=S. Africa to Free Black Leader Mandela Today : Apartheid: Activist has been in prison for 27 years. De Klerk's action is the latest step to lure black anti-apartheid leaders to the negotiating table.|url=http://articles.latimes.com/1990-02-11/news/mn-1023_1_south-africa|accessdate=30 June 2013|newspaper=Los Angeles Times|date=11 February 1990|quote=The government also released the first photograph of Mandela in 27 years. It showed a smiling, trim Mandela, dressed in a gray suit, standing beside De Klerk in the presidential offices in Cape Town.}}</ref><ref>{{cite web|title=FW de Klerk & Nelson Mandela – first meeting 1990|url=http://www.fwdeklerk.org/cause_data/images/2137/FW_de_Klerk_&_Nelson_Mandela_-_first_meeting_1990.jpg|publisher=FW de Klerk Foundation|accessdate=30 June 2013}}</ref>
 
୧୭

ଗୋଟି ସମ୍ପାଦନା