"ନବୀନ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
(Script) File renamed: File:Cmiitbfiesta.jpgFile:Naveen Patnaik at the IIT Bhubaneswar.jpg File renaming criterion #2: Change from completely meaningless names into suitable names, according to...
ଟିକେ (fixing dead links)
ଟିକେ ((Script) File renamed: File:Cmiitbfiesta.jpgFile:Naveen Patnaik at the IIT Bhubaneswar.jpg File renaming criterion #2: Change from completely meaningless names into suitable names, according to...)
ନବୀନ ପଟ୍ଟନାୟକ [[କଟକ]] ଠାରେ ପିତା [[ବିଜୁ ପଟ୍ଟନାୟକ]] ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ [[କଟକ]] ଠାରେ ଜନ୍ମ ନେଇଥିଲେ । ସେ [[ଡେରାଡୁନ]]ର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ [[ଦିଲ୍ଲୀ]] ବିଶ୍ଵବିଦ୍ୟାଳୟରୁ କମର୍ସରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜୀବନରେ ବିବାହ କରି ନାହାନ୍ତି .
 
[[ଫାଇଲ:CmiitbfiestaNaveen Patnaik at the IIT Bhubaneswar.jpg|thumb|ଆଇ.ଆଇ.ଟି. ଭୁବନେଶ୍ଵରରେ ନବୀନ ପଟ୍ଟନାୟକ]]
=== ରାଜନୀତିକ ଜୀବନ ===
କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । [[ବିଜୁ ପଟ୍ଟନାୟକ]] ଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ [[ବିଜୁ ପଟ୍ଟନାୟକ|ବିଜୁବାବୁ]]ଙ୍କ ନାମରେ [[ବିଜୁ ଜନତା ଦଳ]] ଭାବରେ ତିଆରି କରିଥିଲେ ।

ଗୋଟି ସମ୍ପାଦନା