"ଗାଣିତିକ ବିଜ୍ଞାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଗଣିତ using HotCat
No edit summary
୧ କ ଧାଡ଼ି:
[[ବିଜ୍ଞାନ]]ର ଯେଉଁ ବିଭାଗରେ ଗଣିତ ଏବଂ ଏହା ସମ୍ବନ୍ଧୀୟ ଅନ୍ୟ ବିଶେଷତ୍ଵ ଗୁଡିକର ଆଲୋଚନା ହୋଇଥାଏ ତାହାକୁ ଗାଣିତିକ ବିଜ୍ଞାନ କୁହାଯାଏ ।
ବୈଦିକ ଗଣିତ: ଗଣିତ ଶାସ୍ତ୍ରକୁ ଭାରତର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ. ବୈଦିକ ୟୁଗରୁ ଭାରତରେ ଜ୍ୟାମିତି ତଥା ଗଣିତ ଶାସ୍ତ୍ରର ପୂର୍ଣ୍ଣ ବିକାଶ ହୋଇ ସାରିଥିବା ସୂଚନା ମିଳେ. ଗୋବର୍ଦ୍ଧନ ମଠ, ପୂରୀ(ଓଡିଶା)ର ଶଙ୍କରାଚାର୍ୟ ଜଗଦ୍ଗୁରୁ ସ୍ବାମୀ ଶ୍ରୀ ଭାରତୀକୃଷ୍ଣ ତୀର୍ଥଜୀ ମହାରାଜ ୧୬ଟି ଅତି ସରଳ ସୂତ୍ର ବେଦରୁ ଉଦ୍ଧାର କରିଥିଲେ ଯାହାକୁ ଆଧାରକରି ବୈଦିକ ଗଣିତ ଆମ ସମୟରେ ପ୍ରଚଳିତ ହେବାର ସୁଯୋଗ ପାଇଲା.
 
[[ଶ୍ରେଣୀ:ବିଜ୍ଞାନ]]
[[ଶ୍ରେଣୀ:ଗଣିତ]]