"ରେ ଆତ୍ମନ୍ ନିଦ୍ରା ପରିହରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ରେ ଆତ୍ମନ୍ ନିଦ୍ରା ପରିହରି ଫେଡି ଚିନ୍ତାର ଲୋଚନ, କର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୨୨:୦୧, ୮ ଅଗଷ୍ଟ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ରେ ଆତ୍ମନ୍ ନିଦ୍ରା ପରିହରି ଫେଡି ଚିନ୍ତାର ଲୋଚନ, କର କର ନିରୀକ୍ଷଣ ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି ଭେଟିବାକୁ ମୃତ୍ୟୁସିନ୍ଧୁ କରାଳ ଲହରୀ ରେ ଆତ୍ମନ୍ ... ନିଦ୍ରା ପରିହରି