"ମାନଗୋବିନ୍ଦ ସାମଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୩ କ ଧାଡ଼ି:
ସେ କଟକ ଜିଲ୍ଲା ସାଲେପୁର ସ୍କୁଲ ଠାରେ ସ୍କୁଲଶିକ୍ଷା ଗ୍ରହଣ କରିଥିଲେ | ସ୍କୁଲଶିକ୍ଷା ପରେ ସେ କଲିକତାରେ ଓଡିଆ ସଙ୍ଗଠନରେ ଯୋଗ ଦେଇଥିଲେ | ସେ ପ୍ରଥମେ [[ନବକୃଷ୍ଣ ଚୌଧୁରୀ]]ଙ୍କ ପ୍ରେରଣାରେ ଓଡିଶା ରାଜନୀତିରେ ଯୋଗ ଦେଇଥିଲେ |
=== ପରିବାର ===
ମାନଗୋବିନ୍ଦ ସାମଲ ସୁଭଦ୍ରା ସାମଲଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ପୁଅ ସ୍ଵର୍ଗତ ପ୍ରସନ୍ନ କୁମାର ସାମଲ (ସମାଜ ସେବୀ ଓ ଯାଜପୁର ଜିଲ୍ଲାର ପ୍ରାକ୍ତନ ବିଜେଡି ସଦସ୍ୟ), ଶରତ କୁମାର ସାମଲ (ପୂର୍ବତନ ସରପଞ୍ଚ, କଳାଶ୍ରୀ), ପ୍ରଦୀପ୍ତ କୁମାର ସାମଲ ଓ ସ୍ଵର୍ଗତ ସନ୍ତୋଶ କୁମାର ସାମଲ । ତାଙ୍କର ବାସ ଭବନର ନାମ ସନ୍ତୋଶ ଭବନ ।
 
=== ରାଜନୈତିକ ଜୀବନ ===