"ନୀଳକଣ୍ଠ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସମ୍ମାନ, ସମାଜ ସଂସ୍କାର
୧୫ କ ଧାଡ଼ି:
| successor1 = ରାଜ ରାଜଦେବ
| birth_date = {{Birth date|df=yes|1884|08|05}}
| birth_place = ଶ୍ରୀରାମଚନ୍ଦ୍ରପୁର, [[ସାକ୍ଷୀଗୋପାଳ]], [[ପୁରୀ ଜିଲ୍ଲା|ପୁରୀ]], [[ଓଡ଼ିଶା]]
| death_date = {{Death date and age|df=yes|1967|11|06|1884|08|05}}
| death_place =
୩୨ କ ଧାଡ଼ି:
 
== ଶିକ୍ଷା ଓ ଜୀବନ ==
ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ । ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ [[ଦର୍ଶନ ଶାସ୍ତ୍ର]] ଓ ଆଇନ ପାଠ୍ୟକ୍ରମରେ [[କଲିକତା ବିଶ୍ୱବିଦ୍ୟାଳୟ]]ରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା, ତେବେ ସେ ତାହାକୁ ଗ୍ରହଣ ନକରି ୧୯୨୨ ମସିହାରେ [[ସତ୍ୟବାଦୀ ବନ ବିଦ୍ୟାଳୟ]]ର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ ।<ref>{{cite web |url= http://independent.academia.edu/KrishanShri/Papers/623017/An_experiment_in_nationalist_education_Satyavadi_school_in_Orissa_1909-1926_ |title=An experiment in nationalist education: Satyavadi school in Orissa(1909-1926) (Krishan Shri) - Academia.edu |work=academia.edu |year=2012 |quote=Nilakantha Das (1884-1967) joined the school in October1911 after completion of postgraduation in philosophy |accessdate=20 June 2012}}</ref>
 
== ରଚନାବଳୀ ==
ତାଙ୍କରପଣ୍ଡିତ ସାହିତ୍ୟକୁ ଅବଦାନ ଅକଳନୀୟ । ସେନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଅନେକନିଜର ଉପାଦେୟ କବିତା ପୋଥିଅବଦାନ ରଚିଯାଇଛନ୍ତିଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ [[ସୁରେନ୍ଦ୍ର ମହାନ୍ତି]] ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି ।
 
=== କବିତା ===
୫୪ କ ଧାଡ଼ି:
* ପିଲାଙ୍କ ଭାଗବତ<ref>ପିଲାଂକ ମହାଭାରତ ପୁସ୍ତକର ପ୍ରଚ୍ଛଦ</ref>
 
=== ଅନୁବାଦ ===
ଏହାଛଡ଼ା ସେ ଜଣେ ଅନୁବାଦକ ଭାବରେ "ଲର୍ଡ଼ ଟେନିସନ"ଙ୍କ କବିତାକୁ [[ଓଡ଼ିଆ ଭାଷା|ଓଡ଼ିଆ]]ରେ ''ଦାସ ନାୟକ'' ଓ ''ପ୍ରଣୟିନୀ'' ନାମରେ ଅନୁବାଦ କରିଯାଇଛନ୍ତିକରିଛନ୍ତି ।<ref>[http://www.press.uottawa.ca/book/changing-the-terms Changing the Terms, Translating in the Postcolonial Era]. ''Sherry Simon and Paul St-Pierre''. 272 pages . 6 x 9 ISBN 978-0-7766-0524-1 (November 2000)</ref>
 
=== ସାମ୍ବାଦିକତା ===
 
* [[ସମାଜ (ଖବରକାଗଜ)|ସମାଜ]]ର ସମ୍ପାଦକ
ଏହାଛଡ଼ା ସେ ଜଣେ ଅନୁବାଦକ ଭାବରେ "ଲର୍ଡ଼ ଟେନିସନ"ଙ୍କ କବିତାକୁ [[ଓଡ଼ିଆ ଭାଷା|ଓଡ଼ିଆ]]ରେ ''ଦାସ ନାୟକ'' ଓ ''ପ୍ରଣୟିନୀ'' ନାମରେ ଅନୁବାଦ କରିଯାଇଛନ୍ତି ।<ref>[http://www.press.uottawa.ca/book/changing-the-terms Changing the Terms, Translating in the Postcolonial Era]. ''Sherry Simon and Paul St-Pierre''. 272 pages . 6 x 9 ISBN 978-0-7766-0524-1 (November 2000)</ref>
 
* "[[ନବଭାରତ]]"ର ସମ୍ପାଦକ
* ସାପ୍ତାହିକ "[[ଲୋକମତ]]"ର ପ୍ରତିଷ୍ଠାତା
Line ୬୭ ⟶ ୬୮:
[[ଓଡ଼ିଆ ଭାଷା]]କୁ ବାକି ପଡ଼ୋଶୀ ଭାଷାଭାଷି ମାନଙ୍କ ଆକ୍ରମଣରୁ ଅଲଗା କରି ସ୍ଵତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । [[ମଧୁସୂଦନ ଦାସ|ଉତ୍କଳ ଗୌରବ ମଧୁସୂଦନ ଦାସ]], [[ଗୋପବନ୍ଧୁ ଦାସ|ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ]], [[ଫକୀର ମୋହନ ସେନାପତି|ବ୍ୟାସକବି ଫକିର ମୋହନ ସେନାପତି]], [[ଗଙ୍ଗାଧର ମେହେର|ସ୍ଵଭାବ କବି ଗଙ୍ଗାଧର ମେହେର]], [[ରାଧାନାଥ ରାୟ|କବିବର ରାଧାନାଥ ରାୟ]] ଓ ଏମିତି ଅନେକ କର୍ମୀ ମାନଙ୍କ ସହ ସେ [[ଓଡ଼ିଶା|ଓଡ଼ିଶା ପ୍ରଦେଶ]] ଗଠନ ପାଇଁ ଆନ୍ଦୋଳନରେ ଯୋଗ ଦେଇଥିଲେ ଯାହାର ଫଳ ସ୍ୱରୂପ '''[[ଓଡ଼ିଶା ଦିବସ|୧ ଅପ୍ରେଲ ୧୯୩୬]]'''ରେ [[ଓଡ଼ିଶା|ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ]] ଗଠିତ ହେଲା ।<ref>http://orissa.gov.in/e-magazine/Orissareview/2010/April/engpdf/31-39.pdf</ref>
 
== ସମାଜ ସଂସ୍କାର ଓ ଭାରତର ସ୍ଵାଧିନତାରେ ଭୂମିକା ==
ସେ [[ଭାରତ|ଭାରତର]] ସ୍ଵାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ [[ଓଡ଼ିଶା ବିଧାନ ସଭା]]ରେ ତାଙ୍କର ଓଜସ୍ଵିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ଵାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ଵର ଉଠାଇଥିଲେ ।<ref>http://www.orissadiary.com/personality/freedom_fighter/NilakanthaDas.asp></ref> ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ''ମୋ ନିଶ'' ନାମରେ ପ୍ରବନ୍ଧ ଲେଖିଥିଲେ ।
 
== ସମ୍ମାନ ==
* ଡି. ଲିଟ([[ଉତ୍କଳ ବିଶ୍ଵବିଦ୍ୟାଳୟ]])
* ସାହିତ୍ୟ ଏକାଡେମୀ ପୁରସ୍କାର । (ତାଙ୍କର ବହି ''ଆତ୍ମଜୀବନୀ'' ନିମନ୍ତେ) <ref>http://www.odisha360.com/infopedia/4/154/nilakantha-das</ref>
* ଉତ୍କଳ ଗୁରୁ ଉପାଧି -୧୯୫୧<ref>ପ୍ରମେୟ ୦୫/୦୮/୨୦୧୪ ପୃଷ୍ଠା ୮</ref>
* ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୩(ତାଙ୍କର ବହି ''ଆତ୍ମଜୀବନୀ'' ନିମନ୍ତେ) <ref>http://www.odisha360.com/infopedia/4/154/nilakantha-das</ref>
* ପଦ୍ମ ଭୂଷଣ, ୧୯୬୦