"ମାନଗୋବିନ୍ଦ ସାମଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
{{ଛୋଟ|Managobinda Samal}}
{{Infobox officeholder
|birth_name = ମାନଗୋବିନ୍ଦ ସାମଲ
Line ୩୦ ⟶ ୩୧:
 
== ପ୍ରାରମ୍ଭିକ ଜୀବନ ==
ସେ କଟକ ଜିଲ୍ଲା ସାଲେପୁର ସ୍କୁଲ ଠାରେ ସ୍କୁଲଶିକ୍ଷା ଗ୍ରହଣ କରିଥିଲେ | ସ୍କୁଲଶିକ୍ଷା ପରେ ସେ କଲିକତାରେ ଓଡିଆ ସଙ୍ଗଠନରେ ଯୋଗ ଦେଇଥିଲେ | ସେ ପ୍ରଥମେ [[ନବକୃଷ୍ଣ ଚୌଧୁରୀଙ୍କଚୌଧୁରୀ]]ଙ୍କ ପ୍ରେରଣାରେ ଓଡିଶା ରାଜନୀତିରେ ଯୋଗ ଦେଇଥିଲେ |
=== ପରିବାର ===
ମାନଗୋବିନ୍ଦ ସାମଲ ସୁଭଦ୍ରା ସାମଲଙ୍କୁ ବିବାହ କରିଥିଲେ । ତାଙ୍କର ଚାରି ପୁଅ ପ୍ରସନ୍ନ କୁମାର ସାମଲ (ସମାଜ ସେବୀ ଓ ଯାଜପୁର ଜିଲ୍ଲାର ପ୍ରାକ୍ତନ ବିଜେଡି ସଦସ୍ୟ), ଶରତ କୁମାର ସାମଲ (ପୂର୍ବତନ ସରପଞ୍ଚ, କଳାଶ୍ରୀ), ପ୍ରଦୀପ୍ତ କୁମାର ସାମଲ ଓ ସନ୍ତୋଶ କୁମାର ସାମଲ | ତାଙ୍କର ଚାରି ନାତି ଯଶୋଦୀପ୍ତ ସାମଲ, ସୁଶୀଲ୍ କୁମାର ସାମଲ, ଆଶୁତୋଷ ସାମଲ ଏବଂ ପ୍ରିୟବ୍ରତ ସାମଲ | ତାଙ୍କର ବାସ ଭବନର ନାମ ସନ୍ତୋଶ ଭବନ |
 
=== ରାଜନୈତିକ ଜୀବନ ===
Line ୫୭ ⟶ ୫୮:
* ଗୋପାଳପୁର ମେଡିକାଲ
* ଗଜେନ୍ଦ୍ରପୁର ପଶୁ ଚିକିତ୍ସାଳୟ
==ଆଧାର==
 
== ବାହାର {{ଆଧାର ==}}
==ଅଧିକ ତଥ୍ୟ==
* http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
* [http://eci.nic.in/eci_main/SR_KeyHighLights/SE_1971/StatReport_OR_71.pdf Key Highlightsofgeneral Election, 1971]
Line ୭୪ ⟶ ୭୬:
[[ଶ୍ରେଣୀ:୨୦୦୩ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଶା ବିଧାନ ସଭା ସଭ୍ୟ]]
[[ଶ୍ରେଣୀ:ଯାଜପୁର ଜିଲ୍ଲାର ଲୋକ]]
{{ଅଧାଗଢ଼ା}}