"ଟ୍ରାକୋମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଚିକିତ୍ସା: ଲେଖାଗଲା
→‎ଆଣ୍ଟିବାୟୁଟିକ: <ref name=taylor/> ଲିଭେଇ ଦିଆଗଲା
୨୩ କ ଧାଡ଼ି:
== ଚିକିତ୍ସା ==
=== ଆଣ୍ଟିବାୟୁଟିକ ===
ଆଜିଥ୍ରୋମାଇସିନ (୨୦ମି.ଗ୍ରା/କେ.ଜି.) ଦିନକୁ ଥରେ ପାଟିରେ ଦିଆଯାଏ । ମହଙ୍ଗା ହେଲେ ମଧ୍ୟ ଇଣ୍ଟରନ୍ୟାସନାଲ ଟ୍ରାକୋମା ଇନିସିଏଟିଭଦ୍ଵାରା ଫାଇଜର କମ୍ଵାନୀର ଡୋନେସନ ପ୍ରୋଗ୍ରାମ ମାଧ୍ୟମରେ ଦିଆଯାଏ । ଏହି ଔଷଧ ୬ମାସର ଶିଶୁଠାରୁ ଆରମ୍ଭ କରି ଗର୍ଭିଣୀମାନଙ୍କ ସହ ସମସ୍ତଙ୍କୁ ଦିଆଯାଇ ପାରିବ ।<ref name=taylor/> ଏହା ସହ ଟେଟ୍ରାସାଇକ୍ଲିନ ମଲମ ପ୍ରଭାବିତ ସ୍ଥାନରେ ଲଗାଯାଏ । ଗୋଷ୍ଠୀ ଚିକିତ୍ସାରେ ଆଜିଥ୍ରୋମାଇସିନ ଚିକିତ୍ସା ମଲମ ଅପେକ୍ଷା ଅଧିକ ଉପକାରୀ ବୋଲି କୁହାଯାଏ, କିନ୍ତୁ ଏହାର କୌଣସି ସ୍ଥିର ପ୍ରମାଣ ନାହିଁ ।<ref name=Evans2011/><br />
 
=== ଅପରେଶନ ===
ଆଖି ପତାରେ ଅପରେଶନ କରି ଆଖି ବାଳ ଡୋଳା ମଧ୍ୟରେ ସ୍ପର୍ଷ ନ କରିବା ନିମନ୍ତେ ପତାକୁ ସିଧା କରିଦିଆଯାଏ ।<ref>Reacher M, Foster A, Huber J. “Trichiasis Surgery for Trachoma. The Bilamellar Tarsal Rotation Procedure.” 1993; World Health Organization, Geneva: WHO/PBL/93.29.</ref> ଏହି ଅପରେଶନ ପ୍ରାରମ୍ଭିକ ଅବସ୍ଥାରେ କଲେ ଭଲ, ଡେରି ହେଲେ ଅପରେଶନ ପରେ ସେହି ଅବସ୍ଥା ଆଉ ଥରେ ଲେଉଟିପାରେ ।<ref>{{cite journal |author=Burton MJ, Kinteh F, Jallow O, ''et al.'' |title=A randomised controlled trial of azithromycin following surgery for trachomatous trichiasis in the Gambia |journal=Br J Ophthalmol |volume=89 |issue=10|pages=1282–8 |date=October 2005 |pmid=16170117 |doi=10.1136/bjo.2004.062489 |url=http://bjo.bmj.com/cgi/pmidlookup?view=long&pmid=16170117 |pmc=1772881}}</ref><br />
"https://or.wikipedia.org/wiki/ଟ୍ରାକୋମା"ରୁ ଅଣାଯାଇଅଛି