"ଟ୍ରାକୋମା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎top: କାରଣ ଲେଖାଗଲା
→‎ଚିକିତ୍ସା: ଲେଖାଗଲା
୨୨ କ ଧାଡ଼ି:
କ୍ଲାମିଡିଆ ଟ୍ରାକୋମାଟିସ୍ ଜୀବାଣୁ ଏହି ରୋଗୀର ଆଖି, ନାକ ଓ ଗଳାରୁ ନିର୍ଗତ ତରଳ ପଦାର୍ଥ ମାଧ୍ୟମରେ ସିଧାସଳଖ ବା କୌଣସି ତଉଲିଆ, କନା ଇତ୍ୟାଦିରେ ଯାଇ ସୁସ୍ଥ ଲୋକକୁ ସଂକ୍ରମିତ କରେ । ମାଛି ମଧ୍ୟ ଏହାର ସଂକ୍ରମଣରେ ସାହାଯ୍ୟ କରେ ।<ref name=Cecil>{{cite book|last=Goldman|first=Lee|title=Goldman's Cecil Medicine|publisher=Elsevier Saunders|location=Philadelphia|isbn=1437727883|year=2011|pages=e326-2|edition=24th}}</ref> ଚିକିତ୍ସା ନ କଲେ ପତା ଭିତର ସ୍ତର ନଷ୍ଟ ହୁଏ ଓ ସେହି ପତା ଡୋଳା ଦିଗରେ ମୋଡ଼ି ହୋଇଯାଏ ଯାହାକୁ ଏଣ୍ଟ୍ରୋପିଅନ କହନ୍ତି । ଏହା କର୍ନିଆ ସହ ଘସି ହୁଏ ଓ ତାହା ଫଳରେ ସବୁଦିନ ନିମାନ୍ତେ ରୋଗୀ ଅନ୍ଧ ହୁଏ । <br />
== ଚିକିତ୍ସା ==
=== ଆଣ୍ଟିବାୟୁଟିକ ===
ଆଜିଥ୍ରୋମାଇସିନ (୨୦ମି.ଗ୍ରା/କେ.ଜି.) ଦିନକୁ ଥରେ ପାଟିରେ ଦିଆଯାଏ । ମହଙ୍ଗା ହେଲେ ମଧ୍ୟ ଇଣ୍ଟରନ୍ୟାସନାଲ ଟ୍ରାକୋମା ଇନିସିଏଟିଭଦ୍ଵାରା ଫାଇଜର କମ୍ଵାନୀର ଡୋନେସନ ପ୍ରୋଗ୍ରାମ ମାଧ୍ୟମରେ ଦିଆଯାଏ । ଏହି ଔଷଧ ୬ମାସର ଶିଶୁଠାରୁ ଆରମ୍ଭ କରି ଗର୍ଭିଣୀମାନଙ୍କ ସହ ସମସ୍ତଙ୍କୁ ଦିଆଯାଇ ପାରିବ ।<ref name=taylor/> ଏହା ସହ ଟେଟ୍ରାସାଇକ୍ଲିନ ମଲମ ପ୍ରଭାବିତ ସ୍ଥାନରେ ଲଗାଯାଏ । ଗୋଷ୍ଠୀ ଚିକିତ୍ସାରେ ଆଜିଥ୍ରୋମାଇସିନ ଚିକିତ୍ସା ମଲମ ଅପେକ୍ଷା ଅଧିକ ଉପକାରୀ ବୋଲି କୁହାଯାଏ, କିନ୍ତୁ ଏହାର କୌଣସି ସ୍ଥିର ପ୍ରମାଣ ନାହିଁ ।<ref name=Evans2011/><br />
=== ଅପରେଶନ ===
ଆଖି ପତାରେ ଅପରେଶନ କରି ଆଖି ବାଳ ଡୋଳା ମଧ୍ୟରେ ସ୍ପର୍ଷ ନ କରିବା ନିମନ୍ତେ ପତାକୁ ସିଧା କରିଦିଆଯାଏ ।<ref>Reacher M, Foster A, Huber J. “Trichiasis Surgery for Trachoma. The Bilamellar Tarsal Rotation Procedure.” 1993; World Health Organization, Geneva: WHO/PBL/93.29.</ref> ଏହି ଅପରେଶନ ପ୍ରାରମ୍ଭିକ ଅବସ୍ଥାରେ କଲେ ଭଲ, ଡେରି ହେଲେ ଅପରେଶନ ପରେ ସେହି ଅବସ୍ଥା ଆଉ ଥରେ ଲେଉଟିପାରେ ।<ref>{{cite journal |author=Burton MJ, Kinteh F, Jallow O, ''et al.'' |title=A randomised controlled trial of azithromycin following surgery for trachomatous trichiasis in the Gambia |journal=Br J Ophthalmol |volume=89 |issue=10|pages=1282–8 |date=October 2005 |pmid=16170117 |doi=10.1136/bjo.2004.062489 |url=http://bjo.bmj.com/cgi/pmidlookup?view=long&pmid=16170117 |pmc=1772881}}</ref><br />
=== ସ୍ଵୟଂ ଚିକିତ୍ସା ===
ମୂଖ ସର୍ବଦା ସଫା ରଖିବା ଆବଶ୍ୟକ । ନାକ ଓ ଆଖିରୁ ସ୍ରାବ ହେଉଥିବା ପିଲାମାନଙ୍କର ଅନ୍ୟମାନଙ୍କ ଅପେକ୍ଷା ଦୁଇଗୁଣ ଅଧିକ ଟ୍ରାକୋମା ସମ୍ଭାବନା ଥାଏ । ସମ୍ପୁର୍ଣ୍ଣ ସ୍ଵାସ୍ଥ୍ୟ ଶିକ୍ଷାଦ୍ଵାରା କେବଳ ମୁଁହ ସଫା ରଖିଲେ ପିଲାମାନଙ୍କର ରୋଗ ସମ୍ଭାବନା ଉଲ୍ଲେଖନୀୟ ଭାବରେ କମିଯାଏ । ରୋଗଗ୍ରସ୍ତ ଓ ରୋଗ ହୋଇଥିବା ପିଲାମାନଙ୍କର ମଧ୍ୟ ମୁହଁ ଧୋଇଲେ ପୁନଃ ରୋଗାକ୍ରାନ୍ତ ହେବା ସମ୍ଭାବନା ବହୁତ କମ୍ ହୁଏ ।<ref>[http://mayoclinic.com/health/trachoma/DS00776/DSECTION=prevention Prevention-Trachoma] 18 July 2008-24 March 2009</ref>
 
== ଆଧାର ==
"https://or.wikipedia.org/wiki/ଟ୍ରାକୋମା"ରୁ ଅଣାଯାଇଅଛି