Content deleted Content added
|
|
[[File:Astasambhu Temple, Kualo.JPG|thumb|ଅଷ୍ଟଶମ୍ଭୁ ମନ୍ଦିର]]
[[ଓଡ଼ିଶା]]ର [[ଢେଙ୍କାନାଳ ଜିଲ୍ଲା]]ର କାମାକ୍ଷନଗର[[କାମାକ୍ଷାନଗର]] ଉପଖଣ୍ଡସ୍ଥ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତଅବସ୍ଥିତ। <ref>[http://www.india9.com/i9show/Astasambhu-Temples-35062.htm india9.com: Astasambhu Temples]</ref> ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: କନକେଶ୍ଵର,<ref>[http://ignca.nic.in/asi_reports/ordhenknl005.pdf ignca.nic.in: Kanakesvara Siva Temple (Astasmbhu Complex), Kualo]</ref> ସ୍ଵପ୍ନେଶ୍ଵର,<ref>[http://ignca.nic.in/asi_reports/ordhenknl008.pdf ignca.nic.in: Swapnesvara Siva Temple (Astasmbhu Complex), Kualo]</ref> ଐଶାନେଶ୍ଵର, କପିଳେଶ୍ଵର, ବୈଦ୍ୟନାଥେଶ୍ଵର, ପଶ୍ଚିମେଶ୍ଵର,<ref>[http://ignca.nic.in/asi_reports/ordhenknl007.pdf ignca.nic.in: Paschimesvara Siva Temple (Astasambhu Complex), Kualo]</ref> ବାଣେଶ୍ଵର ଓ ଲୋକନାଥେଶ୍ଵର ।<ref>[http://www.orissa.net/body.php?page=astasambhu_temple orissa.net: Astasambhu Temple, Dhenkala]</ref>
ମୁଖ୍ୟମନ୍ଦିରରେ ଥିବା କନକେଶ୍ଵରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚଉଚ୍ଚ। ଲିଙ୍ଗ ଚତୁପାର୍ଶ୍ଵରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା । ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି ଫୁଟ ଫୁଟ। କନକେଶ୍ଵର ମନ୍ଦିରର ଦ୍ଵାରଦେଶରେ ଗଙ୍ଗାଯମୁନା ମୂର୍ତ୍ତି ଓ ପଶ୍ଚିମପାର୍ଶ୍ଵ କାନ୍ଥରେ ଅର୍ଦ୍ଧନାରୀଶ୍ଵର ମୂର୍ତ୍ତି ରହିଛି । ପୀଠର ପୂର୍ବଦିଗରେ ଏକ ସ୍ଵତନ୍ତ୍ର ଆସ୍ଥାନରେ ଦଶଭୁଜା ମହିଷମର୍ଦ୍ଦିନୀ [[ଦୁର୍ଗା]] ବିରାଜିତ ବିରାଜିତ। ଏହି ଦେବୀ କନକେଶ୍ଵରୀ ବା କନକଦୁର୍ଗା ଭାବେ ପରିଚିତ । <ref>[http://ignca.nic.in/asi_reports/ordhenknl004.pdf ignca.nic.in: Kanaka Durga Temple (Astasmbhu Complex), Kualo]</ref>
ଆଠଗୋଟି ଯାକ ଶିବମନ୍ଦିର ଓ କନକଦୁର୍ଗା ମନ୍ଦିର ଗୋଟିଏ ପ୍ରସ୍ତର ଚଟାଣ ଉପରେ ଅବସ୍ଥିତ ଥିଲା ।
କୁଆଳୋର ପ୍ରାଚୀନ ନାମ କୋଦାଳକ ନଗରୀ ଏହା ଶୁଳକୀ ବଂଶୀ ରାଜାମାନଙ୍କର ରାଜଧାନୀ ଥିଲା ଓଡ଼ିଶାରେ ଭୌମକରମାନେ ରାଜତ୍ଵ କରୁଥିବା ସମୟରେ ଶୁଳ୍କୀ ମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ଵ କରୁଥିଲେ ଶୈବଭକ୍ତ ଶୁଳ୍କୀମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ ▼
==ଇତିହାସ==
▲କୁଆଳୋର ପ୍ରାଚୀନ ନାମ କୋଦାଳକ ନଗରୀ ନଗରୀ। ଏହା ଶୁଳକୀ ବଂଶୀ ରାଜାମାନଙ୍କର ରାଜଧାନୀ ଥିଲା ଥିଲା। ଓଡ଼ିଶାରେ ଭୌମକରମାନେ ରାଜତ୍ଵ କରୁଥିବା ସମୟରେ ଶୁଳ୍କୀ ମାନେ ସେମାନଙ୍କ ଅଧୀନରେ ସାମନ୍ତ ରାଜା ଭାବରେ କୋଦାଳକ ମଣ୍ଡଳରେ ରାଜତ୍ଵ କରୁଥିଲେ । ଶୈବଭକ୍ତ ଶୁଳ୍କୀମାନେ ଆଠଗୋଟି ଶିବମନ୍ଦିର କୋଦାଳକ ନଗରୀରେ ନିର୍ମାଣ କରିଥିଲେ କରିଥିଲେ। ଏହା ଅଷ୍ଟମ-ନବମ ଶତାବ୍ଦୀରେ ନିର୍ମିତ ହୋଇଥିବା ଅନୁମାନ କରାଯାଏ ।
== ଆଧାର ==
{{ଆଧାର}}
==ବାହାର ତଥ୍ୟ==
{{ଢେଙ୍କାନାଳ ଜିଲ୍ଲା}}
{{ଓଡ଼ିଶାର ଶିବ ମନ୍ଦିର}}
|