"ଦେବଗଡ଼" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୬ କ ଧାଡ଼ି:
==ଭୂଗୋଳ==
==ଇତିହାସ==
 
==ଦର୍ଶନୀୟ ସ୍ଥାନ==
ପ୍ରଧାନପାଟ ଯାହାକି ଦେଓଗଡ଼ ସହରର ଉତ୍ତରରେ ଏକ କିଲୋମିଟର ଦୁରରେ ଅବସ୍ଥିତ ଏକ ପ୍ରସିଦ୍ଧ ପର୍ୟଟନସ୍ଥଳି । ଏଠାରେ ଏକ ଜଳପ୍ରପାତ ଅଛି। ଜଳପ୍ରପାତ ଉପରେ ସାତୋଟି ଜଳକୁଣ୍ଡ ଅଛି, ଯାହାକୁ ଆପଣ ଉପରକୁ ଯାଇ ଦେଖିପାରିବେ । ଶୀତ ଦିନରେ ବହୁତ ଲୋକଏଠାକୁ ଭୋଜି କରିବା ପାଇଁ ଆସନ୍ତି ।ଦେଓଗଡର ପୁରୁଣାଗଡଠାରେ ଗୋଟିଏ ବରଗଛ ଅଛି ଜାହାର ପତ୍ରଗୁଡାକ ଅନ୍ୟଗଛ ପରି ସମାନ ନୁହଁ, ଏହାର ପତ୍ରଗୁଡିକ ପୁରା ଓଲୋଟା ।
"https://or.wikipedia.org/wiki/ଦେବଗଡ଼"ରୁ ଅଣାଯାଇଅଛି