"ଅରୁଣ ଜେଟଲୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
{{ଛୋଟ|Arun Jaitley}}
{{Infobox Officeholder
ମନ୍ତ୍ରୀ- ଅର୍ଥ ଓ ପ୍ରତିରକ୍ଷା ବିଭାଗ(କ୍ୟାବିନେଟ)
|name = ଅରୁଣ ଜେଟଲୀ
ଦଳ-ଭାଜପା(ରାଜ୍ୟସଭା ସଦସ୍ୟ)
|image = Arun Jaitley at the India Economic Summit 2010 cropped.jpg
ଅରୁଣ ଜେଟଲୀ [[ଭାରତୀୟ ଜନତା ପାର୍ଟି]]ର ଜଣେ ସକ୍ରିୟ ସଦସ୍ୟ । ଷୋଡ଼ଶ ଲୋକସଭାରେ ସେ କେନ୍ଦ୍ର କ୍ୟାବିନେଟର ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ । ଅରୁଣ ଜେଟଲୀ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବହୁ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି । ୧୯୯୮-୨୦୦୪ କେନ୍ଦ୍ରରେ ଏନଡିଏ ସରକାର ଥିବା ସମୟରେ ସେ ଶିଳ୍ପ, ବାଣିଜ୍ୟ ଏବଂ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ ଅରୁଣ ଜେଟଲୀ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂଙ୍କ ଠାରୁ ଅମ୍ରିତସର ଆସନରୁ ପରାଜିତ ହୋଇଥିଲେ । କିନ୍ତୁ ରାଜ୍ୟସଭା ସଦସ୍ୟ ଥିବାରୁ ନରେନ୍ଦ୍ର ମୋଦି ତାଙ୍କୁ ଷୋଡଶ ଲୋକସଭାରେ ଦୁଇ ପ୍ରମୁଖ ବିଭାଗର ମନ୍ତ୍ରୀପଦ ଦେଇଥିଲେ ।
|office = [[ଭାରତର ଅର୍ଥ ମନ୍ତ୍ରୀ|ଅର୍ଥ ମନ୍ତ୍ରୀ]]
|primeminister = [[ନରେନ୍ଦ୍ର ମୋଦୀ]]
|term_start = ୨୬ ମଇ ୨୦୧୪
|term_end =
|predecessor = [[ପି.ଚିଦାମ୍ବରମ]]
|successor =
|office1 = [[ଭାରତର ରକ୍ଷା ମନ୍ତ୍ରୀ|ରକ୍ଷା ମନ୍ତ୍ରୀ]]
|primeminister1 = [[ନରେନ୍ଦ୍ର ମୋଦୀ]]
|term_start1 = ୨୬ ମଇ ୨୦୧୪
|term_end1 =
|predecessor1 = [[ଏ.କେ.ଆଣ୍ଟୋନୀ]]
|successor1 =
|office2 = [[Ministry of Corporate Affairs|Minister of Corporate Affairs]]
|primeminister2 = [[ନରେନ୍ଦ୍ର ମୋଦୀ]]
|term_start2 = ୨୬ ମଇ ୨୦୧୪
|term_end2 =
|predecessor2 = [[ସଚିନ ପାଇଲଟ]]
|successor2 =
|office3 = [[Leader of the Opposition (India)|Leader of the Opposition in the Rajya Sabha]]
|term_start3 = ୩ ଜୁନ ୨୦୦୯
|term_end3 = ୨୬ ମଇ ୨୦୧୪
|predecessor3 = [[ଯଶୱନ୍ତ ସିଂହ୍ନା]]
|successor3 = [[ଗୁଲାମ ନବୀ ଆଜାଦ]]
|office4 = [[Ministry of Law and Justice (India)|Minister of Law and Justice]]
|primeminister4 = [[ଅଟଳ ବିହାରୀ ବାଜପେୟୀ]]
|term_start4 = ୨୯ ଜୁଲାଇ ୨୦୦୯
|term_end4 = ୨୧ ମଇ ୨୦୦୪
|predecessor4 = [[ଜନ କ୍ରୀଷ୍ଣମୁର୍ତ୍ତୀ]]
|successor4 = [[ଏଚ.ଆର. ଭରଦ୍ଵାଜ]]
|primeminister5 = [[ଅଟଳ ବିହାରୀ ବାଜପେୟୀ]]
|term_start5 = ନଭେମ୍ବର ୨୦୦୭
|term_end5 = ୧ ଜୁଲାଇ ୨୦୦୨
|predecessor5 = [[ରାମ ଜେଠମଲାନୀ]]
|successor5 = [[ଜନ କ୍ରୀଷ୍ଣମୁର୍ତ୍ତୀ]]
|birth_date = {{birth date and age|1952|12|28|df=y}}
|birth_place = [[ନୂଆ ଦିଲ୍ଲୀ]], [[ଭାରତ]]
|death_date =
|death_place =
|party = [[ଭାରତୀୟ ଜନତା ପାର୍ଟି]] {{small|(1980–present)}}
|spouse = ସଙ୍ଗୀତା ଜେଟଲୀ {{small|(1982–present)}}
|children = ରୋହନ<br>ସୋନାଲୀ
|alma_mater = [[ଦିଲ୍ଲୀ ବିଶ୍ଵବିଦ୍ୟାଳୟ]]
|religion = [[ହିନ୍ଦୁ]]
|website = [http://www.arunjaitley.com/ Official website]
}}
 
 
ଅରୁଣ ଜେଟଲୀ [[ଭାରତୀୟ ଜନତା ପାର୍ଟି]]ର ଜଣେ ସକ୍ରିୟ ସଦସ୍ୟ । ଷୋଡ଼ଶ ଲୋକସଭାରେ ସେ କେନ୍ଦ୍ର କ୍ୟାବିନେଟର ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ । ଅରୁଣ ଜେଟଲୀ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବହୁ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି । ୧୯୯୮-୨୦୦୪ କେନ୍ଦ୍ରରେ ଏନଡିଏ ସରକାର ଥିବା ସମୟରେ ସେ ଶିଳ୍ପ, ବାଣିଜ୍ୟ ଏବଂ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ ଅରୁଣ ଜେଟଲୀ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂଙ୍କ ଠାରୁ ଅମ୍ରିତସର ଆସନରୁ ପରାଜିତ ହୋଇଥିଲେ । କିନ୍ତୁ ରାଜ୍ୟସଭା ସଦସ୍ୟ ଥିବାରୁ ନରେନ୍ଦ୍ର ମୋଦିମୋଦୀ ତାଙ୍କୁ ଷୋଡଶ ଲୋକସଭାରେ ଦୁଇ ପ୍ରମୁଖ ବିଭାଗର ମନ୍ତ୍ରୀପଦ ଦେଇଥିଲେ ।
===ଜନ୍ମ ଓ ଶିକ୍ଷା===
ଅରୁଣ ଜେଟଲୀ ୨୮ ଡିସେମ୍ବର,୧୯୫୨ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ତାଙ୍କ ପିତା କିଶନ ଜେଟଲୀ ଜଣେ ଓକିଲ ଥିଲେ ଓ ମା’ ରତନ ପ୍ରଭା ଜେଟଲୀ ଜଣେ ଗୃହିଣୀ ଥିଲେ ।<ref name="164.100.47.5">[http://164.100.47.5:8080/members/website/Mainweb.asp ]{{dead link|date=May 2014}}</ref> ପ୍ରଥମେ ନୂଆଦିଲ୍ଲୀର ସେଣ୍ଟ ଜାଭିୟର୍ସ ସ୍କୁଲ୍‍ରୁ ପ୍ରାଥମିକ ଶିକ୍ଷାପରେ ଜେଟଲୀ ଶ୍ରୀରାମ କଲେଜ ଅଫ କମର୍ସରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ । <ref name=autogenerated8>{{cite web|title=My memorable School days at St. Xaviers|url=http://www.arunjaitley.com/en/myjourney.php|publisher=Arun Jaitley|accessdate=10 July 2014}}</ref> ପରେ ସେ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ଆଇନ୍‍ରେ ସ୍ନାତ୍ତକ କରିଥିଲେ
===ରାଜନୈତିକ ଜୀବନ===
ଅରୁଣ ଜେଟଲୀଙ୍କ ରାଜନୈତିକ ଜୀବନ ବିଜେପିର ଛାତ୍ର ଶାଖାରେ ଯୋଗଦେବାପରଠାରୁ ଆରମ୍ଭ ହୋଇଥିଲା ୧୯୭୪ରେ ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ସଭାପିତ ଭାବେ ନିର୍ବାଚିତ ହେବାପରେ ଭାରତୀୟ ଜନତା ପାର୍ଟିର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ ୧୯୯୧ପରଠାରୁ ବିଜେପିର ଜଣେ ଦୈନିକ ସଦସ୍ୟ ଭାବେ ଗଣା ହୋଇଥିଲେ ଅରୁଣ ଜେଟଲୀ ୧୯୯୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେପିର ମୁଖପାତ୍ର କରିଦିଆଯାଇଥିଲା
 
==ଆଧାର==
{{ଆଧାର}}
==ବାହାର ତଥ୍ୟ==
*{{official website|http://www.arunjaitley.com/en}}
*[http://articles.timesofindia.indiatimes.com/2007-02-28/india/27872341_1_hindutva-issues-general-secretary-incumbency-factor BJP finds its winning mojo: alliances and incumbency]
*[http://www.india-today.com/btoday/20010916/feature3.html India Today Interview: Arun Jaitley]
[[ଶ୍ରେଣୀ:୧୯୫୨ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]