"ଅରୁଣ ଜେଟଲୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪ କ ଧାଡ଼ି:
ଅରୁଣ ଜେଟଲୀ [[ଭାରତୀୟ ଜନତା ପାର୍ଟି]]ର ଜଣେ ସକ୍ରିୟ ସଦସ୍ୟ । ଷୋଡ଼ଶ ଲୋକସଭାରେ ସେ କେନ୍ଦ୍ର କ୍ୟାବିନେଟର ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ । ଅରୁଣ ଜେଟଲୀ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବହୁ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି । ୧୯୯୮-୨୦୦୪ କେନ୍ଦ୍ରରେ ଏନଡିଏ ସରକାର ଥିବା ସମୟରେ ସେ ଶିଳ୍ପ, ବାଣିଜ୍ୟ ଏବଂ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ ଅରୁଣ ଜେଟଲୀ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂଙ୍କ ଠାରୁ ଅମ୍ରିତସର ଆସନରୁ ପରାଜିତ ହୋଇଥିଲେ । କିନ୍ତୁ ରାଜ୍ୟସଭା ସଦସ୍ୟ ଥିବାରୁ ନରେନ୍ଦ୍ର ମୋଦି ତାଙ୍କୁ ଷୋଡଶ ଲୋକସଭାରେ ଦୁଇ ପ୍ରମୁଖ ବିଭାଗର ମନ୍ତ୍ରୀପଦ ଦେଇଥିଲେ ।
===ଜନ୍ମ ଓ ଶିକ୍ଷା===
ଅରୁଣ ଜେଟଲୀ ୨୮ ଡିସେମ୍ବର,୧୯୫୨ରେ ନୂଆଦିଲ୍ଲୀରେ ଏକ ପଞ୍ଜାବୀ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ା ତାଙ୍କ ପିତା କିଶନ ଜେଟଲୀ ଜଣେ ଓକିଲ ଥିଲେ ଓ ମା’ ରତନ ପ୍ରଭା ଜେଟଲୀ ଜଣେ ଗୃହିଣୀ ଥିଲେ ା ପ୍ରଥମେ ନୂଆଦିଲ୍ଲୀର ସେଣ୍ଟ ଜାଭିୟର୍ସ ସ୍କୁଲ୍‍ରୁ ପ୍ରାଥମିକ ଶିକ୍ଷାପରେ ଜେଟଲୀ ଶ୍ରୀରାମ କଲେଜ ଅଫ କମର୍ସରୁ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ ା ପରେ ସେ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ଆଇନ୍‍ରେ ସ୍ନାତ୍ତକ କରିଥିଲେ ା
୨୮ ଡିସେମ୍ବର,୧୯୫୨ରେ ନୂଆଦିଲ୍ଲୀରେ ଜନ୍ମ ହୋଇଥିଲେ ଏବଂ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକରେ ଉତ୍ତୀର୍ଣ୍ଣ ହୋଇଥିଲେ ଜେଟଲୀ । ତେବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଭାଜପାର ଛାତ୍ର ଶାଖାରେ ଯୋଗଦେବାପରଠାରୁ
===ରାଜନୈତିକ ଜୀବନ===
ଅରୁଣ ଜେଟଲୀଙ୍କ ରାଜନୈତିକ ଜୀବନ ବିଜେପିର ଛାତ୍ର ଶାଖାରେ ଯୋଗଦେବାପରଠାରୁ ଆରମ୍ଭ ହୋଇଥିଲା ା ୧୯୭୪ରେ ସେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ଛାତ୍ର ସଂସଦ ସଭାପିତ ଭାବେ ନିର୍ବାଚିତ ହେବାପରେ ଭାରତୀୟ ଜନତା ପାର୍ଟିର ଛାତ୍ର ଶାଖା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ ା ୧୯୯୧ପରଠାରୁ ବିଜେପିର ଜଣେ ଦୈନିକ ସଦସ୍ୟ ଭାବେ ଗଣା ହୋଇଥିଲେ ଅରୁଣ ଜେଟଲୀ ା ୧୯୯୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେପିର ମୁଖପାତ୍ର କରିଦିଆଯାଇଥିଲା ା
 
==ଆଧାର==
{{ଆଧାର}}