"ଅରୁଣ ଜେଟଲୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ଅରୁଣ ଜେଟଲି ପୃଷ୍ଠାଟି ଅରୁଣ ଜେଟଲୀକୁ ଘୁଞ୍ଚାଇଲେ: ଠିକ ବନାନ !
୧ କ ଧାଡ଼ି:
{{ଛୋଟ|Arun Jaitley}}
==ଅରୁଣ ଜେଟଲୀ==
ମନ୍ତ୍ରୀ- ଅର୍ଥ ଓ ପ୍ରତିରକ୍ଷା ବିଭାଗ(କ୍ୟାବିନେଟ)
ଦଳ-ଭାଜପା(ରାଜ୍ୟସଭା ସଦସ୍ୟ)
ଅରୁଣ ଜେଟଲୀ [[ଭାରତୀୟ ଜନତା ପାର୍ଟିରପାର୍ଟି]]ର ଜଣେ ସକ୍ରିୟ ସଦସ୍ୟ ଷୋଡଶଷୋଡ଼ଶ ଲୋକସଭାରେ ସେ କେନ୍ଦ୍ର କ୍ୟାବିନେଟର ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟରତ ଅରୁଣ ଜେଟଲୀ ତାଙ୍କ ରାଜନୈତିକ ଜୀବନ ମଧ୍ୟରେ ବହୁ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି ୧୯୯୮-୨୦୦୪ କେନ୍ଦ୍ରରେ ଏନଡିଏ ସରକାର ଥିବା ସମୟରେ ସେ ଶିଳ୍ପ, ବାଣିଜ୍ୟ ଏବଂ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ମାତ୍ର ୨୦୧୪ ସାଧାରଣ ନିର୍ବାଚନରେ ଅରୁଣ ଜେଟଲୀ କଂଗ୍ରେସ ପ୍ରାର୍ଥୀ ଅମରିନ୍ଦର ସିଂଙ୍କ ଠାରୁ ଅମ୍ରିତସର ଆସନରୁ ପରାଜିତ ହୋଇଥିଲେ କିନ୍ତୁ ରାଜ୍ୟସଭା ସଦସ୍ୟ ଥିବାରୁ ନରେନ୍ଦ୍ର ମୋଦି ତାଙ୍କୁ ଷୋଡଶ ଲୋକସଭାରେ ଦୁଇ ପ୍ରମୁଖ ବିଭାଗର ମନ୍ତ୍ରୀପଦ ଦେଇଥିଲେ
===ଜନ୍ମ ଓ ଶିକ୍ଷା===
୨୮ ଡିସେମ୍ବର,୧୯୫୨ରେ ନୂଆଦିଲ୍ଲୀରେ ଜନ୍ମ ହୋଇଥିଲେ ଏବଂ ଦିଲ୍ଳୀ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକରେ ଉତ୍ତୀର୍ଣ୍ଣ ହୋଇଥିଲେ ଜେଟଲୀ ତେବେ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ଭାଜପାର ଛାତ୍ର ଶାଖାରେ ଯୋଗଦେବାପରଠାରୁ
==ଆଧାର==
{{ଆଧାର}}
[[ଶ୍ରେଣୀ:୧୯୫୨ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]