"ଉଇକିପିଡ଼ିଆ:ଆଲୋଚନା ସଭା/Archive 1" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୯ କ ଧାଡ଼ି:
 
ଜୁନ ୧୧ ରୁ ଜୁଲାଇ ୧ ଭିତରେ ମୋଟ ୪୧ଟି ନୂଆ ପ୍ରସଙ୍ଗ ତିଆରି ହୋଇଥିଲା ଯହିଁରୁ ୧୬ଟି ହେଉଛି ମୁଣ୍ଡିଆ ଶ୍ରେଣୀର । ୧୨ ଜଣ ଉଇକିଆଳିଙ୍କ ଦ୍ୱାରା ତିଆରି ଏହି ପ୍ରସଙ୍ଗର ତାଲିକା [[ଉଇକିପିଡ଼ିଆ:ମୁଣ୍ଡିଆ ପ୍ରସଙ୍ଗ ତାଲିକା/ଜୁଲାଇ ୨୦୧୪|ଏଠାରେ]] ଦିଆଗଲା । ସୁଖର କଥା ଯେ ଏହି ସମୟ ଭିତରେ ଗୋଟିଏ ବି ମୁଣ୍ଡିଆ ବଟ (ସ୍ୱୟଂଚାଳକ) ଦ୍ୱାରା ତିଆରି ହୋଇନାହିଁ । ମୁଁ ମଧ୍ୟ ମୁଣ୍ଡିଆ ପ୍ରସଙ୍ଗଟିଏ ତିଆରିଛି । ସମସ୍ତଙ୍କୁ ଅନୁରୋଧ ଏ ପ୍ରସଙ୍ଗମାନଙ୍କରେ ଅଧିକ ତଥ୍ୟ ଯୋଡ଼ି ଏସୁବୁକୁ ଆର ମାସ ବେଳକୁ ବଢ଼ାଇବା ପାଇଁ ଚେଷ୍ଟା କରିବା ପାଇଁ । :) --[[ବ୍ୟବହାରକାରୀ:Psubhashish|ସୁଭାସିସ ପାଣିଗାହି]] <sup>[[User_talk:Psubhashish|ମୋ ସଙ୍ଗେ ଆଲୋଚନା କରନ୍ତୁ]]</sup> ୧୫:୫୨, ୧ ଜୁଲାଇ ୨୦୧୪ (UTC)
 
== IRC ପାଇଁ ନିମନ୍ତ୍ରଣ ==
 
ଆସନ୍ତା ୧୧ ତାରିଖରେ ରାତି ୮ଟାରେ IRC ଆଲୋଚନା ହବାକୁ ଯାଉଛି । ଆଲୋଚନାର ବିଷୟ ପରେ ଜଣାଇଦିଆଯିବ । ଭାଗନେବାକୁ ଥିବା ଉଇକିଆଳି ନିଜ ନାମ ଏହି ପାରା ରେ ଲେଖେଇବାକୁ ଅନୁରୋଧ।
 
IRC ବିବରଣୀ:
Channel: #Wikimedia-or
Date: ଜୁଲାଇ ୧୧, ୨୦୧୪ (ସୋମବାର)
Time: ସନ୍ଧ୍ୟା ୮.୦୦ ରୁ ୯.୩୦ ଯାଏଁ
--[[ବ୍ୟବହାରକାରୀ:Guguly18|ଦୀପ୍ତିମାନ ପାଣିଗ୍ରାହୀ]]