"ପେଞ୍ଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
[[File:Screws.jpg|thumb|220px|କିଛି ପେଞ୍ଚ]]
[[File:Screw and trough.gif|thumb|220px|କାର୍ଯ୍ୟରତ ପେଞ୍ଚ]]
ଚୁଡ଼ି ଥିବା କଣ୍ଟାକୁ '''ପେଞ୍ଚ''' ବା '''ପେଚ''' କହନ୍ତି । ପେଞ୍ଚକୁ [[କାଠ]] କିମ୍ବା ଅନ୍ୟ ବସ୍ତୁରେ ଚାପି ପେଞ୍ଚକଶ ସାହାଯ୍ୟରେ ମୋଡ଼ାଯାଇଥାଏ । ତେଣୁ ଏହା କଣ୍ଟା ତୁଳନାରେ କାଠରେ ଦୃଢ଼ ଭାବରେ ରହିଥାଏ । ବିଭିନ୍ନ ପ୍ରକାର ପେଞ୍ଚ ଭିନ୍ନ ପ୍ରକାରର କାମରେ ଲାଗିଥାଆନ୍ତି ।
 
କିଛି ପେଞ୍ଚକୁ ବିପରୀତ ଚୁଡ଼ିର ନଟ୍‌ରେ ଖାପିବା ପାଇଁ ତିଆରି କରାଯାଇଥାଏ । ପେଞ୍ଚ ଲୁହା, ଇସ୍ପାତ, ତମ୍ବା, କଂସା କିମ୍ବା ପ୍ଲାଷ୍ଟିକ୍‌ରେ ତିଆରି ହୋଇଥାଏ ।
"https://or.wikipedia.org/wiki/ପେଞ୍ଚ"ରୁ ଅଣାଯାଇଅଛି