"ପେଞ୍ଚ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"thumb|220px|କିଛି ପେଞ୍ଚ File:Screw and trough.gif|thumb|220px|କାର୍ଯ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
[[File:Screws.jpg|thumb|220px|କିଛି ପେଞ୍ଚ]]
[[File:Screw and trough.gif|thumb|220px|କାର୍ଯ୍ୟରତ ପେଞ୍ଚ]]
ଚୁଡ଼ି ଥିବା କଣ୍ଟାକୁ '''ପେଞ୍ଚ''' ବା '''ପେଚ''' କହନ୍ତି୤କହନ୍ତି । ପେଞ୍ଚକୁ କାଠ କିମ୍ବା ଅନ୍ୟ ବସ୍ତୁରେ ଚାପି ପେଞ୍ଚକଶ ସାହାଯ୍ୟରେ ମୋଡ଼ାଯାଇଥାଏ୤ମୋଡ଼ାଯାଇଥାଏ । ତେଣୁ ଏହା କଣ୍ଟା ତୁଳନାରେ କାଠରେ ଦୃଢ଼ ଭାବରେ ରହିଥାଏ୤ରହିଥାଏ । ବିଭିନ୍ନ ପ୍ରକାର ପେଞ୍ଚ ଭିନ୍ନ ପ୍ରକାରର କାମରେ ଲାଗିଥାଆନ୍ତି୤ଲାଗିଥାଆନ୍ତି ।
 
କିଛି ପେଞ୍ଚକୁ ବିପରୀତ ଚୁଡ଼ିର ନଟ୍‌ରେ ଖାପିବା ପାଇଁ ତିଆରି କରାଯାଇଥାଏ୤କରାଯାଇଥାଏ । ପେଞ୍ଚ ଲୁହା, ଇସ୍ପାତ, ତମ୍ବା, କଂସା କିମ୍ବା ପ୍ଲାଷ୍ଟିକ୍‌ରେ ତିଆରି ହୋଇଥାଏ୤ହୋଇଥାଏ ।
 
ପେଞ୍ଚର ଚୁଡ଼ିକୁ ମିଲିମିଟର କିମ୍ବା ସଂଖ୍ୟାରେ ପ୍ରକାରଭେଦ କରାଯାଏ୤କରାଯାଏ । ଆସବାବ, କବାଟ ଓ ଅନ୍ୟାନ୍ୟ ଯାନ୍ତ୍ରିକ ଉପକରଣରେ ପେଞ୍ଚର ବ୍ୟବହାର ହୁଏ୤ହୁଏ ।
 
ଜିନିଷମାନଙ୍କୁ ଏକାଠି ଧରିବରେ ପେଞ୍ଚ ବଡ଼ ଉପକାରୀ୤ଉପକାରୀ । ୟାକୁ କାଢ଼ି ଅଲଗା ମଧ୍ୟ କରାଯାଇପାରେ ଯଦି କୌଣସି ଅଠା ଏଥିରେ ବ୍ୟବହାର କରାଯାଇ ନଥାଏ୤ନଥାଏ । ଅନେକ ପ୍ରକାର ବସ୍ତୁକୁ ପେଞ୍ଚ ଦ୍ବାରା ଏକତ୍ର କରାଯାଏ୤କରାଯାଏ । ଅନେକ ସମୟରେ ବାରମ୍ବାର ଖୋଲିବା ବନ୍ଦ କରିବା ଦ୍ବାରା ଚୁଡ଼ି ଢିଲା ମଧ୍ୟ ହୋଇଯାଏ୤ହୋଇଯାଏ । କିଛି ପରିସ୍ଥିତିରେ କଳଙ୍କି କିମ୍ବା ଅନ୍ୟ କାରଣରୁ ପେଞ୍ଚକୁ ଖୋଲିବା କଠିନ ହୋଇ ପଡ଼େ୤ପଡ଼େ ।
"https://or.wikipedia.org/wiki/ପେଞ୍ଚ"ରୁ ଅଣାଯାଇଅଛି