"ଲଙ୍ଗଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

୧,୫୩୮ ବାଇଟଗୁଡିକ ଯୋଡାଗଲା ,  ୬ ବର୍ଷ ପୂର୍ବେ
ଛୋଟ ବଦଳ
(ଛୋଟ ବଦଳ)
[[File:Yaks_still_provide_the_best_way_to_plow_fields_in_Tibet.jpg|thumb|250px|ହଳ ଲଙ୍ଗଳ]]
ଲଙ୍ଗଳ ([[ସଂସ୍କୃତ]]: ''ଲାଙ୍ଗଳ'') ହଳ କରିବା ବା ଭୂମି ଚଷିବା ପାଇଁ ବ୍ୟବହୃତ ଏକ ଲୌହମୁଖ ଯନ୍ତ୍ର ଯନ୍ତ୍ର ।
[[File:Plough.JPG|thumb|250px| କଳ ଲଙ୍ଗଳ]]
ଲଙ୍ଗଳ ([[ସଂସ୍କୃତ]]: ''ଲାଙ୍ଗଳ'') ହଳ କରିବା ବା ଭୂମି ଚଷିବା ପାଇଁ ବ୍ୟବହୃତ ଏକ ଲୌହମୁଖ ଯନ୍ତ୍ର । ଏହା ଖ୍ରୀ.ପୂ. ୫୫୦୦ରେ ମେସୋପଟାମିଆରେ ଉଦ୍ଭାବନ ହୋଇଥିଲା।<ref>{{cite book|title=1001 inventions that changed the world|publisher=Hachete India|isbn=9789350096857}}</ref> ମଣିଷର ସ୍ଥାୟୀ ସଭ୍ୟତା ପାଇଁ ଲଙ୍ଗଳର ଭୂମିକା ଅତି ଗୁରୁତ୍ବପୂର୍ଣ ସାବ୍ୟସ୍ତ ହୋଇଥିଲା। କାରଣ ସ୍ଥାୟୀ ଭାବରେ ବସବାସ କରିବା ପାଇଁ ପ୍ରଥମ ଆବଶ୍ୟକତା ଥିଲା କୃଷି। କୃଷି ପାଇଁ ଲଙ୍ଗଳର ଆବଶ୍ୟକତାକୁ ତ ଏଡ଼ାଇ ଦିଆ ଯାଇ ନପାରେ। ଜମିକୁ ଭଲ ଭାବରେ କର୍ଷଣ କଲେ ହିଁ ତାହା ଅଙ୍କୁରୋଦ୍‌ଗମ ପାଇଁ ସୁଗମ ହୋଇଥାଏ।
ସେବେକାର ଲଙ୍ଗଳ ଓ ଏବେର ଲଙ୍ଗଳ ମଧ୍ୟରେ ଆକାଶ ପାତାଳର ପାର୍ଥକ୍ୟ ଅନୁମାନ କରାଯାଇପାରେ। ପ୍ରାଥମିକ ସମୟର ଲଙ୍ଗଳ ମୁଖ୍ୟତଃ ପଶୁମାନଙ୍କ ଦ୍ବାରା ପରିଚାଳିତ ହେଉଥିବା ସ୍ଥଳେ ଏବେ ଏହା ଯନ୍ତ୍ର ଦ୍ବାରା ଚାଳିତ ହେଉଛି।
 
==ଗଠନ==
୧୫୪

ଗୋଟି ସମ୍ପାଦନା