"କୋଣାର୍କ ସୂର୍ଯ୍ୟ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Wikipedia python library
୧୪ କ ଧାଡ଼ି:
}}
 
'''କୋଣାର୍କ ସୂର୍ଯ୍ୟ ମନ୍ଦିର''' ୧୩ଶ ଶତାବ୍ଦୀରେ ନିର୍ମିତ [[ଭାରତ|ଭାରତୀୟ]] ରାଜ୍ୟ [[ଓଡ଼ିଶା]]ର [[ପୁରୀ ଜିଲ୍ଲା]]ରେ ଥିବା [[କୋଣାର୍କ]] ସହରରେ ଅବସ୍ଥିତ ଏକ ସୂର୍ଯ୍ୟ ମନ୍ଦିର ('''କୃଷ୍ଣ ପାଗୋଡ଼ା''' ନାମରେ ମଧ୍ୟ ଜଣା <ref name=officialkonark>{{cite web |url= http://konark.nic.in/intro.htm|title=Official website|publisher = Tourism Department, Government of Orissa|accessdate=3 May 2013}}</ref>) । ପ୍ରାୟ ୧୨୫୦ ଖ୍ରୀଷ୍ଟାବ୍ଦରେ [[ଉତ୍କଳ]]ର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଏହି ମନ୍ଦିର ନିର୍ମିତ ବୋଲି ଜଣାଯାଏ । <ref name="IndianHistory">{{cite book|title=Indian History|url=http://books.google.com/books?id=X4j7Nf_MU24C&pg=SL2-PA3|accessdate=3 May 2013|publisher=Tata McGraw-Hill Education|isbn=978-0-07-132923-1|page=2}}</ref> ଏକ ବିଶାଳ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଠ ଯହିଁରେ ପଥର ନିର୍ମିତ ଚକ, ସ୍ତମ୍ଭ ଓ କାନ୍ଥ ରହିଛି । ଏହାର ମୁଖ୍ୟ ଭାଗ ଧୀରେ ଧୀରେ କ୍ଷୟ ହୋଇଯାଉଛି । ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । <ref name=unesco>{{cite web|url=|title=Sun Temple, Konârak |url=http://whc.unesco.org/en/list/246/|publisher=UNESCO |accessdate=3 May 2013}}</ref> ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହା ଅନ୍ୟତମ । (ଏନ.ଡି.ଟି.ଭି. ଦେଇ ହୋଇଥିବା ସର୍ବେକ୍ଷଣ ଅନୁସାରେ) I
'''କୋଣାର୍କ ସୂର୍ଯ୍ୟ ମନ୍ଦିର''' [[ଭାରତ]] ଅନ୍ତର୍ଗତ [[ଓଡ଼ିଶା|ଓଡ଼ିଶାର]] [[ପୁରୀ ଜିଲ୍ଲା]]ରେ ଥିବା ଏକ ପୁରୁଣା ମନୋରମ ମନ୍ଦିର । ଏହା [[କୋଣାର୍କ]] ସହରରେ ଅବସ୍ଥିତ l କୋଣାର୍କ ମନ୍ଦିର ହେଉଛି ସ୍ଥାପତ୍ୟ, ବୈଷୟିକ ଜ୍ଞାନ, ଶିଳ୍ପକଳା ଓ ସର୍ବୋପରି ଗୋଟିଏ ଉଚ୍ଚ ଜୀବନାଦର୍ଶର ଅପୂର୍ବ ସମନ୍ଵୟ । ଏପରି ସୃଷ୍ଟି ଖାଲି ଓଡ଼ିଶାରେ ନୁହେଁ, ସାରା ବିଶ୍ଵରେ ସମ୍ଭବ ହୋଇ ପାରିନାହିଁ । ତ୍ରୟୋଦଶ ଶତାବ୍ଦୀରେ ଉତ୍କଳର ଗଙ୍ଗବଂଶୀୟ ରାଜା ଲାଙ୍ଗୁଳା ନରସିଂହ ଦେବ (୧୨୩୮ରୁ ୧୨୫୦ ଖ୍ରୀଷ୍ଟାବ୍ଦ) ଙ୍କଦ୍ୱାରା ନିର୍ମିତ ରଥାକୃତିର ଏହି ମନ୍ଦିରଟି ହେଉଛି ପଞ୍ଚରଥ ବିଶିଷ୍ଟ । ଏହାକୁ '''କୃଷ୍ଣ ପାଗୋଡ଼ା (Black Pagoda)''' ମଧ୍ୟ କୁହାଯାଏ ।<ref>{{cite web |url= http://www.theorissa.com/index.php/temples-monuments |title=Temples & Monuments |work=theorissa.com |year=2012 |quote=The temple known as the Black Pagoda is one of the unrivalled architectural marvels of ancient India, the UNESCO world heritage sites. |accessdate=5 July 2012}}</ref><ref>[http://konark.nic.in/intro.htm title= ସରକାରୀ ୱେବସାଇଟ] </ref>
ଏହି ମନ୍ଦିର ହେଉଛି ଗଙ୍ଗ ବଂଶର କଳିଙ୍ଗୀୟ (ଓଡ଼ିଆ) ସ୍ଥାପତ୍ୟ କଳାର ଏକ ନିଦର୍ଶନ । ଏହି ମନ୍ଦିରଟି ଭାରତର କେତୋଟି ବହୁ ପ୍ରସିଦ୍ଧ ମନ୍ଦିର ମାନଙ୍କ ଭିତରୁ ଅନ୍ୟତମ ଏବଂ ଏହା ଏକ ବିଶ୍ୱ ଐତିହ୍ୟ ସ୍ଥଳୀ । ଟାଇମସ୍ ଅଫ ଇଣ୍ଡିଆଙ୍କର ସୂଚୀଭୁକ୍ତ ଭାରତର ସପ୍ତାଶ୍ଚର୍ଯ୍ୟ ଭିତରେ ଏହା ଅନ୍ୟତମ । (ଏନ.ଡି.ଟି.ଭି.ଙ୍କ ଦେଇ ହୋଇଥିବା ସର୍ବେକ୍ଷଣ ଅନୁସାରେ)
 
== ନାମକରଣ ==