Content deleted Content added
|
|
{{ଛୋଟ|Sun}}
{{ସୂର୍ଯ୍ୟ}}
'''ସୂର୍ଯ୍ୟ''' ହେଉଛି ଏକ ନକ୍ଷତ୍ର, ଏହା [[ସୌରଜଗତ]] ର ମଧ୍ୟଭାଗରେ ଅବସ୍ଥିତ ଏହା ପାଖା ପାଖି ଗୋଲକ ଆକାରର ଓ ଏକାଧିକ ଉତପ୍ତ ବାଷ୍ପ(ପ୍ଲାଜମା) କୁ ନେଇ ଗଠିତ ଏହାର ପରିସର ୧୩୯୨୦୦୦ କିମି. ପୃଥିବୀର[[ପୃଥିବୀ]]ର ୧୦୯ ଗୁଣ ଏହାର ବସ୍ତୁତ୍ବ ପ୍ରାୟ ୨x୧୦<sup>୩୦</sup> କିଗ୍ରା, ଯାହା ପୃଥିବୀ ର ୩୩୦୦୦୦ ଗୁଣ. ସମ୍ପୁର୍ଣ ସୌର ଜଗତର ୯୯.୮୬% ବସ୍ତୁତ୍ବ ସୂର୍ଯ୍ୟର ସୂର୍ଯ୍ୟ ୪ ଭାଗ ରୁ ପ୍ରାୟ ୩ ଭାଗ ''ଉଦଜାନ'' ଓ ବଳକା ଅଧିକାଂଶ ଭାଗ ''ହିଲିଅମ'' ଓ ଓଜନିଆ କଣିକା ଯଥା ''ଅମ୍ଳଜାନ'', ''ଅଂଗାରକାମ୍ଲ'', ''ଲୌହ'' , ''ନିଅନ୍'' ଆଦି କୁ ନେଇ ଗଠିତ <ref>{{cite news |url=http://science.nasa.gov/science-news/science-at-nasa/2008/02oct_oblatesun/ |title=How Round is the Sun? |publisher=NASA |date=2 October 2008 |accessdate=7 March 2011}}</ref>
== ଆମେ ବାସି ସୂର୍ଯ୍ୟ ଦେଖୁ ==
|