"ରମାଦେବୀ ଚୌଧୁରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୮ କ ଧାଡ଼ି:
}}
 
୧୮୯୯ ମସିହା ଡିସେମ୍ବର ୩ ତାରିଖରେ [[କଟକ]] ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ ଡେପୁଟି କଲେକ୍ଟର ଥିଲେ । ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ [[ମଧୁସୂଦନ ଦାସ]]ଙ୍କ ଝିଆରୀ । ୧୯୧୪ ମସିହା ଅପ୍ରେଲ ମାସରେ ସ୍ୱାଧୀନତା ସଂଗ୍ରାମୀ, ତତ୍କାଳୀନ ଡେପୁଟି କଲେକ୍ଟର ତଥା କଟକର ଖ୍ୟାତନାମା ଓକିଲ [[ଗୋପବନ୍ଧୁ ଚୌଧୁରୀ]]ଙ୍କୁ ସେ ବିବାହ କରିଥିଲେ ।
 
୧୯୨୧ ମସିହା ମାର୍ଚ୍ଚ ମାସରେ [[ମହାତ୍ମା ଗାନ୍ଧୀ]] [[କଟକ]] ଆସିଥିବା ସମୟରେ ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ତାଙ୍କର ସମସ୍ତ ଗହଣା ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ ।
 
== k ==
କେବଳ
ମୋଗଲ, ମରହଟ୍ଟା, ଇଂରେଜ ରାଜୁତି ଉତ୍କଳର
ସାମାଜିକ, ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥିଲା । ସବୁଠାରୁ ଅଧିକ
ଅବହେଳିତ ହୋଇଥିଲେ
ମହିଳାମାନେ । ଦାଣ୍ଡ ଏରୁଣ୍ଡି ଡେଇଁ
ଗାଁ ଗଣ୍ଡା, ସାହିପଡିଶାଙ୍କ ସୁଖ
ଦୁଃଖରେ ସମଭାଗି ହେବାକୁ ମଧ୍ୟ
ତା'ର ସ୍ୱାଧୀନତା ନଥିଲା ।
ରକ୍ଷଣଶୀଳ ଚଳଣିର ଦ୍ୱାହି ଦେଇ
ନାରୀର ସମସ୍ତ ଅଧିକାର ଲୁଣ୍ଠନ
କରାଯାଇଥିଲା । ନାରୀ ଜାତିର
ଏଭଳି ଏକ ଅସମୟରେ ଜନ୍ମ
ନେଇଥିଲେ କେତେଜଣ ପ୍ରାତଃ
ସ୍ମରଣୀୟା ନାରୀନେତ୍ରୀ ।
ସେମାନଙ୍କ ମଧ୍ୟରେ ଥିଲେ ମା'
ରମାଦେବୀ, ମା' ଶାରଳା ଦେବୀ,
ମା' ମାଳତୀ ଦେବୀ, ମା'
ଅନ୍ନପୂର୍ଣ୍ଣା ଦେବୀ । କେବଳ
ସେମାନଙ୍କର ଦୃଢ ମନୋବଳ,
ସମାଜ ସେବା ପାଇଁ ସଂକଳ୍ପ ଓ
Line ୮୭ ⟶ ୭୧:
ଅନ୍ୟାୟ ବିରୁଦ୍ଧରେ ଲଢି ସେ
ନ୍ୟାୟ ଆଣି ଦେବାରେ ଆନନ୍ଦ
ପାଉଥିଲେ । ରାଜ୍ୟ ତଥା ଦେଶର
 
ଦୁର୍ଦ୍ିଦିନରେ ସମସ୍ତେ ମା'ଙ୍କୁ ସ୍ମରଣ
 
କରନ୍ତି । ମୋର ମନେ ଅଛି,
ରମାଦେବୀ ୧୮୯୯ ଡିସେମ୍ବର ୩ ତାରିଖ ଦିନ ଉତ୍କଳଗୌରବ [[ମଧୁସୂଦନ]]ଙ୍କ ଅନୁଜ ଗୋପାଳବଲ୍ଲଭଙ୍କ ସହଧର୍ମିଣୀ ବସନ୍ତ କୁମାରୀଙ୍କ କୋଳମଣ୍ଡନ କରିଥିଲେ । ପିତାମାତା ଶ୍ରଦ୍ଧାରେ 'ବେଲ' ଡାକୁଥିଲେ । ସମସ୍ତ ସଂସ୍କାର, ସୁଗୁଣ ଓ ଶିକ୍ଷା ସେ ପାଇଥିଲେ ପିତା ଗୋପାଳବଲ୍ଲଭ ଓ ମାତା ବସନ୍ତ କୁମାରୀଙ୍କଠାରୁ । ମା'ଙ୍କ ଶିକ୍ଷା ଥିଲା, "ନାରୀର ଦୟା, କରୁଣା, ସେବା, ଲଜ୍ଜା ଭୂଷଣ ଅଟେ । ପରର ଉପକାର ଶ୍ରେଷ୍ଠ ଧର୍ମ ଅଟେ ।' ପିତା କିନ୍ତୁ ପୁରାଣ କଥା, ଇତିହାସ କଥା, ସ୍ୱଦେଶୀ ଜାଗରଣ କଥା କହି ଝିଅକୁ ମାର୍ଗଦର୍ଶନ ଦେଇଥିଲେ । ପିତା ଥିଲେ ଇଂରେଜ ଅମଳର ଡେପୁଟି କଲେକ୍ଟର । ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି
୧୯୯୫ ମସିହାର ବଢି କଥା ।
ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ । ୧୯୧୪ ମସିହା ପ୍ରଥମ ବିଶ୍ୱ ଯୁଦ୍ଧ ବିଭୀଷିକା ମଧ୍ୟରେ ପିତା ଗୋପାଳବଲ୍ଲଭ ନିଜର ଅଲିଅଳି କନ୍ୟାର ହାତକୁ ସର୍ବଗୁଣସମ୍ପନ୍ନ ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ ଟେକି ଦେଇଥିଲେ । ଗୋପବନ୍ଧୁବାବୁ ଥିଲେ କଟକର ପ୍ରସିଦ୍ଧ ଓକିଲ ତଥା ନାମକରା ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ସୁଯୋଗ୍ୟ ପୁତ୍ର । ମଣିକାଞ୍ଚନ ସଂଯୋଗ ଭଳି ସ୍ୱାମୀ-ସ୍ତ୍ରୀ ସବୁ ଭୁଲି ଦେଶ ସେବାରେ ଜୀବନ ବିତାଇବାକୁ ସଂକଳ୍ପ କରିନେଲେ । ସେସମୟର ମର୍ଯ୍ୟାଦାସମ୍ପନ୍ନ ଡେପୁଟି କଲେକ୍ଟର ପଦବୀ ଛାଡି ଗୋପବନ୍ଧୁବାବୁ ସସ୍ତ୍ରୀକ ସ୍ୱଦେଶୀ ଆନ୍ଦୋଳନରେ ସାମିଲ ହୋଇଗଲେ । ପରେ ପରେ ତାଙ୍କ ଅନୁଜ ନବକୃଷ୍ଣ ଚୌଧୁରୀ, ଭ୍ରାତୃବଧୂ ମାଳତୀ ଚୌଧୁରୀ, ପୁତ୍ର ମନମୋହନ ଚୌଧୁରୀ, କନ୍ୟା ଅନ୍ନପୂର୍ଣ୍ଣା ଦେଶ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ନେଇଥିଲେ । ୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଗୋଟି ସାଧାରଣ ସମାବେଶରେ ଯୋଗଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ । ଏହି ସମାବେଶରେ ସ୍ୱାମୀଙ୍କ ସହ ମା' ରମାଦେବୀ ଯୋଗଦେଇ ଜୀବନର ମାର୍ଗଦର୍ଶନ ପାଇଥିଲେ । ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିଥିଲେ । ଖଦୀବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ । ୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ିତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ ମା' ରମାଦେବୀ । ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । କଟକ ରହଣି ସମୟରେ ମଧୁସୂଦନଙ୍କ ସଞ୍ଚାଳିତ କୁଟୀର ଶିଳ୍ପ, ତାରକସୀ ଶିଳ୍ପ, ଚମଡା ଶିଳ୍ପ କେନ୍ଦ୍ରଗୁଡିକ ଦେଖି ଗାନ୍ଧିଜୀ ପ୍ରଭାବିତ ହୋଇ ଯାଇଥିଲେ । କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଗାନ୍ଧିଜୀ ଆରମ୍ଭ କରିଥିଲେ । ମା' ରମାଦେବୀ ଛାଇ ପରି ତାଙ୍କ ସଙ୍ଗେ ସଙ୍ଗେ ରହି ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ ସମସ୍ତଙ୍କୁ ଶୁଣାଉ ଥିଲେ । ବଡବାପା ମଧୁସୂଦନ ଓ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢିଥିଲେ "ବରି ଆଶ୍ରମ' । ମା' ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖାଗଲା । ୧୯୪୨ ଭାରତଛାଡ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ମା' ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁ
ରମାଦେବୀଙ୍କର ଆଦର୍ଶରେ ଗଢା
ବାବୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଲେ । ଦେଶ ସ୍ୱାଧୀନ ହେବା ପରେ ବହୁ ଜନନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇଉଠିଲେ । ମାତ୍ର ଏହି ଦେଶ ସେବକ ଦମ୍ପତି ସେଥିରୁ ନିବୃତ ରହି ଜନସେବାକୁ ଧର୍ମଭାବେ ମାନି ନେଇଥିଲେ । ୧୯୫୫ ମସିହା ବିନୋବାଜୀଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ମା' ରମାଦେବୀଙ୍କର ଅଭୟ ହସ୍ତ ଥିଲା । ସମସ୍ତ ପରିବାର ସଦସ୍ୟ ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରି ଏକ ଆଦର୍ଶ ସ୍ଥାପନ କରିଯାଇଛନ୍ତି ।
ମୋର ପିଉସୀ ନାନୀ ଇନ୍ଦୁମତୀ
ଦେବୀଙ୍କ ସହ ତାଙ୍କ କଟକ
ବାସଭବନକୁ ଯାଇଥାଏ । ମହିଳା
କର୍ମୀମାନଙ୍କୁ ବନ୍ୟାଞ୍ଚଳ ସେବା
ଦାୟିତ୍ୱ ଦିଆଯାଉଥାଏ । ନାନୀଙ୍କୁ
କାକଟପୁର ଯିବା ପାଇଁ ନିର୍ଦ୍ଦେଶ
ମିଳିଲା । ସମସ୍ତଙ୍କ ପାଇଁ
ଗୋଟିଏ ଉପଦେଶ- ମହିଳା,
ମିଶୁ, ବୃଦ୍ଧମାନଙ୍କ ଦାୟିତ୍ୱ ନିଜେ ନେବ । ଭଲ ମଣିଷ ବାଛି
ତୁରନ୍ତ ସେବା ଦଳଟିଏ ଗଢିବ । ମୋ ଉପରେ ଦୃଷ୍ଟି ପଡିବାରୁ
ପଚାରିଲେ, "ଇନ୍ଦୁ, ପିଲାଟି କିଏ ?' ନାନୀ ପରିଚୟ ଦେବା
ପୂର୍ବରୁ ଅଭୟ ହସ୍ତଟି ମଥା ସ୍ପର୍ଶ କରିସାରିଥିଲା । ସେଠାରୁ ଫେରି
ନାନୀ ସିଧା ଗଲେ କାକଟପୁର । ମୋ ପାଇଁ ତାଙ୍କର ଉପଦେଶ
 
ଥିଲା, "ମା' ରମାଦେବୀଙ୍କ ପୂର୍ବରୁ କେବେ ବି ମା' ସମ୍ବୋଧନ
ଅଲଗା କରିବୁ ନାହଁ ।' ଆଜି ଜାଣୁଛି, ସମସ୍ତ ତ୍ୟାଗ, ସମର୍ପିତ
ଜନସେବା ପ୍ରତି ବଦଳରେ ସେ ଓଡ଼ିଆ ଜାତିଠାରୁ "ମା' ସମ୍ବୋଧନ
ପାଇଥିଲେ । ଏହା କ'ଣ କମ୍ ଗର୍ବଗୌରବର କଥା ।
ପ୍ରାତଃ ସ୍ମରଣୀୟା ମା' ରମାଦେବୀ ୧୮୯୯ ଡିସେମ୍ବର
୩ ତାରିଖ ଦିନ ଉତ୍କଳଗୌରବ ମଧୁସୂଦନଙ୍କ ଅନୁଜ
ଗୋପାଳବଲ୍ଲଭଙ୍କ ସହଧର୍ମିଣୀ ବସନ୍ତ କୁମାରୀଙ୍କ କୋଳମଣ୍ଡନ
କରିଥିଲେ । ପିତାମାତା ଶ୍ରଦ୍ଧାରେ ଡାକୁଥିଲେ ବେଲ ବୋଲି ।
ସମସ୍ତ ସଂସ୍କାର, ସୁଗୁଣ ଓ ଶିକ୍ଷା ସେ ପାଇଥିଲେ ପିତା
ଗୋପାଳବଲ୍ଲଭ ଓ ମାତା ବସନ୍ତ କୁମାରୀଙ୍କଠାରୁ । ମା'ଙ୍କ ଶିକ୍ଷା
ଥିଲା, "ନାରୀର ଦୟା, କରୁଣା, ସେବା, ଲଜ୍ଜା ଭୂଷଣ ଅଟେ ।
ପରର ଉପକାର ଶ୍ରେଷ୍ଠ ଧର୍ମ ଅଟେ ।' ପିତା କିନ୍ତୁ ପୁରାଣ କଥା,
ଇତିହାସ କଥା, ସ୍ୱଦେଶୀ ଜାଗରଣ କଥା କହି ଝିଅକୁ ମାର୍ଗଦର୍ଶନ
ଦେଇଥିଲେ । ପିତା ଥିଲେ ଇଂରେଜ ଅମଳର ଡେପୁଟି
କଲେକ୍ଟର । ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି
ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ
ପାରିଥିଲେ । କୌଣସି ବିଦ୍ୟାଳୟକୁ ନଯାଇ ମା' ରମାଦେବୀ
ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।
୧୯୧୪ ମସିହା ପ୍ରଥମ ବିଶ୍ୱ ଯୁଦ୍ଧ ବିଭୀଷିକା ମଧ୍ୟରେ
ପିତା ଗୋପାଳବଲ୍ଲଭ ନିଜର ଅଲିଅଳି କନ୍ୟାର ହାତକୁ
ସର୍ବଗୁଣସମ୍ପନ୍ନ ଡେପୁଟି କଲେକ୍ଟର ଗୋପବନ୍ଧୁ ଚୌଧୁରୀଙ୍କୁ ଟେକି
ଦେଇଥିଲେ । ଗୋପବନ୍ଧୁବାବୁ ଥିଲେ କଟକର ପ୍ରସିଦ୍ଧ ଓକିଲ
ତଥା ନାମକରା ଜମିଦାର ଗୋକୁଳାନନ୍ଦ ଚୌଧୁରୀଙ୍କ ସୁଯୋଗ୍ୟ
ପୁତ୍ର । ମଣିକାଞ୍ଚନ ସଂଯୋଗ ଭଳି ସ୍ୱାମୀ-ସ୍ତ୍ରୀ ସବୁ ଭୁଲି ଦେଶ
ସେବାରେ ଜୀବନ ବିତାଇବାକୁ ସଂକଳ୍ପ କରିନେଲେ । ସେସମୟର
ମର୍ଯ୍ୟାଦାସମ୍ପନ୍ନ ଡେପୁଟି କଲେକ୍ଟର ପଦବୀ ଛାଡି ଗୋପବନ୍ଧୁବାବୁ
ସସ୍ତ୍ରୀକ ସ୍ୱଦେଶୀ ଆନ୍ଦୋଳନରେ ସାମିଲ ହୋଇଗଲେ । ପରେ
ପରେ ତାଙ୍କ ଅନୁଜ ନବକୃଷ୍ଣ ଚୌଧୁରୀ, ଭ୍ରାତୃବଧୂ ମାଳତୀ
ଚୌଧୁରୀ, ପୁତ୍ର ମନମୋହନ ଚୌଧୁରୀ, କନ୍ୟା ଅନ୍ନପୂର୍ଣ୍ଣା ଦେଶ
ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରି ନେଇଥିଲେ ।
୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ
କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଗୋଟି
ସାଧାରଣ ସମାବେଶରେ ଯୋଗଦେଇ ହରିଜନ, ଦଳିତମାନଙ୍କ
ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ ।
ଏହି ସମାବେଶରେ ସ୍ୱାମୀଙ୍କ ସହ ମା' ରମାଦେବୀ ଯୋଗଦେଇ
ଜୀବନର ମାର୍ଗଦର୍ଶନ ପାଇଥିଲେ । ନିଜର ବହୁମୂଲ୍ୟ ୨୦୦
ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ
ପାଣ୍ଠିକୁ ଦାନ କରିଥିଲେ । ଖଦୀବସ୍ତ୍ର ଆଜୀବନ ପରିଧାନ କରିବା
ପାଇଁ ସଂକଳ୍ପ କରିଥିଲେ ।
୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ
ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ
ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ିତି
ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ନେଇଥିଲେ ମା' ରମାଦେବୀ ।
୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ
ଉତ୍କଳଗୌରବ ମଧୁସୂଦନଙ୍କ କଟକ ବାସଭବନରେ ରହିବା ବେଳେ
ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ
ପରାମର୍ଶ ଗ୍ରହଣ କରିଥିଲେ । କଟକ ରହଣି ସମୟରେ
ମଧୁସୂଦନଙ୍କ ସଞ୍ଚାଳିତ କୁଟୀର ଶିଳ୍ପ, ତାରକସୀ ଶିଳ୍ପ, ଚମଡା
ଶିଳ୍ପ କେନ୍ଦ୍ରଗୁଡିକ ଦେଖି ଗାନ୍ଧିଜୀ ପ୍ରଭାବିତ ହୋଇ ଯାଇଥିଲେ ।
କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଗାନ୍ଧିଜୀ
ଆରମ୍ଭ କରିଥିଲେ । ମା' ରମାଦେବୀ ଛାଇ ପରି ତାଙ୍କ ସଙ୍ଗେ
ସଙ୍ଗେ ରହି ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ ସମସ୍ତଙ୍କୁ
ଶୁଣାଉ ଥିଲେ । ବଡବାପା ମଧୁସୂଦନ ଓ ଗାନ୍ଧିଜୀଙ୍କ ଦ୍ୱାରା
ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢିଥିଲେ "ବରି
ଆଶ୍ରମ' । ମା' ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ
ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦ ନଭେମ୍ବର
୮ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ
ରଖାଗଲା ।
୧୯୪୨ ଭାରତଛାଡ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି
ହେତୁ ଇଂରେଜ ସରକାର ମା' ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁ
ବାବୁଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଲେ । ଦେଶ ସ୍ୱାଧୀନ
ହେବା ପରେ ବହୁ ଜନନେତା ପଦପଦବୀ ପାଇଁ ବ୍ୟାକୁଳ ହୋଇ
ଉଠିଲେ । ମାତ୍ର ଏହି ଦେଶ ସେବକ ଦମ୍ପତି ସେଥିରୁ ନିବୃତ ରହି
ଜନସେବାକୁ ଧର୍ମଭାବେ ମାନି ନେଇଥିଲେ । ୧୯୫୫ ମସିହା
ବିନୋବାଜୀଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ମା'
ରମାଦେବୀଙ୍କର ଅଭୟ ହସ୍ତ ଥିଲା । ସମସ୍ତ ପରିବାର ସଦସ୍ୟ
ଏହି ମହାନ କାର୍ଯ୍ୟରେ ନିଜକୁ ସାମିଲ କରି ଏକ ଆଦର୍ଶ ସ୍ଥାପନ
କରିଯାଇଛନ୍ତି ।
୧୯୫୮ ମସିହା ଏପ୍ରିଲ ୨୯ ସ୍ୱାମୀ ଗୋପବନ୍ଧୁଙ୍କ
ସ୍ୱର୍ଗବାସ ମା' ରମାଦେବୀଙ୍କୁ ନିଃସଙ୍ଗ କରିଦେଲା । ତଥାପି ଧୈର୍ଯ୍ୟ
Line ୨୧୦ ⟶ ୧୧୪:
ପ୍ରକୃତି ଭବନ, ପ୍ରାଚୀ ବିହାର
କାକଟପୁର, ପୁରୀ
 
== ଆହୁରି ଦେଖନ୍ତୁ ==
* [[ଶାରଳା ଦେବୀ]]
* [[ମାଳତୀ ଦେବୀ]]
* [[ଅନ୍ନପୂର୍ଣ୍ଣା ଦେବୀ]]
 
== ଆଧାର ==
{{ଆଧାର}}
 
== ବାହାର ଆଧାର ==
== ବାହାର ଲିଙ୍କ୍ ==
 
[[ଶ୍ରେଣୀ:ସ୍ଵାଧୀନତା ସଂଗ୍ରାମୀ]]