"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଆଧାର+
୧ କ ଧାଡ଼ି:
{{ଛୋଟ|Parbati Ghosh}}
{{Infobox person
| name = ପାର୍ବତୀ ଘୋଷ
Line ୧୩ ⟶ ୧୪:
}}
 
'''ପାର୍ବତୀ ଘୋଷ''' ଜଣେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ସିନେ ଅଭିନେତ୍ରୀ ଓ ପ୍ରଥମ ଓଡ଼ିଆ ସିନେ ନିର୍ଦ୍ଦେଶିକା<ref name=sambad>{{cite news|title=ପ୍ରଥମ ଓଡ଼ିଆ ନିର୍ଦ୍ଦେଶିକା ପାର୍ବତୀ ଘୋଷଙ୍କ 'ଛମାଣ ଆଠଗୁଣ୍ଠ'|accessdate=୧୮ ଜୁନ ୨୦୧୪|newspaper=ସମ୍ବାଦ|date=୮ ଅକ୍ଟୋବର ୧୯୮୫}}</ref>
 
== ଜୀବନୀ ==
== ପରିବାର ==
 
ପାର୍ବତୀ ଘୋଷ [[ଓଡ଼ିଆ ସିନେମା ଜଗତ]]ର ଅନ୍ୟତମ ଜଣାଶୁଣା ଅଭିନେତା [[ଗୌର ଘୋଷ]]ଙ୍କ ଧର୍ମପତ୍ନୀ । ବିବାହ ପୂର୍ବରୁ ସେ ଚପଳା ନାୟକ ନାମରେ ପରିଚିତ ଥିଲେ । ସେ [[ଓଡ଼ିଆ ସିନେମା ଜଗତ]]ର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ [[ସ୍ଵରୂପ ନାୟକ]] ଓ [[ସାରଦା ପ୍ରସନ୍ନ ନାୟକ]] ଙ୍କ ଭଉଣୀ |
 
== କଥାଚିତ୍ର ଜୀବନ ==
୧୯୫୦ ମସିହାରେ [[ଶ୍ରୀ ଜଗନ୍ନାଥ]] କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପାର୍ବତୀ, ମୋଟ ୬ଟି [[ଓଡ଼ିଆ ସିନେମା|ଓଡ଼ିଆ]] କଥାଚିତ୍ରରେ ଅଭିନୟ କରିବା ସହ ୬ଟି କଥାଚିତ୍ରର ପ୍ରଯୋଜନା ଓ ଦୁଇଟି କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଥମ ଓଡ଼ିଆ ସିନେ ନିର୍ଦ୍ଦେଶିକା ଭାବେ ସେ ୧୯୮୫ ମସିହାରେ [[ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)|ଛ ମାଣ ଆଠ ଗୁଣ୍ଠ]]ର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ
 
=== ଅଭିନୀତ ଓଡ଼ିଆ କଥାଚିତ୍ର ===
{| class="wikitable sortable"
Line ୨୮ ⟶ ୩୪:
|-
|}
 
== ପୁରସ୍କାର ଓ ସମ୍ମାନ ==
* [[ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ]] (୨୦୦୪)
Line ୪୦ ⟶ ୪୭:
* {{imdb name|3379262}}
* {{imdb name|0315909}}
 
{{ଜୟଦେବ ପୁରସ୍କାର}}
{{Persondata <!-- Metadata: see [[Wikipedia:Persondata]]. -->