"କଉଡ଼ି ଖେଳ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
କଉଡ଼ି ଖେଳ ଓଡ଼ିଶାର ଗ୍ରାମାଂଚଳରେ ପ୍ରଚଳିତ ଏବଂ ଲୋକପ୍ରିୟ। ଶ୍ରୀମନ୍ଦିରର ବିଭିନ୍ନ ରୀତିନୀତିରେ ମଧ୍ୟ କଉଡ଼ି ଖେଳର ସ୍ୱତନ୍ତ୍ର ଭୂମିକା ରହିଛି।
 
===ବାହାଘରେ କଉଡ଼ି ଖେଳ===
ଏହାର ପ୍ରଚଳନ ଆଧୁନିକ ଯୁଗରେ ମଧ୍ୟ ରହିଛି। ପ୍ରାୟ ପ୍ରତ୍ୟେକ ହିନ୍ଦୁ ବାହାଘରେ (ହସ୍ତଗଣ୍ଠି ପରେ) ବରକନ୍ୟା କଉଡ଼ି ଖେଳିଥାନ୍ତି। ଘରର ଜଣେ ବୟୋଜ୍ୟେଷ୍ଠା ସ୍ତ୍ରୀ କୁ ବିଚାରକ କରାଯାଏ ଓ ବରର ସାନ ଭଊଣୀ ବା ଅନ୍ୟ ସାନ ଝିଅ ମାନେ ସେମାନଙ୍କୁ କଉଡ଼ି ଖେଳାଇ ଥାଆନ୍ତି। କଉଡ଼ି ଘରକୁ ଧନଧାନ୍ୟ ଓ ସୁଖ ସନ୍ତୋଷ ଆଣି ଦେବ ବୋଲି ସାଧାରଣରେ ବିଶ୍ୱାସ ରହିଥାଏ। ଏହି ଖେଳରେ ପ୍ରଥମେ ବର କଉଡିଟିକୁ ତାର ଗୋଟିଏ ହାତର ମୁଠାରେ ଜାବୁଡ଼ି ଧରେ ଓ କନ୍ୟା ନିଜର ଦୁଇହାତ ସାହାଯ୍ୟରେ ସେହି ମୁଠାକୁ ଫିଟାଇ କଉଡ଼ି ନେବାକୁ ଚେଷ୍ଟା କରିଥାଏ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ କନ୍ୟା ନିଜର ଦୁଇହାତରେ କଉଡ଼ିକୁ ମୁଠାଇ ଧରେ ଓ ବର ତାର ଗୋଟିଏ ହାତରେ କନ୍ୟା ହାତରୁ କଉଡ଼ି ନେବାକୁ ଚେଷ୍ଟା କରେ।