"କଉଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୮ କ ଧାଡ଼ି:
===ଚିକିତ୍ସା ବିଜ୍ଞାନ===
କଉଡ଼ିକୁ ଔଷଧୀ ହିସାବରେ ମଧ୍ୟ ବ୍ୟବହାର କରାଯାଏ। ବୈଦ୍ୟମାନେ ଏହାର ଭସ୍ମକୁ ବିଭିନ୍ନ ରୋଗର ଉପଚାର ଭାବେ ପ୍ରୟୋଗ କରିଥାନ୍ତି। ବେଙ୍ଗୀ କଉଡ଼ିକୁ ମାଳି କରି ପିଲାଙ୍କୁ ପିନ୍ଧାଇଲେ ବେଙ୍ଗୀ ବଥ ହୁଏନାହିଁ ବୋଲି ଅନେକେ ବିଶ୍ୱାସ କରିଥାନ୍ତି।
 
==ଓଡ଼ିଆ ଲୋକ କଥାରେ କଉଡ଼ି==
 
* ପାଣି ବୁଡ଼ା କଉଡ଼ି ନିଆଁ ପୁଆଁରେ ଯାଏ
* କାଣି କଉଡ଼ି ପିତା ତାଳ, ୟାକୁ ଦେଉଥିବ ରାତ୍ରିକାଳ
* କାକସ୍ନାହନ. ଗଧଭୋଜନ, କୁକୁରଧାଉଡ଼ି, ତେବେ ଯାଇ ଖାଇବୁ ସରକାର ଘର କଉଡ଼ି
 
==ଅଧିକ ସୂଚନା==
"https://or.wikipedia.org/wiki/କଉଡ଼ି"ରୁ ଅଣାଯାଇଅଛି