"ବୀର ସୁରେନ୍ଦ୍ର ସାଏ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୪ କ ଧାଡ଼ି:
 
== ସମ୍ମାନ ==
[[File:Opd.jpg|thumb|250px|ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ "ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ"]]
* ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ୨୦୦୯ ରେ ଓଡ଼ିଶା ସରକାର ''ୟୁନିଭର୍‌ସିଟି କଲେଜ୍ ଅଫ୍ ଇଞ୍ଜିନିଅରିଂ'' ର ନାମ ବଦଳାଇ [[ବୀର ସୁରେନ୍ଦ୍ର ସାଏ ୟୁନିଭର୍‌ସିଟି ଅଫ୍ ଟେକ୍ନୋଲୋଜି]] କରିଦେଇଥିଲେ ।<ref>{{cite web |url = http://www.vssut.ac.in/institute/history.asp | title = UCE changes to VSSUT }}</ref>
* ବୁର୍ଲା ଠାରେ ସ୍ଥିତ ଭେଷଜ ମହାବିଦ୍ୟାଳୟର ନାମ [[ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ]] ଦିଆଯାଇଥିଲା ।
* ୨୦୦୫ ରେ ଭାରତ ସରକାର ସଂସଦ ପରିସରରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ ।<ref>{{cite web |url = http://www.telegraphindia.com/1050907/asp/jamshedpur/story_5204824.asp |title = Centre okays patriot statue|publisher = [[The Telegraph (Kolkata)|The Telegraph]]}}</ref>
* ଭାରତ ସରକାର ସୁରେନ୍ଦ୍ର ସାଏଙ୍କ ସମ୍ମାନାର୍ଥେ ଡାକ ଟିକଟ ଛପାଇଥିଲେ ।