"ଭୂଇଁ ଅଅଁଳା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୫୭ କ ଧାଡ଼ି:
== ବ୍ୟବହାର ==
[[Image:Keezhanelli.JPG|thumb|thumb|180px|''ଭୂଇଁ ଅଅଁଳା'']]
''ଭୂଇଁ ଅଁଳା'' ଭାରତୀୟ ଆୟୁର୍ବେଦ ପଦ୍ଧତିରେ ପାକସ୍ଥଳୀ, ରେଚନ-ଜନନ ସଂସ୍ଥାନ, ଯକୃତ ଓ ବୃକ୍କ ଆଦିର ଚିକିତ୍ସାରେ କାମରେ ଲାଗିଥାଏ। <ref>{{cite web |url=http://tamilnadu.com/herbs/keelanelli.html |title=Keelanelli|publisher=Tamilnadu.com|date=21 January 2013}}</ref><ref>{{cite journal | doi = 10.1016/j.jep.2011.09.040 | title = Phyllanthus amarus: Ethnomedicinal uses, phytochemistry and pharmacology: A review | year = 2011 | last1 = Patel | first1 = Jay Ram | last2 = Tripathi | first2 = Priyanka | last3 = Sharma | first3 = Vikas | last4 = Chauhan | first4 = Nagendra Singh | last5 = Dixit | first5 = Vinod Kumar | journal = Journal of Ethnopharmacology | volume = 138 | issue = 2 | pages = 286–313 | pmid = 21982793}}</ref>
ମଳ ରୋଧକ, ବଳ କାରକ, କାନ୍ତି ପ୍ରଦ, ଗ୍ରହ ଦୋଷ, ଶିଶୁ ରୋଗ, ଭୁତାବେଶ, ପିହୁଳା, ଜ୍ୱର, ଅପସ୍ମାର, ବାୟୁ, ଉନ୍ମାଦ, କ୍ଷତ ଓ ବହୁମୂତ୍ର ଆଦି ରୋଗ ନିବାରକ। ଜଡା ତେଲ ସହିତ ଏହାର ରସକୁ ମାଲିସ କଲେ କଣ୍ଡୁ, ଦଦ୍ରୁ, କ୍ଷତ ଓ ମସ୍ତକ ରୋଗ ଦୂର ହୁଏ। ବାଗୀ, ବାଳିଆ ଦାଢୀ, କଟାଘାଆରେ ଏହାର ଲେପ, ମୁଣ୍ଡବିନ୍ଧା, ମସ୍ତିସ୍କ ଭ୍ରମରେ ରାଶି ତେଲ କିମ୍ବା ଜଡ଼ା ତେଲ ସହିତ, କ୍ଷତ, ଗରମ ଘାଆରେ ସୋରିଷ ତେଲ ସହିତ, ପିଲାଙ୍କ ଚର୍ମ ରୋଗରେ ହଳଦୀ ସହିତ, ସ୍ତ୍ରୀମାନଙ୍କ ରଜରୋଧରେ ବଚ ସହିତ, ଯମଜ ଜ୍ୱରରେ ମହୁ ସହିତ, ବାୟୁ ଶୂଳରେ ଶୁଣ୍ଠୀ ଓ ଗୋଲ ମରିଚ ସହିତ ଏହାର ପ୍ରୟୋଗ କରାଯାଇଥାଏ।
{{clear}}
 
==ଆଧାର==
{{ଆଧାର}}
== ବାହାର ଆଧାର ==
* ବୈଦ୍ୟରାଜ ଶ୍ରୀ କୃଷ୍ଣବ୍ରହ୍ମା ଶତପଥିଙ୍କ ବନୌଷଧି ବିଜ୍ଞାନ ।