"ଉଇକିପିଡ଼ିଆ:ପ୍ରସଙ୍ଗର ନାମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଏକ '''ପ୍ରସଙ୍ଗର ନାମ''' ପ୍ରସଙ୍ଗର ବିଷୟବସ୍ତୁ ଉପରେ ପ୍..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ସାଧାରଣଭାବେ ବ୍ୟବହୃତ ନାମ ବ୍ୟବହାର କରନ୍ତୁ+
୧ କ ଧାଡ଼ି:
ଏକ '''ପ୍ରସଙ୍ଗର ନାମ''' ପ୍ରସଙ୍ଗର ବିଷୟବସ୍ତୁ ଉପରେ ପ୍ରଦର୍ଶିତ ଏକ ବଡ଼ ଶିରୋନାମ । <ref>ବିଶେଷ କରି, ଏହା ପ୍ରସଙ୍ଗର ସଭା ଉପରେ ଥିବା ଏକ <code><nowiki><h1 id="firstHeading"></nowiki></code> [[ଏଚଟିଏମଏଲ ଏଲିମେଣ୍ଟ]] । ଏହା ଏକମାତ୍ର <code><nowiki><h1></nowiki></code> ହେବା ଉଚିତ । କିନ୍ତୁ ସମ୍ପାଦକମାନଙ୍କୁ ଯେକୌଣସି ସଂଖ୍ୟକ ଶିରୋନାମ ଯୋଡ଼ିବାର ସ୍ୱାଧୀନତା ମିଳିଥିବାରୁ ଏହା ନିଶ୍ଚିତ କରିବା କଷ୍ଟ ।</ref> ଏହି ଶିରୋନାମ, ପ୍ରସଙ୍ଗଟି ବାକି ପ୍ରସଙ୍ଗମାନଙ୍କ ଠାରୁ କିପରି ଭିନ୍ନ ତାହା ସୂଚିତ କରିଥାଏ । <ref>ପ୍ରସଙ୍ଗରେ ପ୍ରଦର୍ଶିତ ଶିରୋନାମାର ପ୍ରାୟତଃ ବାକି ଶିରୋନାମମାନଙ୍କ ସହ ସମାନ । ଅଧିକ ବୈଷୟିକ ବିବରଣ ପାଇଁ [[Wikipedia:ପୃଷ୍ଠାର ନାମ]] ଦେଖନ୍ତୁ ।</ref>
 
== {{anchor|Common names}} ସାଧାରଣଭାବେ ବ୍ୟବହୃତ ନାମ ବ୍ୟବହାର କରନ୍ତୁ ==
ଶିରୋନାମମାନ ସାଧାରଣତଃ ପୃଷ୍ଠାର ବିଷୟ ହୋଇଥାନ୍ତି, ଯଥା: ପ୍ରସଙ୍ଗଟି ଜଣେ ବ୍ୟକ୍ତିବିଶେଷଙ୍କ ଉପରେ ଥିଲେ ତାଙ୍କର ନାମ, କିମ୍ବା ଏକ ସ୍ଥାନ ଉପରେ ହୋଇଥିଲେ ତାହାର ନାମ । କେତେକ ବିଷୟର ଏକାଧିକ ନାମ ରହିଥାଏ । ସେହି କ୍ଷେତ୍ରରେ ପ୍ରସଙ୍ଗର ନାମକୁ ନେଇ ଦ୍ୱନ୍ଦ ଉପୁଜିଥାଏ । ଉଇକିପିଡ଼ିଆ ସାଧାରଣରେ ଜଣାଶୁଣା ନାମ (ବିଶ୍ୱସନୀୟ ଆଧାରମାନଙ୍କରେ ବ୍ୟବହୃତ ନାମ) ବ୍ୟବହାର କରିଥାଏ ଯାହା ପ୍ରସଙ୍ଗଟିକୁ ସହଜରେ ଚିହ୍ନାପକାଇଥାଏ । ଏହା ଉଇକିପିଡ଼ିଆରେ, ସାଧାରଣ ଭାବେ "ସାଧାରଣ ନାମ (COMMONNAME)" ଭାବେ ଜଣାଶୁଣା ।<ref>ଯେଉଁଠାରେ "ସାଧାରଣ ନାମ'' କିମ୍ବା COMMONNAME" ଅଥବା "common name" ଦେଖିବାକୁ ମିଳିଥାଏ ତାହା ସାଧାରଣ ଭାବେ ବା ଅଧିକ ବ୍ୟବହୃତ ନାମକୁ ବୁଝାଇଥାଏ । ତେବେ, ଏହାର ଅର୍ଥ, ବିଭିନ୍ନ ସ୍ଥାନରେ ବ୍ୟବହୃତ ହେଉଥିବା [[ବୈଜ୍ଞାନିକ ନାମ]] ବଦଳରେ ଏକ କଥିତ ନାମ ବ୍ୟବହାର କରିବା ।</ref>
 
== ଦ୍ରଷ୍ଟବ୍ୟ ==