"ବ୍ୟୋମକେଶ ତ୍ରିପାଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଓଡ଼ିଆ ଅଭିନେତା, ନିର୍ଦ୍ଦେଶକ
Content deleted Content added
ବ୍ୟୋମକେଶ ତ୍ରିପାଠୀ ଆରମ୍ଭ କରାଗଲା
(କିଛି ବଦଳିନାହିଁ)

୧୭:୫୬, ୪ ଜୁନ ୨୦୧୪ ଅନୁସାରେ କରାଯାଇଥିବା ବଦଳ

ବ୍ୟୋମକେଶ ତ୍ରିପାଠୀ, ଓଡ଼ିଶାର ଜଣେ ଜଣାଶୁଣା ନାଟ୍ୟକାର[୨], ଅଭିନେତା[୩] ଓ ନିର୍ଦ୍ଦେଶକ । ସେ ପ୍ରାୟ ୨୮ଟି ଓଡ଼ିଆ ନାଟକ ରଚନା କରିଛନ୍ତି ଏବଂ ପ୍ରାୟ ୭୧ଟି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ଅବା ଅଭିନୟ କରିଛନ୍ତି । ସେ ଅନ୍ନପୂର୍ଣ୍ଣା ଥିଏଟର ସହ ଜଡିତ ରହିଥିଲେ । ନାଟକ ବ୍ୟତିତ, ସେ ପ୍ରାୟ ୨୫ଟି ଓଡ଼ିଆ ଚଳଚିତ୍ରରେ ଅଭିନୟ କରିଛନ୍ତି ।[୪]

ବ୍ୟୋମକେଶ ତ୍ରିପାଠୀ
ଜନ୍ମ(1929-01-19)୧୯ ଜାନୁଆରୀ ୧୯୨୯


[୧]
ମୃତ୍ୟୁ୧୦ ମଇ ୧୯୯୭(1997-05-10) (ବୟସ ୬୮)
ମୃତ୍ୟୁର କାରଣହୃଦ ଘାତ
ଶିକ୍ଷାସ୍ନାତକ(ବିଜ୍ଞାନ),
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ, କଲିକତା ବିଶ୍ଵବିଦ୍ୟାଳୟ
ପ୍ରସିଦ୍ଧିନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ
ପିତାମାତା(s)ଗୋବିନ୍ଦ ତ୍ରିପାଠୀ, ସତୀ ଦେବୀ
ପୁରସ୍କାରଜୟଦେବ ପୁରସ୍କାର

ଅଭିନୀତ ନାଟକ

  • ଏକ ଦୁଇ ତିନି - ୧୯୫୯
  • କଂସା କବାଟ
  • ସିଂହ ଦ୍ଵାର
  • ତୋଳା କନିଆ
  • ସୁନା ଫରୁଆ

ଅଭିନୀତ କଥାଚିତ୍ର

  • କା
  • ଅଭିଳାଷା
  • ନିରବ ଝଡ଼

ପୁରସ୍କାର ଓ ସମ୍ମାନ

  • ଜୟଦେବ ପୁରସ୍କାର - 1993 [୫]

ଆଧାର

  1. Amaresh Datta (1988). Encyclopaedia of Indian Literature: devraj to jyoti. Sahitya Akademi. pp. 1093–. ISBN 978-81-260-1194-0.
  2. Contemporary Indian Literature. S.L. Shastry. 1972.
  3. Natya: Theatre Arts Journal. Bharatiya Natya Sangh. 1966.
  4. http://www.financialexpress.com/old/ie/daily/19970511/13150573.html
  5. http://orissa.gov.in/e-magazine/orissaannualreference/ORA-2011/pdf/114.pdf

ଅଧିକ ତଥ୍ୟ