"କାଳୀଚରଣ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୩୬ କ ଧାଡ଼ି:
| portaldisp =
}}
'''କବିଚନ୍ଦ୍ର {{PAGENAME}}''' (୧୮୯୮-୧୯୭୮) ୨୩ ଡିସେମ୍ବର ୧୮୯୭ ଦିନ ବାଙ୍କି ସହର ଉପକଣ୍ଠରେ ଥିବା ଖମରାଙ୍ଗ ଗ୍ରାମରେ ପିତା ଦୁର୍ଗାଚରଣ ପଟ୍ଟନାୟକ ଓ ମାତା ରାଧାମାଳୀ ଦେବୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ।<ref>http://www.bankiorissa.com/kalicharanpattanaik.html</ref>. ସେ ଜଣେ ସୁପରିଚିତ ଆଧୁନିକ [[ଓଡ଼ିଆ ନାଟକ|ଓଡ଼ିଆ]] ନାଟ୍ୟକାର ଥିଲେ । ପାରମ୍ପରିକ [[ଓଡ଼ିଆ ନାଟକ#ଲୀଳା ନାଟକ|ଲୀଳା ନାଟକ]] ପ୍ରଦର୍ଶନ କରି ସେ ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ । ୪ର୍ଥ ଦଶକ ବେଳକୁ ସେ ଆଧୁନିକ ମଞ୍ଚ ନାଟକ ଲେଖି ତାହାର ବିପଣନ କରିବା ଆରମ୍ଭ କରିଥିଲେ । ସେଥିପାଇଁ ସେ [[କଟକ]] ଠାରେ [[ଓଡ଼ିଶା ଥିଏଟର୍ସ]] ନାମରେ ଏକ ରଙ୍ଗମଞ୍ଚ ଆରମ୍ଭ କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ବୋଲି ମଧ୍ୟ କୁହାଯାଏ। <ref>http://www.indianetzone.com/51/odissi_musicians.htm</ref>
 
==ଶିକ୍ଷା==