"ଶରତ ପୂଜାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୪ କ ଧାଡ଼ି:
 
== ଶିକ୍ଷା ଓ ପ୍ରାରମ୍ଭିକ ଜୀବନ ==
ଶରତଂକ ବାପା ସମ୍ବଲପୁର ଝାଡୁଆପଡାର ମୂଳନିବାସୀ ସଚ୍ଚିଦାନନ୍ଦ ପୂଜାରୀ ନୟାଗଡ ରାଜ୍ୟରେ ଦେଓବାନ ଥିଲେ । ୧୯୩୪ ଅଗଷ୍ଟ ୮ ତାରିଖ ରେ ନୟାଗଡରେ ଶରତ ପୂଜାରୀଂକ ଜନ୍ମ ହୋଇଥିଲା। ବିଭିନ୍ନ ସ୍ଥାନ ରେ ଶିକଷ୍ୟା ଶେଷ କଲା ପରେ ସେ [[ଅର୍ଥନୀତି]]ରେ ସ୍ନାତକ ଓ ୧୯୫୬ରେ [[ଚିତ୍ରାଙ୍କନ]]ରେ [[ଆହ୍ଲାବାଦ ବିଶ୍ଵବିଦ୍ୟାଳୟ]]ରୁ ଡିପ୍ଲୋମା ସାରିଥିଲେ । ତାଙ୍କର ପ୍ରଥମ ଚାକିରି ବ୍ଲକ ଡିଜାଇନର ଓ ପବ୍ଲିସିଟି ଏଜେଣ୍ଟ ଭାବରେ ଆରମ୍ଭ ହୋଇଥିଲା । ୧୯୫୯ରେ ସେ "ଅର୍ଥନୀତି"ର ଅଧ୍ୟାପକ ଭାବରେ [[ବରଗଡ଼]]ର ପଞ୍ଚାୟତ କଲେଜରେ ଯୋଗ ଦେଇଥିଲେ । ୧୯୬୬ ରେ ତାପଙ୍ଗ ଲାଇଟ ଫାଉଣ୍ଡରୀରେ Works Manager ଭାବରେ କିଛି ଦିନ କାର୍ଯ୍ୟ କଲା ପରେ ମାତ୍ର ୩୪ ବର୍ଷ ବୟସରେ ଲରମ୍ଭା କଲେଜ ରେ ଅଧ୍ଧ୍ୟକଷ୍ୟ ହେବାର ସୌଭାଗ୍ୟ ଅର୍ଜନ କରିପାରିଥିଲେ। <ref name=TOI>{{cite web|last=Singha|first=Minati|title=Veteran actor Sarat Pujari passes away|url=http://timesofindia.indiatimes.com/city/bhubaneswar/Veteran-actor-Sarat-Pujari-passes-away/articleshow/35055102.cms|publisher=Times of India|accessdate=13 May 2014}}</ref>
<!--.Left as Acting Principal from Panchayat College,Bargarh in 1966.Joined tapang Light Foundery,Nayagarh, as Works Manager.Left service and became a free-lance film actor from September 1966 to September 1968 to learn the technique of Film-making. After that he had became principal at the young age of 34 in [http://Larambha%20CollegeC [[Larambha College]]], [[Bargarh]].Nominated by the State Govt of Orissa as member of the [http://Orissa%20Sangeeta%20Natak%20Academy Orissa Sangeeta Natak Academy], Member of the Board of Director of Film Development Corporation of Orissa,Cuttack.He retired as a principal of Sangeet Nataka college,Bhubaneswar.-->