"ଉଇକିପିଡ଼ିଆ:ସ୍ୱୟଂଚାଳକ ସାଧିତ ପ୍ରକଳ୍ପମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
'''ସ୍ୱୟଂଚାଳକ''' ବା '''ବଟ''' (Bots) ଉଇକିପିଡ଼ିଆରେ ବିଭିନ୍ନ ରକ୍ଷଣାବେକ୍ଷଣା କାମ ମାନ କରିବା ପାଇଁ ବ୍ୟବହାର କରାଯାଉଥିବା ଏକ କମ୍ପ୍ୟୁଟର ପ୍ରୋଗ୍ରାମ । ଏହାକୁ ବ୍ୟବହାର କରି ଏକ ସଙ୍ଗରେ ଅନେକ କାମ (ଯେମିତି ଅନେକ ପ୍ରସଙ୍ଗରେ ଥିବା କିଛି ବନାନ ଭୁଲର ସୁଧାର) କରାଯାଇପାରେ ଯାହା [[ଉଇକିପିଡ଼ିଆ:ଉଇକିଆଳି]]ମାନଙ୍କର କାମ ଭାର ଲାଘବ କରିଥାଏ । ଅଭିଜ୍ଞ କିଛି ଉଇକିଆଳି ଏହି ଭଳି ସ୍ୱୟଂଚାଳକମାନ ଚଳାଇଥାନ୍ତି । ଏହି ପ୍ରକଳ୍ପ ପୃଷ୍ଠାଟି ଓଡ଼ିଆ ଉଇକିପିଡ଼ିଆରେ ଏହି ସ୍ୱୟଂଚାଳକମାନଙ୍କ ଦେଇ କରାଯାଉଥିବା ବିଭିନ୍ନ କାମର ଘୋଷଣା, ସାଂଖିକ ବିବରଣୀ, ଆଗାମୀ ଯୋଜନାମାନ ଲିପିବଦ୍ଧ କରିବା ପାଇଁ ଉଦ୍ଦିଷ୍ଟ । ଏଥି ସମ୍ବନ୍ଧିତ ଆଲୋଚନା ପଢ଼ିବା ଓ ସେଥିରେ ଭାଗନେବା ପାଇଁ ଏହି ପୃଷ୍ଠାର {{Clickable button|[[ଉଇକିପିଡ଼ିଆ_ଆଲୋଚନା:ସ୍ୱୟଂଚାଳକ_ସାଧିତ_ପ୍ରକଳ୍ପମାନ|ଆଲୋଚନା ପୃଷ୍ଠାପୃଷ୍ଠାକୁ]]}}କୁ ଯାଆନ୍ତୁ ।
{{ତିଆରି ଚାଲିଛି}}
'''ସ୍ୱୟଂଚାଳକ''' ବା '''ବଟ''' (Bots) ଉଇକିପିଡ଼ିଆରେ ବିଭିନ୍ନ ରକ୍ଷଣାବେକ୍ଷଣା କାମ ମାନ କରିବା ପାଇଁ ବ୍ୟବହାର କରାଯାଉଥିବା ଏକ କମ୍ପ୍ୟୁଟର ପ୍ରୋଗ୍ରାମ । ଏହାକୁ ବ୍ୟବହାର କରି ଏକ ସଙ୍ଗରେ ଅନେକ କାମ (ଯେମିତି ଅନେକ ପ୍ରସଙ୍ଗରେ ଥିବା କିଛି ବନାନ ଭୁଲର ସୁଧାର) କରାଯାଇପାରେ ଯାହା [[ଉଇକିପିଡ଼ିଆ:ଉଇକିଆଳି]]ମାନଙ୍କର କାମ ଭାର ଲାଘବ କରିଥାଏ । ଅଭିଜ୍ଞ କିଛି ଉଇକିଆଳି ଏହି ଭଳି ସ୍ୱୟଂଚାଳକମାନ ଚଳାଇଥାନ୍ତି । ଏହି ପ୍ରକଳ୍ପ ପୃଷ୍ଠାଟି ଓଡ଼ିଆ ଉଇକିପିଡ଼ିଆରେ ଏହି ସ୍ୱୟଂଚାଳକମାନଙ୍କ ଦେଇ କରାଯାଉଥିବା ବିଭିନ୍ନ କାମର ଘୋଷଣା, ସାଂଖିକ ବିବରଣୀ, ଆଗାମୀ ଯୋଜନାମାନ ଲିପିବଦ୍ଧ କରିବା ପାଇଁ ଉଦ୍ଦିଷ୍ଟ । ଏଥି ସମ୍ବନ୍ଧିତ ଆଲୋଚନା ପଢ଼ିବା ଓ ସେଥିରେ ଭାଗନେବା ପାଇଁ ଏହି ପୃଷ୍ଠାର {{Clickable button|[[ଉଇକିପିଡ଼ିଆ_ଆଲୋଚନା:ସ୍ୱୟଂଚାଳକ_ସାଧିତ_ପ୍ରକଳ୍ପମାନ|ଆଲୋଚନା ପୃଷ୍ଠା]]}}କୁ ଯାଆନ୍ତୁ ।
 
== ସକ୍ରିୟ ସ୍ୱୟଂଚାଳକମାନଙ୍କର ତାଲିକା ==