"ଉଇକିପିଡ଼ିଆ:ସ୍ୱୟଂଚାଳକ ସାଧିତ ପ୍ରକଳ୍ପମାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
{{U|ଶିତିକଣ୍ଠ ଦାଶ}} ଭାଇ ଲେଖିବେ ଏଇ ଭାଗଟି
୭୩ କ ଧାଡ଼ି:
(ମଇ ମାସରେ ତିଆରି ମୁଣ୍ଡିଆ ପ୍ରସଙ୍ଗମାନଙ୍କର [[ଉଇକିପିଡ଼ିଆ:ମୁଣ୍ଡିଆ ପ୍ରସଙ୍ଗ ତାଲିକା/ମଇ ୨୦୧୪|ଏକ ତାଲିକା]] ମୁଁ ଆଗରୁ ତିଆରି କରିଥିଲି । ତେବେ ସେ ସମସ୍ତ ପ୍ରସଙ୍ଗରେ {{t|ମୁଣ୍ଡିଆ}} ପକାଇବା ପରେ ଯାଇ ସେମାନଙ୍କୁ ଚିହ୍ନଟ କରି ସମ୍ପାଦନା କରିବାରେ ସୁବିଧା ହେବ । ଏଥି ସହିତ ମୁଁ ଓଡ଼ିଆ/ଓଡ଼ିଶା ସମ୍ବନ୍ଧିତ ମୁଖ୍ୟ ପ୍ରସଙ୍ଗର ଶ୍ରେଣୀ (ଯଥା: ଓଡ଼ିଆ ସଂସ୍କୃତି, ଓଡ଼ିଆ ସାହିତ୍ୟ ଆଦି) ମାନଙ୍କ ଭିତରେ ଥିବା ପ୍ରସଙ୍ଗମାନଙ୍କରେ ଏହି ଛାଞ୍ଚ ପକାଇ ମୁଣ୍ଡିଆ ଉପଶ୍ରେଣୀ ତିଆରି କରିପାରିବି । ଏହି ତାଲିକା ଗଣସମ୍ପାଦନା ଭଳି କିଛି ନିର୍ଦ୍ଦିଷ୍ଟ ବିଷୟ ସମ୍ବନ୍ଧିତ ଗଣସମ୍ପାଦନା କଲାବେଳେ ବ୍ୟବହାର ଉପଯୋଗୀ ହେବ ।)
|}
 
== ଆଗରୁ ହୋଇଥିବା କାମ ==
=== ShitiBot ===
*
*