"ଜର୍ଜ ଓମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
କାମ+
୨୫ କ ଧାଡ଼ି:
==ଜୀବନୀ==
===ପ୍ରାରମ୍ଭିକ ଜୀବନ===
ଜର୍ଜ ସାଇମନ ଓମ [[ଏର୍ଲାଜେନ]]ର ଏକ ପ୍ରୋଟେଷ୍ଟାଣ୍ଟ ପରିବାରରେ ପିତା ଜୋହାନ ୱଲ୍ଫଗାଙ୍ଗ ଓମଙ୍କ ଔରସ୍ୟରୁ ଓ ମାତା ମାରିଆଏଲିଜାବେଥ ବେକଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଶିକ୍ଷିତ ନ ହୋଇଥିଲେ ମଧ୍ୟ ଓମଙ୍କ ପିତା ଜଣେ ସମ୍ମାନଷ୍ପଦ ବ୍ୟକ୍ତି ଥିଲେ ଯେ, ତାଙ୍କୁ ଉଚ୍ଚଶିକ୍ଷାଲାଭ ପାଇଁ ସହଯୋଗ କରିଥିଲେ । ଓମ ଦମ୍ପତ୍ତିଙ୍କର ସାତଜଣ ସନ୍ତାନଙ୍କ ମଧ୍ୟରୁ କେବଳ ତିନିଜଣ ଜୀବିତ ରହିଥିଲେ: ଜର୍ଜ ସାଇମନ, ତାଙ୍କର ସାନ ଭାଇ [[ମାର୍ଟିନ ଓମ|ମାର୍ଟିନ]], ଯେ ଜଣେ ବହୁ ପ୍ରସିଦ୍ଧ ଗାଣିତିକ ହୋଇଥିଲେ ଓ ତାଙ୍କ ଭଉଣୀ ଏଲିଜାବେଥ ବାର୍ବରା । ତାଙ୍କୁ ଦଶବର୍ଷ ହୋଇଥିଲା ବେଳେ ତାଙ୍କ ମାତାଙ୍କ ଦେହାନ୍ତ ହୋଇଯାଇଥିଲା ।
 
===ବିଶ୍ୱବିଦ୍ୟାଳୟରେ ଜୀବନ===
===କର୍ମମୟ ଜୀବନ===
"https://or.wikipedia.org/wiki/ଜର୍ଜ_ଓମ"ରୁ ଅଣାଯାଇଅଛି