"ଜର୍ଜ ଓମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଓମ'ଙ୍କ ଶବ୍ଦ ନିୟମ+
୩୧ କ ଧାଡ଼ି:
{{main|ଓମ'ଙ୍କ ନିୟମ}}
ଏକ ନିର୍ଦ୍ଧିଷ୍ଠ ତାପମାତ୍ରାରେ ପରିବାହୀରେ ପ୍ରବାହିତ ବିଦ୍ୟୁତ୍ ଶକ୍ତି ପରିବାହୀର ଦୁଇ ପ୍ରାନ୍ତରେ ଥିବା ବିଦ୍ୟୁତ ବିଭବ ପାର୍ଥକ୍ୟ ସହିତ ସମାନୁପାତୀ ଓ ପରିବାହୀର ପ୍ରତିରୋଧ ସହିତ ପ୍ରତିଲୋମାନୁପାତୀ ।
 
==ଓମ'ଙ୍କ ଶବ୍ଦ ନିୟମ==
{{further2|ଓମ'ଙ୍କ ଶବ୍ଦ ନିୟମ<!--[[Ohm's acoustic law]]-->}}
 
ଓମ'ଙ୍କ ଶବ୍ଦ ନିୟମ, ଶବ୍ଦ ପ୍ରବାହୀ ନିୟମ ବା କେବଳ ଓମ'ଙ୍କ ନାମରେ ଜଣା ଏହି ନିୟମ ଅନୁସାରେ, କାନ ଏକାଧିକ ହାର୍ମୋନିକ ଶବ୍ଦତରଙ୍ଗମାନଙ୍କୁ ଏକ ସାମୁହିକ ଧ୍ୱନି ଭାବେ ଗ୍ରହଣ କରିଥାଏ । ଏହା ସମ୍ପୂର୍ଣ୍ଣ ସତ ଭାବେ ଗ୍ରହଣ କରାଯାଇନାହିଁ ।<ref>
{{cite book
| title = Annual Review of Psychology, Vol. 25
| chapter = Spatial Vision
| author = Robert Sekuler
| editor = Mark R. Rosenzweig
| publisher = Annual Reviews Inc
| page = 215
| year = 1974
| url = http://books.google.com/?id=xjKMgA94MdoC&pg=PA215&dq=%22ohm%27s+acoustic+law%22+%22quarter+truth%22#v=onepage&q=%22ohm%27s%20acoustic%20law%22%20%22quarter%20truth%22&f=false
| isbn = 978-0-8243-0225-2
}}</ref>
 
==ଆଧାର==
"https://or.wikipedia.org/wiki/ଜର୍ଜ_ଓମ"ରୁ ଅଣାଯାଇଅଛି