"ସାରଳା ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
ଟିକେ Wikipedia python library
୧୮ କ ଧାଡ଼ି:
}}
 
ଶୂଦ୍ରମୁନି '''ସାରଳା ଦାସ''' ଓଡ଼ିଆ ଭାଷାର ଜଣେ ମହାନ ସାଧକ ଥିଲେ ଓ ପୁରାତନ [[ଓଡ଼ିଆ ଭାଷା]]ରେ ବଳିଷ୍ଠ ସାହିତ୍ୟ ଓ ଧର୍ମ ପୁରାଣ ତିଆରି କରିଥିଲେ । ସେ [[ଓଡ଼ିଶା]]ର [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର ଜିଲ୍ଲାର]] "ତେନ୍ତୁଳିପଦା" ଠାରେ ଜନ୍ମ ନେଇଥିଲେ । ତାଙ୍କର ପ୍ରଥମ ନାଆଁନାମ ଥିଲା "ସିଦ୍ଧେଶ୍ଵର ପରିଡ଼ା", ପରେ ସେ [[ସାରଳା ମନ୍ଦିର|ସାରଳାଙ୍କଠାରୁ]] ବର ପାଇ ସେ କବି ହୋଇଥିବାରୁ ସେ ନିଜେ ଆପଣାକୁ 'ସାରଳା ଦାସ' ବୋଲି ପରିଚିତ କରାଇଥିଲେ ।
 
୧୫ଶ ଶତାବ୍ଦୀରେ ସେ ଥିଲେ ପ୍ରଥମ [[ଓଡ଼ିଆ ଲୋକ|ଓଡ଼ିଆ]] ଯେ [[ଓଡ଼ିଆ ଭାଷା|ଓଡ଼ିଆ]]ରେ ସାହିତ୍ୟ ରଚନା କରିଥିଲେ । ତାଙ୍କର ଜନ୍ମ ସଠିକ ଭାବରେ ନିରୂପଣ କରାଯାଇପାରି ନାହିଁ ।