"ଲିଓନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 112 interwiki links, now provided by Wikidata on d:q456 (translate me)
ଟିକେ Wikipedia python library
୪୪ କ ଧାଡ଼ି:
}}
 
'''ଲିଓନ''' ହେଉଛି ଏକ ପ୍ରାଚୀନ ତଥା ଐତିହାସିକ ସହର।ପୂର୍ବ କେନ୍ଦ୍ରୀୟ [[ଫ୍ରାନ୍ସ]]ର [[ରୋନ]]-[[ଆଲପସ]] ଅଞ୍ଚଳ ଅନ୍ତର୍ଗତ [[ପ୍ୟାରିସ]] ଓ [[ମର୍ଶାଇଲ]] ମଧ୍ୟରେ ଏହା ଅବସ୍ତିତ।[[ପ୍ୟାରିସ]]ଠାରୁ ଏହାର ଦୂରତା ୪୭୦କିମି ଓ [[ମର୍ଶାଇଲ]] ଠାରୁ ୩୨୦କି.ମି। ଲିଓନ ହେଉଛି ରୋନ୍ ଅଞ୍ଚଳ ତଥା ରୋନ୍ ଅଞ୍ଚଳର ରାଜଧାନୀ ।ଅଷ୍ଟାଦଶ ଓ ଊନ୍ନବିଂଶ ଶତାବ୍ଦୀରେ ଏଠାରେ ଆଧୁନିକ ସହରର ମୂଳଦୁଆ ପଡିଥିଲା।ପରେପଡ଼ିଥିଲା।ପରେ ଲୋକସଂଖ୍ୟା ବୃଦ୍ଧି ଓ ସହରର ବିକାଶ ଘଟି ତାହା [[ଫ୍ରାନ୍ସ]]ର ଦ୍ଵିତୀୟ ସର୍ବ ବୃହତ ସହରର ମାନ୍ୟତା ଲାଭ ପାଇଥିଲା।
== ଇତିହାସ ==
ଲିଓନ ସହରର ଇତିହାସ ଅତି ପୁରୁଣା।ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ରୋମାନ ମାନେ ଏହି ସହର ପ୍ରତିଷ୍ଠା କରିଥିଲେ।ଦୁଇଟି ପାହଡ଼ ଯଥା ପୂର୍ବରେ ଫୌରଭିଅର ଏବଂ ପଶ୍ଚିମରେ କ୍ରକ୍ସରୌସ ଏବଂ ଦୁଇଟି ନଦୀ ଯଥା ରୋନ୍ ଓ ସାଓନ୍ ଙ୍କ ସଙ୍ଗମ ସ୍ଥଳକୁ ନେଇ ଏହି ସହର ଗଢି଼ ଉଠିଛି।
"https://or.wikipedia.org/wiki/ଲିଓନ"ରୁ ଅଣାଯାଇଅଛି