"ରତ୍ନଗିରି" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aditya Mahar (ଆଲୋଚନା | ଅବଦାନ) ଟିକେ removed Category:ବୌଦ୍ଧ ସ୍ଥଳ; added Category:ବୌଦ୍ଧ ତୀର୍ଥସ୍ଥଳୀ using HotCat |
ଟିକେ Wikipedia python library |
||
୬୭ କ ଧାଡ଼ି:
== ଗଠନ ଶୈଳୀ ==
ସନ ୧୯୫୮ ଓ ୧୯୬୧ରେ ଏକ ବଡ ଧରଣର ଖନନ କରାଯାଇଥିଲା <ref> ଏହି ଖନନର ଫଳାଫଳ [[Archaeological Survey of India|ଏ.ଏସ.ଆଇ.]]ଙ୍କ ଦ୍ଵାରା ପ୍ରକାଶ କରାଯାଇଥିଲା । ମିତ୍ର (୧୯୮୧ ଓ ୧୯୮୩)</ref>, ଯାହାର ଫଳାଫଳ ଅନେକ ଅଜଣା ତଥ୍ୟକୁ ଆଗକୁ ଆଣିଥିଲା । ୯ମ ଶତବ୍ଦୀରେ ମୁଖ୍ୟ ସ୍ତୁପଟି ଆଗରୁ ଥିବା ଭୂମି ଉପରେ ତିଆରି କରାଯାଇଥିଲା , ଯାହା [[Gupta Empire|ଗୁପ୍ତ ଯୁଗ]]ର ଥିଲା । '''ସିରି ରତ୍ନଗିରି ମହାବିହାରିଅ ଆର୍ଯ୍ୟବିକସୁ ସଙ୍ଘସ୍ସ'''
ଅଧୁନା ସେଠାରେ ଏକ ମୂର୍ତ୍ତିସମୁହ [[ତାରା (ବୌଦ୍ଧ)|ତାରା]], [[ଅବଲୋକିତେଶ୍ଵର]], [[ଅପରାଜିତା]] ଓ [[ହରିତି]] ଆଦି ପୁରାତନ ଗୁପ୍ତ ଶୈଳୀର ଗୁମ୍ଫାରେ ଦେଖିବାକୁ ମିଳନ୍ତି ।
|