"ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ re-categorisation
ଟିକେ Wikipedia python library
୩୩ କ ଧାଡ଼ି:
ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, [[ଓଡ଼ିଶା|ଓଡ଼ିଶାର]] ୪୩ତମ ରାଜ୍ୟପାଳ ରୂପେ କାର୍ଯ୍ୟନିର୍ବାହ (୨୧ ଅଗଷ୍ଟ ୨୦୦୭ ରୁ ୦୯ ମାର୍ଚ ୨୦୧୩ ପର୍ଯ୍ୟନ୍ତ) କରିସାରିଛନ୍ତି । <ref>http://www.thehindu.com/todays-paper/tp-national/tp-otherstates/bhandare-accorded-ceremonial-farewell/article4521098.ece</ref> ସେ, [[ଭାରତୀୟ ଜାତୀୟ କଂଗ୍ରେସ]] ତରଫରୁ ତିନି ଥର (୧୯୮୦-୮୨, ୧୯୮୨-୮୮,୧୯୮୮-୯୪) ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇସାରିଛନ୍ତି । ଏହା ବ୍ୟତିତ, ସେ [[ସୁପ୍ରିମ କୋର୍ଟ]]ରେ ଜଣେ ବରିଷ୍ଠ ଆଇନଜୀବି ଓ ଦୁଇଥର ସୁପ୍ରିମ କୋର୍ଟ ବାର୍ ଆଶୋସିଏସନର ଅଧ୍ୟକ୍ଷ ରୂପେ କାମ କରିସାରିଛନ୍ତି ।
 
ଭଣ୍ଡାରେ, ଜାତିସଂଘର ଅଳ୍ପସଂଖ୍ୟକ ମାନଙ୍କ ପାଇଁ ଗଠିତ କମିଶନର ଅଧ୍ୟକ୍ଷ (୧୯୮୪-୮୯) ଓ [[ୟୁନେସ୍କୋ]]ର ଆପିଲସ୍ ବଡିରବଡ଼ିର ଅଧ୍ୟକ୍ଷ (୧୯୯୦-୨୦୦୩) ମଧ୍ୟ ରହିସାରିଛନ୍ତି ।<ref>http://www.orissadiary.com/Shownews.asp?id=4056</ref>
 
== ସମାଜ ସେବା ==